ବିଜୟ ମାଲ୍ୟା ହେବେ ‘ରଙ୍ଗିଲା ରାଜା’

ମୁମ୍ୱାଇ: ୯୦୦୦ କୋଟି ଟଙ୍କାର ଦୁର୍ନୀତି କରିବା ପରେ ଦେଶ ଛାଡି ପଳାଇଥିବା ବିଜୟ ମାଲ୍ୟାଙ୍କୁ ନେଇ ଏକ ଫିଲ୍ମ ହେବାକୁ ଯାଉଛି। ଯେଉଁଥିରେ ପଳାତକ ମାଲ୍ୟାଙ୍କ ଦୁର୍ନୀତି ଓ ରୋମାନ୍ସ, ପରଦାରେ ଦର୍ଶକ ଦେଖିବାକୁ ପାଇବେ। ପହଲାଜ ନେହଲାନିଙ୍କ ନିର୍ଦ୍ଦେଶନାରେ ହେଉଥିବା ଏହି ଫିଲ୍ମରେ ଲିଡ୍‌ ରୋଲ୍‌ରେ ଆସୁଛନ୍ତି ଗୋବିନ୍ଦା। ଏହାର ନାଁ ‘ରଙ୍ଗିଲା ରାଜା’ ରଖାଯାଇଛି। ଆସନ୍ତା ଅଗଷ୍ଟରେ ଏହାକୁ ରିଲିଜ କରିବାକୁ ଯୋଜନା ରଖାଯାଇଛି। ଫିଲ୍ମଟି ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଓ […]

gobinda

gobinda

Rakesh Mallick
  • Published: Tuesday, 29 May 2018
  • Updated: 29 May 2018, 02:12 PM IST

Sports

Latest News

ମୁମ୍ୱାଇ: ୯୦୦୦ କୋଟି ଟଙ୍କାର ଦୁର୍ନୀତି କରିବା ପରେ ଦେଶ ଛାଡି ପଳାଇଥିବା ବିଜୟ ମାଲ୍ୟାଙ୍କୁ ନେଇ ଏକ ଫିଲ୍ମ ହେବାକୁ ଯାଉଛି। ଯେଉଁଥିରେ ପଳାତକ ମାଲ୍ୟାଙ୍କ ଦୁର୍ନୀତି ଓ ରୋମାନ୍ସ, ପରଦାରେ ଦର୍ଶକ ଦେଖିବାକୁ ପାଇବେ। ପହଲାଜ ନେହଲାନିଙ୍କ ନିର୍ଦ୍ଦେଶନାରେ ହେଉଥିବା ଏହି ଫିଲ୍ମରେ ଲିଡ୍‌ ରୋଲ୍‌ରେ ଆସୁଛନ୍ତି ଗୋବିନ୍ଦା। ଏହାର ନାଁ ‘ରଙ୍ଗିଲା ରାଜା’ ରଖାଯାଇଛି। ଆସନ୍ତା ଅଗଷ୍ଟରେ ଏହାକୁ ରିଲିଜ କରିବାକୁ ଯୋଜନା ରଖାଯାଇଛି।

gobindaଫିଲ୍ମଟି ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଓ ତାଙ୍କ କିଙ୍ଗଫିସ୍‌ର କ୍ୟାଲେଣ୍ଡରୁ ପ୍ରେରିତ ହୋଇ ନିର୍ମାଣ କରାଯାଉଥିବା ପହଲାଜ କହିଛନ୍ତି। ତେବେ ଏଥିରେ ଗୋବିନ୍ଦାଙ୍କ ଚରିତ୍ର କିପରି ରହିବ ତାହା କହିବାକୁ ସେ ମନା କରିଦେଇଛନ୍ତି।

gobindaଚିରାଚରିତ ଢଙ୍ଗରେ ଗୋବିନ୍ଦାଙ୍କ ଚରିତ୍ର ଦମଦାର ହେବା ସହ ମଜାଦାର ରହିବ ବୋଲି ପହଲାଜ କହିଛନ୍ତି। ଏହାସହ ଗୋବିନ୍ଦାଙ୍କ ଚରିତ୍ରକୁ ନେଇ ସେ କିଛି ସସ୍‌ପେନ୍ସ ମଧ୍ୟ ଦର୍ଶକଙ୍କ ପାଇଁ ଛାଡିଛନ୍ତି। ଯାହା ଜାଣିବାକୁ ହେଲେ ଫିଲ୍ମଟି ପରଦାକୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସେ କହିଛନ୍ତି।

gobindaମାଲ୍ୟାଙ୍କ କିଙ୍ଗଫିସ୍‌ର କ୍ୟାଲେଣ୍ଡର ଜରିଆରେ ବହୁ ମଡେଲ ନାଁ କମାଇଛନ୍ତି। ଏଥିରେ ଆସୁଥିବା ମଡେଲଙ୍କ ଫଟୋକୁ ନେଇ ବହୁ ବାଦବିବାଦ ମଧ୍ୟ ଉଠିଛି। ମାଲ୍ୟାଙ୍କ ଜୀବନଶୈଳୀ ମଧ୍ୟ କୌଣସି ରାଜାଠାରୁ କମ ନଥିଲା। ବିଳାସପୂର୍ଣ୍ଣ ଜୀବନ ସହ ମଡେଲ ଓ ସୁନ୍ଦରୀ ଯୁବତୀଙ୍କ ଗହଣରେ ସବୁବେଳେ ମାଲ୍ୟାଙ୍କୁ ଦେଖିବାକୁ ମିଳୁଥିଲା। କହିବାକୁ ଗଲେ ସୁନ୍ଦରୀଙ୍କ ଗହଣରେ କଟୁଥିଲା ମାଲ୍ୟାଙ୍କ ସମୟ। ଅଗରେ, ପଛରେ ଘୁରି ବୁଲୁଥିଲେ କେବଳ ସୁନ୍ଦରୀ ଆଉ ସୁନ୍ଦରୀ। ତେଣୁ ତାଙ୍କ ଚରିତ୍ରକୁ ନେଇ ଫିଲ୍ମ କରାଯିବା ପରେ ଗୋବିନ୍ଦାଙ୍କୁ ଲିଡ୍‌ ରୋଲ୍‌ରେ ନେବା ଠିକ୍‌ ବୋଲି ସିନେ କ୍ରିଟିକ୍ସମାନେ ମତ ଦେଉଛନ୍ତି। କାରଣ, କମେଡି ମାଷ୍ଟର ଝିଅମାନଙ୍କ ଗହଣରେ ରହିବା ଦୃଶ୍ୟ ଥିବା ଫିଲ୍ମ ସବୁ ବେଳେ ସୁପରହିଟ୍‌ ହୋଇଛି। ଏପରି ସ୍ଥିତିରେ କିଙ୍ଗଫିସ୍‌ର କ୍ୟାଲେଣ୍ଡରକୁ ନେଇ ହେଉଥିବା ଏହି ଫିଲ୍ମରେ ଗୋବିନ୍ଦାଙ୍କୁ ମାଳ ମାଳ ମଡେଲଙ୍କ ସହ ଦେଖିବାକୁ ନିଶ୍ଚିତ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story