୬ ଘଣ୍ଟା ଧରି ମେକ୍‌ଅପ୍‌ ନେଉଥିଲେ, କିନ୍ତୁ ରିଜେକ୍ଟ କରି ଦିଆଯାଉଥିଲା

ମୁମ୍ବାଇ: ବକ୍ସ ଅଫିସ୍‌ରେ ହିଟ୍‌ ସାବ୍ୟସ୍ତ ହୋଇଛି ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ନିର୍ମିତ ଫିଲ୍ମ ‘ସଞ୍ଜୁ’। ରାଜ କୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବଲିଉଡ୍‌ର ଚକୋଲେଟ୍‌ ବୟ ରଣବୀର କପୁର। ତାଙ୍କ ଅଭିନୟକୁ ବି ସମସ୍ତେ ପ୍ରଶଂସା କରିଛନ୍ତି। ତାଙ୍କୁ ଏଥିପାଇଁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଥିଲା। ରାଜକୁମାର ହିରାନୀ ଯେତେବେଳେ ଏହି ବାୟୋପିକ୍‌ ଫିଲ୍ମ ନିର୍ମାଣ କରିବାକୁ ଚିନ୍ତା କଲେ ପ୍ରଥମେ ତାଙ୍କ ନଜରକୁ ଆସିଥିଲେ ରଣବୀର। […]

sanju

sanju

Rakesh Mallick
  • Published: Sunday, 08 July 2018
  • Updated: 08 July 2018, 07:21 PM IST

Sports

Latest News

ମୁମ୍ବାଇ: ବକ୍ସ ଅଫିସ୍‌ରେ ହିଟ୍‌ ସାବ୍ୟସ୍ତ ହୋଇଛି ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ନିର୍ମିତ ଫିଲ୍ମ 'ସଞ୍ଜୁ'। ରାଜ କୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବଲିଉଡ୍‌ର ଚକୋଲେଟ୍‌ ବୟ ରଣବୀର କପୁର। ତାଙ୍କ ଅଭିନୟକୁ ବି ସମସ୍ତେ ପ୍ରଶଂସା କରିଛନ୍ତି। ତାଙ୍କୁ ଏଥିପାଇଁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଥିଲା।

ରାଜକୁମାର ହିରାନୀ ଯେତେବେଳେ ଏହି ବାୟୋପିକ୍‌ ଫିଲ୍ମ ନିର୍ମାଣ କରିବାକୁ ଚିନ୍ତା କଲେ ପ୍ରଥମେ ତାଙ୍କ ନଜରକୁ ଆସିଥିଲେ ରଣବୀର। କାରଣ ସଞ୍ଜୟ ଦତ୍ତଙ୍କ ଚରିତ୍ରକୁ ଜଷ୍ଟିସ୍‌ ଦେବା ପରି ଅଭିନେତା କେବଳ ରଣବୀର ବୋଲି ସେ ଅନୁଭବ କରିଥିଲେ। ତଥାପି ରଣବୀରଙ୍କୁ ସଞ୍ଜୟ ଦତ୍ତଙ୍କ ଭଳି ଲୁକ୍‌ ଦେବା ଏତେ ସହଜ ନଥିଲା। ପାଖାପାଖି ୮ମାସ ରଣବୀରଙ୍କ ସ୍କ୍ରିନ୍‌ ଟେଷ୍ଟ୍‌ ଚାଲିଲା। ସେ ସମୟରେ ତାଙ୍କୁ ଫିଲ୍ମର ଆବଶ୍ୟକତା ଅନୁଯାୟୀ ଭିନ୍ନ ଭିନ୍ନ ଲୁକ୍‌ ଦିଆଯାଉଥିଲା। କିଛି ଲୁକ୍‌କୁ ରିଜେକ୍ଟ ମଧ୍ୟ କରାଯାଉଥିଲା। ‘ସଞ୍ଜୁ’ ଫିଲ୍ମ ପାଇଁ ହିରାନୀ କୌଣସି ବିକଳ୍ପ ମଧ୍ୟ ଭାବି ନଥିଲେ। ସେ ଚିନ୍ତା କରିଥିଲେ ଯେ ଯଦି ରଣବୀରଙ୍କ ଚେହେରା ସଞ୍ଜୟ ଦତ୍ତଙ୍କ ସହ ନମିଶେ, ତା’ହେଲେ ସେ ‘ସଞ୍ଜୁ’ ଫିଲ୍ମ କରିବା କଥା ଭୁଲିଯିବେ।

ଗୋଟେ ପରେ ଗୋଟେ ସ୍କ୍ରିନ୍‌ ଟେଷ୍ଟ୍ ପାଇଁ ରଣବୀରଙ୍କୁ ମେକ୍‌ଅପ୍‌ ଦେବା କଷ୍ଟ ହେଉଥିଲା। କାରଣ ମେକ୍‌ଅପ୍‌ ସମୟରେ ରଣବୀରଙ୍କୁ ୬ଘଣ୍ଟା ଧରି ବସି ରହିବାକୁ ପଡ଼ୁଥିଲା। ପୁଣି ବେଳେ ବେଳେ ୬ ଘଣ୍ଟା ଧରି ହୋଇଥିବା ମେକ୍‌ଅପ୍‌କୁ ଭଲ ହୋଇନି କହି ରିଜେକ୍ଟ କରି ଦିଆଯାଉଥିଲା। ରଣବୀର ସଞ୍ଜୟ ଦତ୍ତଙ୍କ ପରି ଦେଖାଯିବା ପାଇଁ ନିଜ ଶରୀର ଉପରେ ପ୍ରଥମେ ଧ୍ୟାନ ଦେଲେ। ସେ ଦିନକୁ ୮ଥର ଖାଉଥିଲେ ଓ ନିଜ ଖାଦ୍ୟ ପରିମାଣକୁ ପାଖାପାଖି ଦୁଇଗୁଣା ବଢ଼ାଇ ଦେଇଥିଲେ। ସକାଳ ୩ଟାରୁ ଉଠି ପ୍ରୋଟିନ୍‌ ଶେକ୍‌ ପିଉଥିଲେ। ସଞ୍ଜୁଙ୍କ ପରି ଦେଖାଯିବାକୁ ରଣବୀର ତାଙ୍କ ଓଜନ ୭୦ରୁ ୯୦କେଜି ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ।

ଜେଲ୍‌ରୁ ସଞ୍ଜୟ ଦତ୍ତ ବାହାରୁଥିବାର ସିନ୍‌ କରିବା ତାଙ୍କ ପାଇଁ ସବୁଠୁ ଅଧିକ ଚ୍ୟାଲେଞ୍ଜିଂ ରହିଥିଲା। ଯେତେବେଳେ ସେହି ଲୁକ୍‌ରେ ରଣବୀରଙ୍କ ଚେହେରା ମ୍ୟାଚ୍‌ କରିଗଲା ସେତେବେଳେ ହିରାନୀ ନିଶ୍ଚିତ ହୋଇଗଲେ ଯେ ପରଦାରେ ତାଙ୍କ ଚେହେରା ସଞ୍ଜୟଙ୍କ ସହ ମିଶିଯିବ।

ରଣବୀରଙ୍କ ମେକଅପ୍‌ ଆର୍ଟିଷ୍ଟ ଥିଲେ ବିକ୍ରମ ଗାଏକ୍ୱାର୍ଡ। ଆଉ ପ୍ରୋସ୍ଥେଟିକ୍‌ ବା ରୂପସଜ୍ଜା ଏକ୍ସପର୍ଟ ଥିଲେ ଡା. ସୁରେଶ୍ ମୁର୍‌କେ। ମୁର୍‌କେ ଏକ ସାକ୍ଷାତକାରରେ କହିଥିଲେ ଯେ ହିରାନୀ ଦେଢ଼ବର୍ଷ ପୂର୍ବରୁ ତାଙ୍କୁ ସାକ୍ଷତ କରିଥିଲେ।  ସେତେବେଳେ ଫିଲ୍ମର କାହାଣୀ ଲେଖା ପାଖାପାଖି ସରିବା ଉପରେ। ତାଙ୍କୁ ଯେତେବେଳେ ରଣବୀରଙ୍କୁ ସଞ୍ଜୟଙ୍କ ରୂପଦେବା ପାଇଁ କୁହାଗଲା ସେତେବେଳେ ସେ ଏମିତି ହୋଇପାରିବ ନାହିଁ ବୋଲି ଭାବିଥିଲେ। କିନ୍ତୁ ରଣବୀର ତାଙ୍କୁ ଭୁଲ୍‌ ପ୍ରମାଣିତ କରି ଦେଇଥିଲେ ବୋଲି ସେ କହିଥିଲେ।

ରଣବୀର ନିଜ ଅନୁଭବ ଶେୟାର୍‌ କରି କହିଛନ୍ତି, ପ୍ରତିଦିନ ମୋତେ ବସାଇ ଘଣ୍ଟା ଘଣ୍ଟା ଧରି ମେକଅପ୍‌ କରାଯାଉଥିଲା। ସେ କେମିତି ସଞ୍ଜୟଙ୍କ ପରି ଦେଖାଯିବେ ସେଥିପାଇଁ ତାଙ୍କ ହେୟାର ଷ୍ଟାଇଲ୍‌ ସହ ନୂଆ ନୂଆ କୌଶଳ ଆପଣା ଯାଉଥିଲା। କିନ୍ତୁ ଶେଷରେ ନିର୍ଦ୍ଦେଶକ ସେସବୁ ରିଜେକ୍ଟ କରି ଦେଉଥିଲେ। ତା’ପରେ ପୁଣି ଚେଷ୍ଟା କରାଯାଉଥିଲା। ଆଉ ଶେଷରେ ସଫଳତା ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story