ବେଳେବେଳେ ଭୋ ଭୋ ହୋଇ କାନ୍ଦନ୍ତି କରୀନା, କାରଣ...

ମୁମ୍ବାଇ: ହିନ୍ଦୀ ଫିଲ୍ମ ଜଗତରେ ଜଣେ ସଫଳ ଅଭିନେତ୍ରୀ ଭାବେ କରୀନା କପୁର ଖାନ୍‌ ବେଶ୍‌ ନାଁ କମେଇଛନ୍ତି। ସେ ଜଣେ ଦକ୍ଷ ଅଭିନେତ୍ରୀ ସହ ଜଣେ ଭଲ ମାଆ ମଧ୍ୟ। କରୀନା ଏବେ ଖୁବ୍‌ ଖୁସିରେ ଅଛନ୍ତି। ସୈଫ୍‌ଙ୍କ ସହ ବାହାଘର ପରେ ସେ ନବାବି ଖାନ୍‌ଦାନ୍‌ର ଅଂଶ ମଧ୍ୟ ହୋଇଛନ୍ତି। ଏତେ ସବୁ ପରେ ବି କରୀନା ବହୁତ ସମୟରେ ଜୋରେ ଜୋରେ କାନ୍ଦନ୍ତି। ଏହି କାନ୍ଦିବାର କାରଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। […]

KARINA

KARINA

Rakesh Mallick
  • Published: Tuesday, 06 February 2018
  • Updated: 06 February 2018, 11:24 AM IST

Sports

Latest News

ମୁମ୍ବାଇ: ହିନ୍ଦୀ ଫିଲ୍ମ ଜଗତରେ ଜଣେ ସଫଳ ଅଭିନେତ୍ରୀ ଭାବେ କରୀନା କପୁର ଖାନ୍‌ ବେଶ୍‌ ନାଁ କମେଇଛନ୍ତି। ସେ ଜଣେ ଦକ୍ଷ ଅଭିନେତ୍ରୀ ସହ ଜଣେ ଭଲ ମାଆ ମଧ୍ୟ। କରୀନା ଏବେ ଖୁବ୍‌ ଖୁସିରେ ଅଛନ୍ତି। ସୈଫ୍‌ଙ୍କ ସହ ବାହାଘର ପରେ ସେ ନବାବି ଖାନ୍‌ଦାନ୍‌ର ଅଂଶ ମଧ୍ୟ ହୋଇଛନ୍ତି। ଏତେ ସବୁ ପରେ ବି କରୀନା ବହୁତ ସମୟରେ ଜୋରେ ଜୋରେ କାନ୍ଦନ୍ତି। ଏହି କାନ୍ଦିବାର କାରଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କରୀନା ନିଜେ ଏକ ସାକ୍ଷତକାରରେ କହିଥିଲ ତାଙ୍କ ପାଖରେ ଏତେ ସବୁ ଖୁସି ଥାଇ ବି, ଏମିତି ଜଣେ ମଣିଷ ଅଛନ୍ତି ଯାହା ପାଇଁ ସେ ଅନେକ ସମୟରେ ଖୁବ୍‌ ଜୋରେ କାନ୍ଦନ୍ତି। ତେବେ ଚାଲନ୍ତୁ ଜାଣିବା ସେହି  ମଣିଷ ଜଣକ କିଏ ଯାହା ପାଇଁ କରୀନା ଏମିତି କାନ୍ଦନ୍ତି।

ସେ ବ୍ୟକ୍ତି ଜଣକ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ତାଙ୍କ ସ୍ୱାମୀ ସୈଫ୍‌ ଅଲ୍ଲୀ ଖାନ୍‌। କରୀନାଙ୍କ କାନ୍ଦିବାର କାରଣ ତାଙ୍କ ଭିତରେ ହେଉଥିବା ଝଗଡ଼ା ନୁହେଁ। ବରଂ ସୈଫ୍‌ ଯେବେ ସୁଟିଂ ପାଇଁ ତାଙ୍କଠୁ ଦୂରକୁ ଚାଲି ଯାଆନ୍ତି, କରୀନା ଖୁବ୍‌ କାନ୍ଦନ୍ତି।

ଏଥିରୁ ଦୁହିଁଙ୍କ ଭିତର ଭଲ ପାଇବା ଦେଖାଯାଉଛି। ପରସ୍ପରଠୁ ଦୂରରେ ରହିବା ସେମାନଙ୍କ ପାଇଁ ଖୁବ୍‌ କଷ୍ଟକର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story