'ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨'ର କଳାକାରଙ୍କ ନାଁ ଖୁଲାସା କଲେ କରନ୍ ଜୋହର

ମୁମ୍ବାଇ: ଆଗୁଛି ଆସୁଛି ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇଅର-୨’। ଏଥିରେ ଲିଡ୍‌ ରୋଲରେ ଅଛନ୍ତି ଟାଇଗର ସ୍ରଫ୍‌। ତେବେ ଟାଇଗର ଲିଡ୍‌ରେ ରହିବା ଖବର ନୂଆ ନୁହେଁ। ପୂର୍ବରୁ ଟାଇଗର ଲିଡ୍‌ ରୋଲରେ ନଜର ଆସୁଥିବା ଜଣାପଡି ସାରିଥିଲା। କିନ୍ତୁ ଲିଡ୍‌ ହିରୋଇନ୍‌ଙ୍କୁ ନେଇ ସପପେନ୍ସ ରହିଥିଲା। ଯାହାର ଖୁଲାସା କରିଛନ୍ତି ନିର୍ଦ୍ଦେଶକ କରନ ଜୋହର। ଟ୍ୱିଟ କରି କରନ ଦୁଇ ଅଭିନେତ୍ରୀଙ୍କ ବିଷୟରେ ଜଣାଇଛନ୍ତି। ଦୁଇ ହିରୋଇନ୍ ଅନନ୍ୟା ପାଣ୍ଡେ ଏବଂ ତାରା ସୁତାରିଆ […]

soty

soty

Rakesh Mallick
  • Published: Thursday, 12 April 2018
  • Updated: 12 April 2018, 09:38 AM IST

Sports

Latest News

ମୁମ୍ବାଇ: ଆଗୁଛି ଆସୁଛି ଫିଲ୍ମ 'ଷ୍ଟୁଡେଣ୍ଟ ଅଫ୍‌ ଦି ଇଅର-୨'। ଏଥିରେ ଲିଡ୍‌ ରୋଲରେ ଅଛନ୍ତି ଟାଇଗର ସ୍ରଫ୍‌। ତେବେ ଟାଇଗର ଲିଡ୍‌ରେ ରହିବା ଖବର ନୂଆ ନୁହେଁ। ପୂର୍ବରୁ ଟାଇଗର ଲିଡ୍‌ ରୋଲରେ ନଜର ଆସୁଥିବା ଜଣାପଡି ସାରିଥିଲା। କିନ୍ତୁ ଲିଡ୍‌ ହିରୋଇନ୍‌ଙ୍କୁ ନେଇ ସପପେନ୍ସ ରହିଥିଲା। ଯାହାର ଖୁଲାସା କରିଛନ୍ତି ନିର୍ଦ୍ଦେଶକ କରନ ଜୋହର। ଟ୍ୱିଟ କରି କରନ ଦୁଇ ଅଭିନେତ୍ରୀଙ୍କ ବିଷୟରେ ଜଣାଇଛନ୍ତି। ଦୁଇ ହିରୋଇନ୍ ଅନନ୍ୟା ପାଣ୍ଡେ ଏବଂ ତାରା ସୁତାରିଆ ଏଥିରେ ନିଜ ଜଲୱା ଦେଖାଇବେ।

studentଅନନ୍ୟା ହେଉଛନ୍ତି ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ। ପୂର୍ବରୁ ତାଙ୍କୁ ବାପା ଚଙ୍କି ପାଣ୍ଡେଙ୍କ ସହ ଆପଣ ଦେଖିଥିବେ। କିନ୍ତୁ ତାରା ସମସ୍ତଙ୍କ ପାଇଁ ନୂଆ ଚେହେରା। ତେଣୁ 'ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨'ରେ ସେ ଲିଡ୍‌ କରିବା ଖବର ପ୍ରକାଶ ପାଇବା ପରେ ତାଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତାରାଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବା ପାଇଁ ଏବେ ସମସ୍ତେ ବ୍ୟଗ୍ର।

student୨୦୧୨ରେ ରିଲଜ୍‌ ହୋଇଥିଲା ଫିଲ୍ମ 'ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର'। 'ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨' ଏହାର ସିକ୍ୱେଲ୍‌ । ପ୍ରଥମ ଫିଲ୍ମରେ ବରୁନ୍‌ ଧବନ, ଆଲିୟା ଭଟ୍ଟ ଏବଂ ସିଧାର୍ଥ ମଲହୋତ୍ରାଙ୍କୁ ଲିଡ୍‌ରେ ଦେଖିବାକୁ ମିଳିଥିଲା। ଏଥିରେ ଏହି ତିନି କଳାକାର ଡେବ୍ୟୁ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story