ଜାଣନ୍ତୁ ହୁମାଙ୍କ 'ଫ୍ୟାଟ୍‌ରୁ ଫିଟ୍‌' ହେବାର ସିକ୍ରେଟ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ହୁମା କୁରେସୀ ଆଜିକାଲି ବହୁତ ଫିଟ୍‌ ଲାଗୁଛନ୍ତି। ବଲିଉଡର ଅନେକ ଫିଲ୍ମରେ ସେ ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି। ଆଜିକାଲି ସେ ନିଜ ଫିଟନେସ୍‌ ଉପରେ ମଧ୍ୟ ବେଶ୍ ଧ୍ୟାନ ଦେଉଛନ୍ତି।  ହୁମା ନିଜ ଫିଟ୍‌ନେସ ପାଇଁ ଜିମ୍‌ରେ କସରତ କରୁଛନ୍ତି। ହୁମା କହିଥିଲେ ଯେ ସେ ଯୋଗ ଓ ୨୮ ଦିନର ଡିଟକ୍ସ ଡାଏଟ୍‌କୁ ଫଲୋ କରିଛନ୍ତି। ସେ ଜିମ୍‌ ମଧ୍ୟ ଯାଉଛନ୍ତି। କିଛିଦିନ ତଳେ ସେ ନିଜ ଇନ୍‌ଷ୍ଟାଗ୍ରାମ […]

humaa

humaa

Rakesh Mallick
  • Published: Monday, 23 April 2018
  • Updated: 23 April 2018, 05:35 PM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ହୁମା କୁରେସୀ ଆଜିକାଲି ବହୁତ ଫିଟ୍‌ ଲାଗୁଛନ୍ତି। ବଲିଉଡର ଅନେକ ଫିଲ୍ମରେ ସେ ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି। ଆଜିକାଲି ସେ ନିଜ ଫିଟନେସ୍‌ ଉପରେ ମଧ୍ୟ ବେଶ୍ ଧ୍ୟାନ ଦେଉଛନ୍ତି।  ହୁମା ନିଜ ଫିଟ୍‌ନେସ ପାଇଁ ଜିମ୍‌ରେ କସରତ କରୁଛନ୍ତି। ହୁମା କହିଥିଲେ ଯେ ସେ ଯୋଗ ଓ ୨୮ ଦିନର ଡିଟକ୍ସ ଡାଏଟ୍‌କୁ ଫଲୋ କରିଛନ୍ତି। ସେ ଜିମ୍‌ ମଧ୍ୟ ଯାଉଛନ୍ତି। କିଛିଦିନ ତଳେ ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପୂରା ଡାଏଟ ପ୍ଲାନ୍‌ ସେୟାର କରିଥିଲେ।

ହୁମା ଲେଖିଛନ୍ତି ଯେ ଚିନି, ସୋଡ଼ା ଓ ଗ୍ଲୁଟେନ୍‌ ପରି ଜିନିଷକୁ ଛାଡ଼ିବାକୁ ହେବ। ପ୍ରତିଦିନ ନିଜ ଡାଏଟକୁ ଏକ ସ୍ୱାସ୍ଥ୍ୟକର ଖାଦ୍ୟ ସହ ଆରମ୍ଭ କରିବାକୁ ହେବ। ଏକ ଗ୍ଲାସ ଗରମ ପାଣିରେ ଲେମ୍ବୁ ରସ ଓ ଅଦା ଛେଚା ମିଶାଇ ପିଇ ହୁମା ନିଜ ଦିନର ଆରମ୍ଭ କରନ୍ତି। ତା’ପରେ ଦିନ ସାରା ଲୋ ଫ୍ୟାଟ୍‌ ଯୁକ୍ତ ଖାଦ୍ୟ ଖାଇଥାନ୍ତି। ତା ସହ ନିଜ ଡାଏଟ୍‌ ପ୍ଲାନ୍ ମଧ୍ୟ ଫଲୋ କରନ୍ତି।

ହୁମା ଏବେ ଯାଏଁ 'ଏକ ଥି ଡାୟନ', 'ଲଭ ସଭ ଦା ଚିକେନ୍ ଖୁରାନା', 'ବଦଲାପୁର' ଓ 'ଜଲି ଏଲଏଲବି' ପରି ଫିଲ୍ମରେ ଫିଲ୍ମରେ କାମ କରି ସାରିଛନ୍ତି। ବହୁତ ଶୀଘ୍ର ହୁମା ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ୨.୦ରେ ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story