‘...କିଛି ଦିନ ପରେ ମୁଁ ମରିଯିବି’

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଇର୍‌ଫାନ୍‌ ଖାନ୍‌ ବର୍ତ୍ତମାନ କ୍ୟାନ୍‌ସର୍‌ ସହିତ ଲଢ଼ୁଛନ୍ତି। ସେ ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି। ଇର୍‌ଫାନ୍‌ଙ୍କୁ ନ୍ୟୁରୋଏଣ୍ଡୋକ୍ରାଇନ୍‌ ଟ୍ୟୁମର୍‌ ହୋଇଛି, ଯାହା ଏକ ବିରଳ କ୍ୟାନ୍‌ସର୍‌। କ୍ୟାନ୍‌ସର୍‌ରେ ପୀଡ଼ିତ ଇର୍‌ଫାନ୍‌  ତାଙ୍କ ରୋଗକୁ ନେଇ ଏମିତି କିଛି କଥା କହିଛନ୍ତି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେ କହିଛନ୍ତି ଯେ, ତାଙ୍କୁ ଯେଉଁ ପ୍ରକାର କ୍ୟାନ୍‌ସର୍‌ ହୋଇଛି ସେଥିରେ ତାଙ୍କୁ ୬ ଥର କେମୋଥେରାପି ଦିଆଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ୪ଟି କେମୋ ଦିଆସରିଛି। […]

irfan

irfan

Ordigital Desk
  • Published: Friday, 03 August 2018
  • Updated: 08 August 2018, 04:02 PM IST

Sports

Latest News

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଇର୍‌ଫାନ୍‌ ଖାନ୍‌ ବର୍ତ୍ତମାନ କ୍ୟାନ୍‌ସର୍‌ ସହିତ ଲଢ଼ୁଛନ୍ତି। ସେ ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି। ଇର୍‌ଫାନ୍‌ଙ୍କୁ ନ୍ୟୁରୋଏଣ୍ଡୋକ୍ରାଇନ୍‌ ଟ୍ୟୁମର୍‌ ହୋଇଛି, ଯାହା ଏକ ବିରଳ କ୍ୟାନ୍‌ସର୍‌। କ୍ୟାନ୍‌ସର୍‌ରେ ପୀଡ଼ିତ ଇର୍‌ଫାନ୍‌  ତାଙ୍କ ରୋଗକୁ ନେଇ ଏମିତି କିଛି କଥା କହିଛନ୍ତି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସେ କହିଛନ୍ତି ଯେ, ତାଙ୍କୁ ଯେଉଁ ପ୍ରକାର କ୍ୟାନ୍‌ସର୍‌ ହୋଇଛି ସେଥିରେ ତାଙ୍କୁ ୬ ଥର କେମୋଥେରାପି ଦିଆଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ୪ଟି କେମୋ ଦିଆସରିଛି। ଚତୁର୍ଥ କେମୋ ନେବା ପରେ ତାଙ୍କ ଶରୀରକୁ ସ୍କାନ୍‌ କରାଯାଇଥିଲା, ଯେଉଁଥିରେ ଭଲ ସଙ୍କେତ ମିଳିଛି। ଟେଷ୍ଟ୍‌ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଛି। ଏବେ ୨ଟି କେମୋ ବାକି ରହିଛି। ସମସ୍ତ କେମୋ ଦେବା ପରେ ପୁଣି ଥରେ ତାଙ୍କୁ ସ୍କାନ୍‌ କରାଯିବ।

ସେ ଆହୁରି କହିଛନ୍ତି,“ଏହି ଦୁନିଆରେ କୌଣସି ମଣିଷର ଜୀବନରେ କିଛି ଗ୍ୟାରେଣ୍ଟି ନାହିଁ। କିଛି ଦିନ ହେବ ମୋର ଇଚ୍ଛା ହେଉଛି, ନିଜ ବେକରେ ଏକ ବୋର୍ଡ ଟାଙ୍ଗିବି। ସେଥିରେ ଲେଖି ଦେବି ଯେ ମୋତେ ରୋଗ ହୋଇଛି ଏବଂ କିଛି ଦିନ ପରେ ମୁଁ ମରିଯିବି। ମୋ ମୁଣ୍ଡକୁ ସବୁବେଳେ ଗୋଟିଏ କଥା ଆସୁଛି। ତାହା ହେଉଛି- କିଛି ଦିନ, ମାସ ବା ବର୍ଷ ଭିତରେ ମୁଁ ମରିବାକୁ ଯାଉଛି।”
ଇର୍‌ଫାନ୍‌ କହିଛନ୍ତି,“କେବେ କେବେ ଭାବୁଛି, ସବୁ କଥାକୁ ଭୁଲିଯିବି ଏବଂ ପୁଣି ଥରେ ବଞ୍ଚିବାକୁ ଚେଷ୍ଟା କରିବି। ଜୀବନ ମତେ ଆଉ ଥରେ ବଞ୍ଚିବା ପାଇଁ ସୁଯୋଗ ଦେଉଛି। ମତେ ଏପରି ଲାଗୁଛି, ମୋ ଚାରିପଟେ ଅନ୍ଧାର ରହିଛି। ମୁଁ ଦେଖି ପାରୁନାହିଁ ଯେ ଜୀବନ ମତେ କ’ଣ ଦେଉଛି।”

ଯେବେଠାରୁ ଇର୍‌ଫାନ୍‌ଙ୍କ ରୋଗ ବିଷୟରେ ଜଣାପଡ଼ିଲାଣି ସେବେଠାରୁ ତାଙ୍କ ଫ୍ୟାନ୍‌ ଏବଂ ବଲିଉଡ୍‌ କଳାକାରମାନେ ତାଙ୍କର ଆରୋଗ୍ୟ କାମନା କରୁଛନ୍ତି।

ସୌଜନ୍ୟ- ଅମର ଉଜାଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story