ଗୋଟେ ସମୟରେ ୪୦ଟି ଫିଲ୍ମ ସାଇନ୍‌ କରିଥିଲେ ଗୋବିନ୍ଦା

ମୁମ୍ବାଇ: ଦିନ ଥିଲା ଇଣ୍ଡଷ୍ଟ୍ରିରେ ରାଜ କରୁଥିଲେ ଗୋବିନ୍ଦା। ୧୯୮୫ରେ ଗୋବିନ୍ଦା ‘ଲଭ୍‌ ୮୬’ ଜରିଆରେ ବଲିଡରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ଗୋବିନ୍ଦା ଇଣ୍ଡଷ୍ଟ୍ରିରେ ରାଜ କରିବା ଆରମ୍ଭ କରିଥିଲେ। ୧୯୮୫ ଜୁନ୍‌ରୁ ଜୁଲାଇର ମଧ୍ୟରେ ପାଖାପାଖି ୪୦ଟି ଫିଲ୍ମ ସାଇନ୍‌ କରିଥିଲେ, ଯାହା ପାଇଁ ସେ ଇଣ୍ଡଷ୍ଟ୍ରିରେ ରେକର୍ଡ କରିଥିଲେ। ଗୋବିନ୍ଦାଙ୍କ ଫିଲ୍ମ ‘ଇଲଜାମ୍‌’ ସେ ସମୟରେ ବକ୍ସ ଅଫିସରେ ଧମାଲ କରିଥିଲା। ଗୋଟେ ବର୍ଷ ମଧ୍ୟରେ ଇଣ୍ଡଷ୍ଟ୍ରିକୁ ପାଖାପାଖି ୫ଟି […]

gobinda

gobinda

Rakesh Mallick
  • Published: Wednesday, 21 December 2016
  • Updated: 21 December 2016, 09:36 PM IST

Sports

Latest News

ମୁମ୍ବାଇ: ଦିନ ଥିଲା ଇଣ୍ଡଷ୍ଟ୍ରିରେ ରାଜ କରୁଥିଲେ ଗୋବିନ୍ଦା। ୧୯୮୫ରେ ଗୋବିନ୍ଦା ‘ଲଭ୍‌ ୮୬’ ଜରିଆରେ ବଲିଡରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ଗୋବିନ୍ଦା ଇଣ୍ଡଷ୍ଟ୍ରିରେ ରାଜ କରିବା ଆରମ୍ଭ କରିଥିଲେ। ୧୯୮୫ ଜୁନ୍‌ରୁ ଜୁଲାଇର ମଧ୍ୟରେ ପାଖାପାଖି ୪୦ଟି ଫିଲ୍ମ ସାଇନ୍‌ କରିଥିଲେ, ଯାହା ପାଇଁ ସେ ଇଣ୍ଡଷ୍ଟ୍ରିରେ ରେକର୍ଡ କରିଥିଲେ।

ଗୋବିନ୍ଦାଙ୍କ ଫିଲ୍ମ ‘ଇଲଜାମ୍‌’ ସେ ସମୟରେ ବକ୍ସ ଅଫିସରେ ଧମାଲ କରିଥିଲା। ଗୋଟେ ବର୍ଷ ମଧ୍ୟରେ ଇଣ୍ଡଷ୍ଟ୍ରିକୁ ପାଖାପାଖି ୫ଟି ହିଟ୍‌ ଫିଲ୍ମ ଦେଇଥିବା ଗୋବିନ୍ଦା ଆଜି ତାଙ୍କ ୫୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos