ନୋଟ୍‌ ବନ୍ଦ ସତ୍ତ୍ୱେ ବକ୍ସ ଅଫିସରେ ‘ଫୋର୍ସ-2’ର କମାଲ

force-2

ମୁମ୍ବାଇ: ନୋଟ୍‌ ବନ୍ଦ ପରେ ମଧ୍ୟ ଜନ୍‌ ଆବ୍ରାହମ୍‌ ଓ ସୋନାକ୍ଷୀ ସିହ୍ନାଙ୍କ ‘ଫୋର୍ସ-2’ ରିଲିଜର ପ୍ରଥମ ସପ୍ତାହରେ ୨୦.୦୫ କୋଟି ଟଙ୍କା ଆୟ କରିପାରିଛି। ପରିସ୍ଥିତିକୁ ଦେଖି ସିନେମା ଘରର ଟିକଟର ମୂଲ୍ୟ ହ୍ରାସ କରାଯାଇଥିଲା। ଫଳରେ ହଲରେ ବହୁ ସଂଖ୍ୟାରେ ଦର୍ଶକ ଫିଲ୍ମ ଦେଖିବାକୁ ଯାଇଥିବା ଜଣାପଡିଛି।

ଫିଲ୍ମରେ ସୋନାକ୍ଷୀ ଓ ଜନ୍‌ଙ୍କ ଆକ୍ସନ ମଧ୍ୟ ଖୁବ୍‌ ପସନ୍ଦ ଆସିଥିବା ବେଳେ ଖଳନାୟକ ଚରିତ୍ର ପାଇଁ ତାହୀର ରାଜ ଭସୀନଙ୍କୁ ମଧ୍ୟ ଖୁବ୍‌ ପ୍ରଶଂସା କରୁଛନ୍ତି ଦର୍ଶକ।

Previous ArticleNext Article

Send this to a friend