ମସ୍ତି କରୁଛନ୍ତି ଛୋଟେ ନବାବ୍‌

ମୁମ୍ବାଇ: ସବୁଠୁ ଛୋଟ ପଟୌଦି ‘ନବାବ’ ତୈମୁରଙ୍କୁ ଆଜି ବର୍ଷେ ପୂରିଛି। ତୈମୁରଙ୍କ ଜନ୍ମଦିନ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରିବାକୁ କରିନା ଓ ସୈଫ୍‌ଙ୍କ ସହ ସମସ୍ତ ପରିବାର ଏକାଠି ହୋଇଛନ୍ତି। କରିନା ତୈମୁରଙ୍କ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେଥିରେ ସେ କୁର୍ତ୍ତା ପିନ୍ଧିବା ସହ ଗଗଲ୍ସ ପିନ୍ଧି ନବାବୀ ଅନ୍ଦାଜରେ ନଜରକୁ ଆସୁଛନ୍ତି। କେବଳ କରିନା ନୁହେଁ ମାଉସୀ କରିସ୍ମା ମଧ୍ୟ ତୈମୁରଙ୍କ ସହ ମସ୍ତି କରିବାର ଏକ କ୍ୟୁଟ୍‌ ଫଟୋ […]

taimur copy

taimur copy

Rakesh Mallick
  • Published: Wednesday, 20 December 2017
  • Updated: 20 December 2017, 07:32 PM IST

Sports

Latest News

ମୁମ୍ବାଇ: ସବୁଠୁ ଛୋଟ ପଟୌଦି ‘ନବାବ’ ତୈମୁରଙ୍କୁ ଆଜି ବର୍ଷେ ପୂରିଛି। ତୈମୁରଙ୍କ ଜନ୍ମଦିନ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରିବାକୁ କରିନା ଓ ସୈଫ୍‌ଙ୍କ ସହ ସମସ୍ତ ପରିବାର ଏକାଠି ହୋଇଛନ୍ତି। କରିନା ତୈମୁରଙ୍କ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେଥିରେ ସେ କୁର୍ତ୍ତା ପିନ୍ଧିବା ସହ ଗଗଲ୍ସ ପିନ୍ଧି ନବାବୀ ଅନ୍ଦାଜରେ ନଜରକୁ ଆସୁଛନ୍ତି।

taimur4କେବଳ କରିନା ନୁହେଁ ମାଉସୀ କରିସ୍ମା ମଧ୍ୟ ତୈମୁରଙ୍କ ସହ ମସ୍ତି କରିବାର ଏକ କ୍ୟୁଟ୍‌ ଫଟୋ ସୋସିଆଲ ମିଡିଆରେ ସେୟାର ହୋଇଛି।

taimurକରିସ୍ମା ଜନ୍ମଦିନ ପାର୍ଟିର ଅନ୍ୟ କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ତୈମୁରଙ୍କ ସହ କପୁର ପରିବାରର ଅନେକମାନଙ୍କୁ ଦେଖିବାକୁ ମିଳୁଛି।

taimur3ତୈମୁରଙ୍କ ଜନ୍ମଦିନରେ କରିସ୍ମାଙ୍କ ଛଡା ଶଶି କପୁରଙ୍କ ପୁଅ କରଣ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

taimur2କରିନା ପରିବାର ସହ ଜନ୍ମଦିନ ବନେଇବା ପାଇଁ କିଛିଦିନ ପୂର୍ବରୁ ପଟୌଦି ପାଲେସ୍‌ ପହଁଞ୍ଚି ଯାଇଥିଲେ। ସେଠାରେ ଜନ୍ମଦିନ ପାଳିବ ସହ ଟ୍ରାକ୍ଟରେ ବସି ଏଞ୍ଜୟ କରିଥିଲେ। ଟ୍ରାକ୍ଟରରେ ବସିବା ପରେ ତୈମୁର ନିଜ ବାପା ସୈଫ୍‌ଙ୍କ ସହ ଘୋଡାରେ ବସିଥିବାର ଫଟୋ ମଧ୍ୟ ଭାଇରାଲ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos