ପ୍ରକାଶରାଜ ବାପା ହେଲେ

ମୁମ୍ୱାଇ: ପୁଣି ବାପା ହେଲେ ସିଂଘମ ଆକ୍ଟର ପ୍ରକାଶରାଜ। ପ୍ରକାଶ ଓ ତାଙ୍କ କୋରିଓଗ୍ରାଫର ପତ୍ନୀ ପୁନି ବର୍ମା ଆଜି ଏକ ପୁତ୍ର ସନ୍ତାନର ଜନକ-ଜନନୀ ହୋଇଛନ୍ତି। ଟ୍ୱିଟର ଯୋଗେ ଏହି ଖୁସି ସୂଚନା ବାଣ୍ଟିଛନ୍ତି ପ୍ରକାଶ। ଏହା ସହିତ ପୁଅକୁ ସମସ୍ତେ ଆର୍ଶୀବାଦ ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ପୁନିଙ୍କୁ ୨୦୧୦ରେ ବିବାହ କରିଥିଲେ ପ୍ରକାଶ। ୨୦୦୯ରେ ଲଲିତା କୁମାରୀଙ୍କ ସହିତ ବିବାହ ବିଚ୍ଛେଦ ହେବା ପରେ ସେ ପୁନିଙ୍କୁ ବିବାହ କରିଥିଲେ। ପ୍ରକାଶ […]

PrakashRaj

PrakashRaj

Rakesh Mallick
  • Published: Wednesday, 03 February 2016
  • Updated: 04 February 2016, 05:40 AM IST

Sports

Latest News

ମୁମ୍ୱାଇ: ପୁଣି ବାପା ହେଲେ ସିଂଘମ ଆକ୍ଟର ପ୍ରକାଶରାଜ। ପ୍ରକାଶ ଓ ତାଙ୍କ କୋରିଓଗ୍ରାଫର ପତ୍ନୀ ପୁନି ବର୍ମା ଆଜି ଏକ ପୁତ୍ର ସନ୍ତାନର ଜନକ-ଜନନୀ ହୋଇଛନ୍ତି। ଟ୍ୱିଟର ଯୋଗେ ଏହି ଖୁସି ସୂଚନା ବାଣ୍ଟିଛନ୍ତି ପ୍ରକାଶ। ଏହା ସହିତ ପୁଅକୁ ସମସ୍ତେ ଆର୍ଶୀବାଦ ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ପୁନିଙ୍କୁ ୨୦୧୦ରେ ବିବାହ କରିଥିଲେ ପ୍ରକାଶ। ୨୦୦୯ରେ ଲଲିତା କୁମାରୀଙ୍କ ସହିତ ବିବାହ ବିଚ୍ଛେଦ ହେବା ପରେ ସେ ପୁନିଙ୍କୁ ବିବାହ କରିଥିଲେ। ପ୍ରକାଶ ଓ ଲଳିତାଙ୍କର ଦୁଇଟି ଝିଅ ଅଛନ୍ତି।

ପ୍ରକାଶ ଏକାଧାରରେ ଜଣେ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ଓ ବିତରକ। ସେ ତାମିଲ, ତେଲୁଗୁ, ମାଲାୟାଲାମ, କନ୍ନଡ଼ ଓ ହିନ୍ଦୀ ଫିଲ୍ମରେ ଅଭିନୟ କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story