‘ମୁହଁ ଖୋଲିଲେ କ୍ୟାରିୟର ଶେଷ’: କାହିଁକି ଏମିତି କହିଲେ ଇଲିଆନା ?

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଇଲିଆନା ଡିକ୍ରୁଜ୍‌  ଖୁବ୍‌ ସ୍ପଷ୍ଟବାଦୀ। ଠିକ୍‌ କଥାରେ ସେ କାହାରିକୁ ଛାଡ଼ନ୍ତି ନାହିଁ।  ନିକଟରେ ସେ କାଷ୍ଟିଂ କାଉଚ ଉପରେ ନିଜର ମତ ପ୍ରକାଶ କରିଛନ୍ତି। ତାଙ୍କ ମତରେ କାଷ୍ଟିଂକାଉଚ୍‌ ଉପରେ ସ୍ୱର ଉଠାଇଲେ ନିଜ କ୍ୟାରିୟର ଶେଷ ହୋଇଯିବ। ବମ୍ବେ ଟାଇମ୍ସକୁ ଦେଇଥିବା ଏକ ସାକ୍ଷତକାରରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, କାଷ୍ଟିଂକାଉଚ୍‌  ବିରୁଦ୍ଧରେ କାହିଁକି କେହି ସ୍ୱର ଉଠାଉ ନାହାନ୍ତି। ଏହାର ଜବାବରେ ଇଲିଆନା କହିଥିଲେ, ‘‘ଶୁଣିବାକୁ ଟିକେ ଅଜବ […]

iliana

iliana

Rakesh Mallick
  • Published: Wednesday, 14 March 2018
  • Updated: 14 March 2018, 11:06 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଇଲିଆନା ଡିକ୍ରୁଜ୍‌  ଖୁବ୍‌ ସ୍ପଷ୍ଟବାଦୀ। ଠିକ୍‌ କଥାରେ ସେ କାହାରିକୁ ଛାଡ଼ନ୍ତି ନାହିଁ।  ନିକଟରେ ସେ କାଷ୍ଟିଂ କାଉଚ ଉପରେ ନିଜର ମତ ପ୍ରକାଶ କରିଛନ୍ତି। ତାଙ୍କ ମତରେ କାଷ୍ଟିଂକାଉଚ୍‌ ଉପରେ ସ୍ୱର ଉଠାଇଲେ ନିଜ କ୍ୟାରିୟର ଶେଷ ହୋଇଯିବ।

ilianaବମ୍ବେ ଟାଇମ୍ସକୁ ଦେଇଥିବା ଏକ ସାକ୍ଷତକାରରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, କାଷ୍ଟିଂକାଉଚ୍‌  ବିରୁଦ୍ଧରେ କାହିଁକି କେହି ସ୍ୱର ଉଠାଉ ନାହାନ୍ତି। ଏହାର ଜବାବରେ ଇଲିଆନା କହିଥିଲେ, ‘‘ଶୁଣିବାକୁ ଟିକେ ଅଜବ ଲାଗିବ,  କିନ୍ତୁ ସତ କଥା ହେଉଛି କାଷ୍ଟିଂ କାଉଚ୍‌ ଉପରେ ଯିଏ ବି ପ୍ରଶ୍ନ କରିବ ତା’ର କ୍ୟାରିୟର ଶେଷ ହୋଇଯିବ। ଯଦି ଏମିତି କିଛି କରିବାକୁ ପଡ଼ିବ ତେବେ ଅନେକ ଅଭିନେତ୍ରୀଙ୍କୁ ଏକାଠି  କରିବାକୁ ପଡ଼ିବ। ‘ଏ’ ଗ୍ରେଡ୍‌ଠୁ ଆରମ୍ଭ କରି ‘ଡି’ ଗ୍ରେଡ୍‌ ଅଭିନେତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କୁ। କିନ୍ତୁ ସେମିତି କରିବା କଷ୍ଟକର। ସେଥିପାଇଁ କାଷ୍ଟିଂ କାଉଚ୍ ରୋକିବା କଷ୍ଟକର।’’

ilianaଇଲିଆନା ଏବେ ତାଙ୍କ ଆଗାମୀ ଫିଲ୍ମ ‘ରେଡ୍‌’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ଫିଲ୍ମଟି ମାର୍ଚ୍ଚ ୧୬ରେ ରିଲିଜ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story