ଡରାଇବାରେ ଖୁବ୍‌ ମାହିର୍‌ ଏହି ଅଭିନେତ୍ରୀ

ମୁମ୍ବାଇ: ନିକଟରେ ରିଲିଜ୍‌ ହେଉଥିବା ଅନୁଷ୍କା ଶର୍ମାଙ୍କ ହରର ଫିଲ୍ମ ‘ପରୀ’ରେ ତାଙ୍କ ଅଭିନୟକୁ ଖୁବ୍‌ ପ୍ରଶଂସା କରାଯାଇଛି। ଫିଲ୍ମରେ ନିଜ ଅଭିନୟ ତଥା ହରର ଲୁକ୍‌ ଜରିଆରେ ଦର୍ଶକଙ୍କୁ ଡରେଇବାରେ ସେ ସଫଳ ହୋଇଛନ୍ତି। କେବଳ ଅନୁଷ୍କା ନୁହେଁ ଏମିତି ଅନେକ ବଲିଉଡ୍‌ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଅଭିନୟ ଓ ହରର ଲୁକ୍‌ରେ ଦର୍ଶକଙ୍କୁ ଖୁବ୍‌ ଡରେଇଛନ୍ତି। ତେବେ ଚାଲନ୍ତୁ ସେମିତି କିଛି ଅଭିନେତ୍ରୀଙ୍କ ବିଷୟରେ ଜାଣିବା। ଅନୁଷ୍କା ଶର୍ମା: ଫିଲ୍ମ ‘ପରୀ’ରେ ଅନୁଷ୍କା […]

horror

horror

Rakesh Mallick
  • Published: Wednesday, 07 March 2018
  • Updated: 07 March 2018, 02:22 PM IST

Sports

Latest News

ମୁମ୍ବାଇ: ନିକଟରେ ରିଲିଜ୍‌ ହେଉଥିବା ଅନୁଷ୍କା ଶର୍ମାଙ୍କ ହରର ଫିଲ୍ମ ‘ପରୀ’ରେ ତାଙ୍କ ଅଭିନୟକୁ ଖୁବ୍‌ ପ୍ରଶଂସା କରାଯାଇଛି। ଫିଲ୍ମରେ ନିଜ ଅଭିନୟ ତଥା ହରର ଲୁକ୍‌ ଜରିଆରେ ଦର୍ଶକଙ୍କୁ ଡରେଇବାରେ ସେ ସଫଳ ହୋଇଛନ୍ତି। କେବଳ ଅନୁଷ୍କା ନୁହେଁ ଏମିତି ଅନେକ ବଲିଉଡ୍‌ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଅଭିନୟ ଓ ହରର ଲୁକ୍‌ରେ ଦର୍ଶକଙ୍କୁ ଖୁବ୍‌ ଡରେଇଛନ୍ତି। ତେବେ ଚାଲନ୍ତୁ ସେମିତି କିଛି ଅଭିନେତ୍ରୀଙ୍କ ବିଷୟରେ ଜାଣିବା।

pariଅନୁଷ୍କା ଶର୍ମା: ଫିଲ୍ମ ‘ପରୀ’ରେ ଅନୁଷ୍କା ଶର୍ମାଙ୍କ ଲୁକ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ଏହି ଫିଲ୍ମରେ ସେ ଖୁବ୍‌ ଭୟଙ୍କର ଲାଗୁଛନ୍ତି। ସେ ନିଜ ଅଭିନୟରେ ଦର୍ଶକଙ୍କୁ ଡରେଇବାରେ ସଫଳ ହୋଇଛନ୍ତି।

bidyaବିଦ୍ୟା ବାଲନ: ଫିଲ୍ମ ‘ଭୁଲ ଭୁଲେୟା’ରେ ବିଦ୍ୟାବାଲନ ମଞ୍ଜୁଲିକାର ଚରିତ୍ରରେ ନଜର ଆସିଥିଲେ। ସେଥିରେ ତାଙ୍କ ଚରିତ୍ର ଖୁବ୍‌ ଜବରଦସ୍ତ ଥିଲା।

raginiସନ୍ନି ଲିଓନି: ଫିଲ୍ମ ‘ରାଗିଣୀ ଏମ୍‌ ଏମ୍‌ଏସ୍‌-୨’ ଖୁବ୍‌ ଦମ୍‌ଦାର ଅଭିନୟ କରିଥିଲେ। ଫିଲ୍ମରେ ସନ୍ନିଙ୍କ ଭିତରେ ଏକ ଆତ୍ମା ପସିଯାଇଥିଲା। ପରେ ସେ ଯେଉଁସବୁ କାରନାମା କରୁଥିଲେ ତାହା ଦର୍ଶକଙ୍କ ଛାତି ଥରେଇ ଦେଇଥିଲା।

bipasaବିପାସା ବାସୁ: ବିପାସା ବାସୁ ଅନେକ ହରର ଫିଲ୍ମରେ କାମ କରି ଦର୍ଶକଙ୍କୁ ଖୁବ୍‌ ଡରେଇଛନ୍ତି। ସେ ‘ରାଜ’, ‘ଏଲୋନ’, ‘କ୍ରିଏଚର ଥ୍ରୀଡ଼ି’ ଓ ‘ଆତ୍ମା’ ଭଳି ଫିଲ୍ମରେ କାମ କରିଛନ୍ତି।

urmilaଉର୍ମିଲା ମାତୋଣ୍ଡକର: ଫିଲ୍ମ ‘ଭୁତ’ରେ ଉର୍ମିଲା ଖୁବ୍‌ ଭଲ ଅଭିନୟ କରିଥିଲେ।  ଏହି ଫିଲ୍ମରେ ସେ ଦର୍ଶକଙ୍କୁ ମଧ୍ୟ ଖୁବ୍‌ ଡରେଇଥିଲେ।

susmitaସୁସ୍ମିତା ସେନ: ସୁସ୍ମିତା ସେନ୍‌ ହରର ଫିଲ୍ମ ‘ବାସ୍ତୁ ଶାସ୍ତ୍ର’ରେ ନଜର ଆସିଥିଲେ। ଏହି ଫିଲ୍ମରେ ସେ ଏମିତି ଜଣେ ମା’ ଚରିତ୍ରରେ ନଜର ଆସିଥିଲେ ଯାହାର ପିଲା ଜଣେ କାଳ୍ପନିକ ପିଲା ସହ କଥା ହେଉଥିଲା। ଏହି ଫିଲ୍ମରେ ସୁସ୍ମିତାଙ୍କ ଭିତରେ ମଧ୍ୟ ଆତ୍ମା ଯାଆ ଆସ କରୁଥିଲା।

humaହୁମା କ୍ୟୁରେସି: ଫିଲ୍ମ ‘ଦୋବାରା: ସି ୟୋର ଏଭିଲ’ରେ ହୁମା ଖୁବ୍‌ ଭଲ ଅଭିନୟ କରିଥିଲେ। ଫିଲ୍ମରେ ତାଙ୍କ ଭିତରେ ଥିବା ଆତ୍ମା ଦର୍ଶକଙ୍କୁ ଖୁବ୍‌ ଡରେଇବାରେ ସଫଳ ହୋଇଥିଲା।

malikaମଲ୍ଲିକା ସେରାୱତ: ମଲ୍ଲିକା ସେରାୱତ ଫିଲ୍ମ ‘ହିସା’ର ଇଛାଧାରୀ ସାପ ଚରିତ୍ରରେ ନଜର ଆସିଥିଲେ। ସେଥିରେ ତାଙ୍କ ଲୁକ୍‌ ଥିଲା  ଭୟଙ୍କର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story