ମ୍ୟାଡମ୍ ! ମୁଁ ଏବେ 'ଜବ୍ ହ୍ୟାରି ମେଟ୍ ସେଜଲ୍' ଦେଖୁଛି, ଦୟାକରି ମତେ ଏଠୁ ଉଦ୍ଧାର କରନ୍ତୁ

ମୁମ୍ବାଇ: ରିଲିଜ ହୋଇଛି ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ଜବ୍ ହାରି ମେଟ୍ ସେଜଲ୍’। ପ୍ରଥମ ଆକଳନରୁ ହିଁ ସ୍ପଷ୍ଟ ହେଲାଣି, ଏ ଫିଲ୍ମଟିକୁ ଦର୍ଶକ ଏତେଟା ପସନ୍ଦ କରୁନାହାଁନ୍ତି। କାରଣ ରିଲିଜ ପରେ ପରେ ହିଁ ଜଣାପଡ଼ିଛି ଯେ, ବକ୍ସ ଅଫିସରେ ଏହା ଏତେ ସଫଳତା ହାସଲ କରିପାରିନି। ରିଲିଜ ହେବାର ପ୍ରଥମ ଦିନ ଫିଲ୍ମଟି ମାତ୍ର ୧୫ କୋଟି ୨୫ ଲକ୍ଷ ଟଙ୍କା କଲେକ୍ସନ କରିଥିଲା। ଦ୍ୱିତୀୟ ଦିନରେ ମାତ୍ର ୧୫ କୋଟି ଟଙ୍କା କନେକ୍ସନ […]

srk

srk

Rakesh Mallick
  • Published: Monday, 07 August 2017
  • Updated: 07 August 2017, 08:24 PM IST

Sports

Latest News

ମୁମ୍ବାଇ: ରିଲିଜ ହୋଇଛି ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ଜବ୍ ହାରି ମେଟ୍ ସେଜଲ୍’। ପ୍ରଥମ ଆକଳନରୁ ହିଁ ସ୍ପଷ୍ଟ ହେଲାଣି, ଏ ଫିଲ୍ମଟିକୁ ଦର୍ଶକ ଏତେଟା ପସନ୍ଦ କରୁନାହାଁନ୍ତି। କାରଣ ରିଲିଜ ପରେ ପରେ ହିଁ ଜଣାପଡ଼ିଛି ଯେ, ବକ୍ସ ଅଫିସରେ ଏହା ଏତେ ସଫଳତା ହାସଲ କରିପାରିନି। ରିଲିଜ ହେବାର ପ୍ରଥମ ଦିନ ଫିଲ୍ମଟି ମାତ୍ର ୧୫ କୋଟି ୨୫ ଲକ୍ଷ ଟଙ୍କା କଲେକ୍ସନ କରିଥିଲା। ଦ୍ୱିତୀୟ ଦିନରେ ମାତ୍ର ୧୫ କୋଟି ଟଙ୍କା କନେକ୍ସନ ହୋଇଛି। ଗତ ୫ ବର୍ଷ ଭିତରେ ଶାହାରୁଖ ଖାନଙ୍କ ଅଭିନୀତ ସବୁ ଫିଲ୍ମଠାରୁ ଏହାର ଓପନିଂ କଲେକ୍ସନ ସବୁଠୁ କମ୍।

ଖାଲି ବ୍ୟବସାୟ ନୁହେଁ, ଫିଲ୍ମଟିକୁ ନେଇ ଦର୍ଶକଙ୍କ ମଧ୍ୟରେ ବି ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ନିକଟରେ ଜଣେ ଦର୍ଶକ ଫିଲ୍ମଟିକୁ ନେଇ ଏକ ଟ୍ୱିଟ୍ କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ବିଶାଲ ସୂର୍ଯ୍ୟବଂଶୀ ନାମକ ବ୍ୟକ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଏହି ଫିଲ୍ମ ବାବଦରେ ଟ୍ୱିଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି- "ମ୍ୟାଡମ୍, ମୁଁ ଏବେ ପୁନେରେ ଜବ୍ ହାରି ମେଟ୍ ସେଜଲ୍ ଦେଖୁଛି। ଦୟାକରି ମତେ ଏଠାରୁ ଉଦ୍ଧାର କରନ୍ତୁ।" ବିଶାଲଙ୍କର ଏହି ମେସେଜ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଶତାଧିକ ଲୋକ ଏଥିରେ ପ୍ରତିକ୍ରିୟା ରଖୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story