ଜରିନ୍‌ଙ୍କ ଗରମ ଅନ୍ଦାଜ: ଟ୍ରୋଲରଙ୍କୁ କହିଲେ ଏମିତି କିଛି

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ଜରିନ୍‌ ଖାନ ନିଜ ହଟ୍‌ ଓ ବୋଲ୍ଡ ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସଲମାନଙ୍କ ସହ ଫିଲ୍ମ ‘ବୀର’ରୁ ବଲିଉଡରେ ପାଦ ଥାପିଥିବା ଜରିନ୍‌ ସୋସିଆଲ ମିଡିଆରେ ଟ୍ରୋଲ୍‌ କରୁଥିବା ଲୋକଙ୍କୁ କଡା ଜବାବ ଦେଇଛନ୍ତି। ଏମ୍‌ଟିଭିରେ ପ୍ରସାରିତ ହେଉଥିବା ‘ଏମ୍‌ଟିଭି ଟ୍ରୋଲ ପୋଲିସ’ ନାମ ଶୋ’ରେ ଜରିନ୍‌ ଶୋ ହୋଷ୍ଟ ରଣବୀର ସିଂଙ୍କ ସହ ନଜର ଆସିଥିଲେ। ଏହି ଶୋର ଏକ ପ୍ରମୋରେ ଜରିନ୍‌ ସୋସିଆଲ ମିଡିଆରେ କମେଣ୍ଟ କରିଥିବା […]

zareen-khan

zareen-khan

Rakesh Mallick
  • Published: Monday, 19 February 2018
  • Updated: 19 February 2018, 01:10 PM IST

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ଜରିନ୍‌ ଖାନ ନିଜ ହଟ୍‌ ଓ ବୋଲ୍ଡ ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସଲମାନଙ୍କ ସହ ଫିଲ୍ମ ‘ବୀର’ରୁ ବଲିଉଡରେ ପାଦ ଥାପିଥିବା ଜରିନ୍‌ ସୋସିଆଲ ମିଡିଆରେ ଟ୍ରୋଲ୍‌ କରୁଥିବା ଲୋକଙ୍କୁ କଡା ଜବାବ ଦେଇଛନ୍ତି। ଏମ୍‌ଟିଭିରେ ପ୍ରସାରିତ ହେଉଥିବା ‘ଏମ୍‌ଟିଭି ଟ୍ରୋଲ ପୋଲିସ’ ନାମ ଶୋ'ରେ ଜରିନ୍‌ ଶୋ ହୋଷ୍ଟ ରଣବୀର ସିଂଙ୍କ ସହ ନଜର ଆସିଥିଲେ। ଏହି ଶୋର ଏକ ପ୍ରମୋରେ ଜରିନ୍‌ ସୋସିଆଲ ମିଡିଆରେ କମେଣ୍ଟ କରିଥିବା ଯୁବକଙ୍କ ଉପରେ ନିଜ ରାଗ ଉତାରିଥିବାର ଦେଖାଯାଇଛି। ନିଜ ରାଗ ଦର୍ଶାଇ ‘ତୋତେ କିଏ ଜାଣେ? ତୋ ମୁହଁ ଠାରୁ ମୋ ହାତ ବଡ, ମୁହଁକୁ ଏବେ ଗୋଟିଏ ଚଟକଣା ଦେବିକି..’ ବୋଲି କହିଛନ୍ତି। ତାପସି ପନ୍ନୁଙ୍କ ଏକ ଏପିସୋଡ ଦେଖିବା ପରେ ଜରିନ୍‌ ଏହି ଶୋରେ ଭାଗ ନେବା ପାଇଁ ଏମ୍‌ଟିଭି ସହ ସମ୍ପର୍କ କରିଥିଲେ।

ଟ୍ରୋଲିଂକୁ ନେଇ ଜରିନ୍‌ ଆହୁରି ମଧ୍ୟ କହିଛନ୍ତି ଟ୍ରୋଲ୍‌ରେ ଲେଖାଥିବା କମେଣ୍ଟ କେବଳ ନିଜକୁ ନୁହେଁ  ବରଂ ସାଙ୍ଗ ପରିବାରକୁ ମଧ୍ୟ ପ୍ରଭାବିତ କରିଥାଏ। ଭଗବାନ ଦୟାରୁ ମୋ ମା ସୋସିଆଲ ମିଡିଆରେ ଆକ୍ଟିଭ୍‌ ନାହାଁନ୍ତି। ନଚେତ ଆପତ୍ତିଜନକ କମେଣ୍ଟରେ ମା ଚିନ୍ତିତ ହୋଇଯାଆନ୍ତେ।

ଜରୀନ ଖାନ ବଲିଉଡରେ ଏଣ୍ଟ୍ରି କରିବା ପୂର୍ବରୁ ନିଜ ଓଜନ ଅଧିକ ଥିଲା। ବଲିଉଡରେ ଏଣ୍ଟ୍ରି କରିବା ପାଇଁ ସେ ପରିଶ୍ରମ ମଧ୍ୟ କରିଛନ୍ତି। ଗତବର୍ଷ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ଜରିନ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story