ହୋଟେଲର ନାଁ ‘ହିରୋ ନମ୍ବର ୧’

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦା ଦିଲ୍ଲୀର ରଜୋରୀ ଗାର୍ଡେନ୍‌ ଅଞ୍ଚଳରେ ନିଜର ଏକ ରେସ୍ତୋରାଁ ଖୋଲିଛନ୍ତି। ରେସ୍ତୋରାଁର ନାଁ ନିଜର ସୁପରହିଟ୍‌ ଫିଲ୍ମ ‘ହିରୋ ନମ୍ବର ୧’ ନାଁରେ  ନାମିତ କରିଛନ୍ତି। ଗୋବିନ୍ଦା କହିଛନ୍ତି,“ଦିଲ୍ଲୀର ଲୋକ ଏବଂ ଦିଲ୍ଲୀର ସଂସ୍କୃତି ସହିତ ମୋର ଅଲଗା ପ୍ରକାର ସଂପର୍କ ରହିଛି। ଦିଲ୍ଲୀରେ ‘ଏକ ନମ୍ବର’ ସ୍ଥାନର ଆବଶ୍ୟକତା ରହିଛି ବୋଲି ସାଙ୍ଗମାନେ କହିଲେ। ତେଣୁ ଭଲ ଖାଇବା, ମ୍ୟୁଜିକ୍‌ ଓ ସୁନ୍ଦର ବାତାବରଣ ନେଇ ଆସିଲି ‘ନମ୍ବର ୧’’। […]

govinda

govinda

Rakesh Mallick
  • Published: Thursday, 15 December 2016
  • Updated: 15 December 2016, 01:26 PM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦା ଦିଲ୍ଲୀର ରଜୋରୀ ଗାର୍ଡେନ୍‌ ଅଞ୍ଚଳରେ ନିଜର ଏକ ରେସ୍ତୋରାଁ ଖୋଲିଛନ୍ତି। ରେସ୍ତୋରାଁର ନାଁ ନିଜର ସୁପରହିଟ୍‌ ଫିଲ୍ମ ‘ହିରୋ ନମ୍ବର ୧’ ନାଁରେ  ନାମିତ କରିଛନ୍ତି।

ଗୋବିନ୍ଦା କହିଛନ୍ତି,“ଦିଲ୍ଲୀର ଲୋକ ଏବଂ ଦିଲ୍ଲୀର ସଂସ୍କୃତି ସହିତ ମୋର ଅଲଗା ପ୍ରକାର ସଂପର୍କ ରହିଛି। ଦିଲ୍ଲୀରେ ‘ଏକ ନମ୍ବର’ ସ୍ଥାନର ଆବଶ୍ୟକତା ରହିଛି ବୋଲି ସାଙ୍ଗମାନେ କହିଲେ। ତେଣୁ ଭଲ ଖାଇବା, ମ୍ୟୁଜିକ୍‌ ଓ ସୁନ୍ଦର ବାତାବରଣ ନେଇ ଆସିଲି ‘ନମ୍ବର ୧’’।

ହୋଟେଲର ଉଦ୍‌ଘାଟନ ଅବସରରେ ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଏବଂ ଝିଅ ମଧ୍ୟ ଉପସ୍ଥିତ ଥିଲେ। ଏଠାରେ ଖାଦ୍ୟ ଖାଇବା ସହ ଲୋକମାନେ ଲାଇଭ ମ୍ୟୁଜିକ୍‌ର ମଜା ନେଇପାରିବେ। ଏହା ସହ ପାର୍ଟି ଲଭର୍‌ମାନଙ୍କ ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ ବୋଲି ରେସ୍ତୋରାଁର ଡାଇରେକ୍ଟର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story