‘ଗୋଲଡେନ୍‌ ଗ୍ଲୋବ-୨୦୧୭’ରେ ପ୍ରିୟଙ୍କା ଦେବେ ଆୱାର୍ଡ

ନୂଆଦିଲ୍ଲୀ: ବଲିଉଡ କୁଇନ୍‌ ପ୍ରିୟଙ୍କା ଚୋପ୍ରା ନାମ ୭୪ ତମ ‘ଗୋଲଡେନ୍‌ ଗ୍ଲୋବ ଆୱାର୍ଡ’ରେ ସାମିଲ କରାଯାଇଛି। ଏହି ଆୱାର୍ଡ ଶୋ’ରେ ପ୍ରିୟଙ୍କା ଆୱାର୍ଡ ଦେଉଥିବା ଦେଖିବାକୁ ମିଳିବ। ‘ଗୋଲଡେନ୍‌ ଗ୍ଲୋବ ଆୱାର୍ଡ’ର ନିଜ ଟ୍ୱିଟ୍‌ର ପେଜ୍‌ରେ ଏହି ସୂଚନା ଦିଆଯାଇଛି। ଏଥିରେ ଉଲ୍ଲେଖ ରହିଛି,“୭୪ ତମ ଗୋଲଡେନ୍‌ ଗ୍ଲୋବ ଆୱାର୍ଡ ଦେବା ପାଇଁ ଟିମୋଥି ଓଲିଫେଣ୍ଟ, ଜଷ୍ଟିନ୍‌ ଥେରାସ୍କ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ନାମ ଘୋଷଣା କରି ଆମେ ବହୁତ ଖୁସି ଅନୁଭବ କରୁଛୁ।”

priyanka-chopra

priyanka-chopra

Rakesh Mallick
  • Published: Saturday, 31 December 2016
  • Updated: 31 December 2016, 05:52 PM IST

Sports

Latest News

ନୂଆଦିଲ୍ଲୀ: ବଲିଉଡ କୁଇନ୍‌ ପ୍ରିୟଙ୍କା ଚୋପ୍ରା ନାମ ୭୪ ତମ ‘ଗୋଲଡେନ୍‌ ଗ୍ଲୋବ ଆୱାର୍ଡ’ରେ ସାମିଲ କରାଯାଇଛି। ଏହି ଆୱାର୍ଡ ଶୋ’ରେ ପ୍ରିୟଙ୍କା ଆୱାର୍ଡ ଦେଉଥିବା ଦେଖିବାକୁ ମିଳିବ।

‘ଗୋଲଡେନ୍‌ ଗ୍ଲୋବ ଆୱାର୍ଡ’ର ନିଜ ଟ୍ୱିଟ୍‌ର ପେଜ୍‌ରେ ଏହି ସୂଚନା ଦିଆଯାଇଛି। ଏଥିରେ ଉଲ୍ଲେଖ ରହିଛି,“୭୪ ତମ ଗୋଲଡେନ୍‌ ଗ୍ଲୋବ ଆୱାର୍ଡ ଦେବା ପାଇଁ ଟିମୋଥି ଓଲିଫେଣ୍ଟ, ଜଷ୍ଟିନ୍‌ ଥେରାସ୍କ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ନାମ ଘୋଷଣା କରି ଆମେ ବହୁତ ଖୁସି ଅନୁଭବ କରୁଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos