ରିଲିଜ୍ ହେଲା ‘ଘାୟଲ ୱାନ୍ସ ଏଗେନ୍’ର ମୋସନ୍ ପୋଷ୍ଟର

ମୁମ୍ବାଇ: ପୁଣି ବଲିଉଡରେ ଶୁଣିବାକୁ ମିଳିବ ‘ଢାଇ କିଲୋ କା ହାତ’ର ଡାଇଲଗ୍। ପୁଣି ଘାୟଲ ଷ୍ଟାର ସନ୍ନି ଦେୱଲ କରିବେ ଭିଲିଆନଙ୍କ ସଫାଇ। ସୋମବାର ରିଲିଜ୍ ହୋଇଛି ‘ଘାଏଲ ୱାନ୍ସ ଏଗେନ୍’ର ମୋସନ ପୋଷ୍ଟର୍। ଏଥିରେ ଘାୟଲର ସିଗ୍ନେଚର ଟ୍ୟୁନକୁ ବ୍ୟାକଗ୍ରାଉଣ୍ଡରେ ଦିଆଯାଇଛି। ଏହି ପ୍ରତୀକ୍ଷିତ ଫିଲ୍ମଟି ଆସନ୍ତା ୨୦୧୬ ଜାନୁଆରୀରେ ରିଲିଜ୍ ହେବ। ଏହାକୁ ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ପ୍ରଯୋଜନା ଦେଉଥିବା ବେଳେ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ନିଜେ ସନ୍ନି ଦେୱଲ। ଆକ୍ସନ […]

ghayal-once-again

ghayal-once-again

Rakesh Mallick
  • Published: Monday, 19 October 2015
  • Updated: 19 October 2015, 04:22 PM IST

Sports

Latest News

[embed]https://www.youtube.com/watch?v=J_KsfUm9o1M[/embed]

ମୁମ୍ବାଇ: ପୁଣି ବଲିଉଡରେ ଶୁଣିବାକୁ ମିଳିବ ‘ଢାଇ କିଲୋ କା ହାତ’ର ଡାଇଲଗ୍। ପୁଣି ଘାୟଲ ଷ୍ଟାର ସନ୍ନି ଦେୱଲ କରିବେ ଭିଲିଆନଙ୍କ ସଫାଇ। ସୋମବାର ରିଲିଜ୍ ହୋଇଛି ‘ଘାଏଲ ୱାନ୍ସ ଏଗେନ୍’ର ମୋସନ ପୋଷ୍ଟର୍। ଏଥିରେ ଘାୟଲର ସିଗ୍ନେଚର ଟ୍ୟୁନକୁ ବ୍ୟାକଗ୍ରାଉଣ୍ଡରେ ଦିଆଯାଇଛି। ଏହି ପ୍ରତୀକ୍ଷିତ ଫିଲ୍ମଟି ଆସନ୍ତା ୨୦୧୬ ଜାନୁଆରୀରେ ରିଲିଜ୍ ହେବ। ଏହାକୁ ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ପ୍ରଯୋଜନା ଦେଉଥିବା ବେଳେ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ନିଜେ ସନ୍ନି ଦେୱଲ।

ଆକ୍ସନ ଭିତ୍ତିକ ଏହି ଫିଲ୍ମର ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି ସୋହା ଅଲ୍ଲୀ ଖାନ୍,ଟିସକା ଚୋପ୍ରା ଓ ଓମ୍ ପୁରୀ। ଏହାର ଟିଜର ଦିୱାଲିରେ ଆସିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story