ହଲ୍‌କୁ ଆସିଲା ‘ଫୋବିଆ’

phobia

ମୁମ୍ୱାଇ: ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ୍‌ ହୋଇଛି ବଲିଉଡ୍ ଫିଲ୍ମ ‘ଫୋବିଆ’ । ରାଗିଣୀ ଏମ୍‌ଏମ୍‌ଏସ୍‌ ପରେ ନିର୍ଦ୍ଦେଶକ ପବନ କୃପାଲିନଙ୍କ ଏହା ଆଉ ଏକ ଥ୍ରିଲର୍ ଫିଲ୍ମ। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ରାଧିକା ଆପ୍ତେ। ରାଧିକା ଏହି ଫିଲ୍ମରେ ଜଣେ ମାନସିକ ରୋଗୀ ଭୂମିକାରେ ଅଭିନୟ କରିଛନ୍ତି।

Previous ArticleNext Article

Send this to a friend