ତୈମୁରର ଜନ୍ମ ପରେ କ୍ରିସମାସ ପାର୍ଟି ମନାଇଲେ କରୀନା

karishma-salman-saif-kareena

ମୁମ୍ବାଇ: ପୁଅ ତୈମୁରର ଜନ୍ମ ପରେ ଏବେ କରୀନା ପାର୍ଟି କରିବା ମୁଡରେ ଆସିଗଲେଣି। କ୍ରିସମାସ ଉପଲକ୍ଷେ କରୀନା ଓ ସୈଫ୍‌ ନିଜର ଖାସ୍‌ ବନ୍ଧୁମାନଙ୍କ ସହ କ୍ରିସମାସ ପାର୍ଟିର ମଜା ନେବାର ଦେଖାଯାଇଛି। ଏହି ପାର୍ଟିକୁ କରୀନା ଲାଲ୍‌ ରଙ୍ଗର ଗାଉନ୍‌ ପିନ୍ଧି ଆସିଥିଲେ। ଏହି ଗାଉନରେ ସେ ଖୁବ୍‌ ଆକର୍ଷଣୀୟ ମଧ୍ୟ ଦେଖାଯାଉଥିଲେ।

ମା’ ହେବା ପରେ ଏହା ଥିଲା କରୀନାଙ୍କ ପ୍ରଥମ ପାର୍ଟି, ଯାହାର ସେ ଖୁବ୍‌ ମଜା ମଧ୍ୟ ଉଠାଇଛନ୍ତି। ପାର୍ଟିରେ କରୀନାଙ୍କ ସହ ତାଙ୍କ ଭଉଣୀ କରିଶ୍ମା ଏବଂ ଦୁଇ ସାଙ୍ଗ ଅମୃତା ଓ ମଲାଇକା ମଧ୍ୟ ଉପସ୍ଥିତ ଥିଲେ।

Previous ArticleNext Article

Send this to a friend