ରିଲିଜ ହୋଇପାରି ନ ଥିବା କିଙ୍ଗ ଖାନଙ୍କ ଫିଲ୍ମ ଦେଖିବାକୁ ମିଳିବ ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲରେ

ମୁମ୍ବାଇ: କିଙ୍ଗ ଖାନ୍‌ଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର। ରିଲିଜ ହୋଇପାରି ନ ଥିବା ଶାହାରୁଖଙ୍କ ପ୍ରଥମ ଫିଲ୍ମ ‘ଅହମକ’କୁ ଦେଖି ପାରିବେ ଏବେ ତାଙ୍କ ଫ୍ୟାନ୍‌। ନିର୍ଦ୍ଦେଶକ ମଣି କୌଲଙ୍କ ଏହି ଫିଲ୍ମ ଜରିଆରେ ବାଦ୍‌ଶାହା ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ହେଲେ କୌଣସି କାରଣରୁ ଏହି ଫିଲ୍ମ ରିଲିଜ ହୋଇ ପାରି ନ ଥିଲା। ପରେ ୧୯୯୧ରେ ଦୂରଦର୍ଶନ ମାଧ୍ୟମରେ ଫିଲ୍ମଟିକୁ ଛୋଟ ଛୋଟ ଅଧ୍ୟାୟରେ ଦେଖାଯାଇଥିଲା। ତେବେ ଶାହାରୁଖଙ୍କ ପୁରୁଣା ସ୍ମୃତିକୁ ମୁମ୍ବାଇରେ ହେବାକୁ […]

srk

srk

Rakesh Mallick
  • Published: Friday, 14 October 2016
  • Updated: 14 October 2016, 05:20 PM IST

Sports

Latest News

ମୁମ୍ବାଇ: କିଙ୍ଗ ଖାନ୍‌ଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର। ରିଲିଜ ହୋଇପାରି ନ ଥିବା ଶାହାରୁଖଙ୍କ ପ୍ରଥମ ଫିଲ୍ମ ‘ଅହମକ’କୁ ଦେଖି ପାରିବେ ଏବେ ତାଙ୍କ ଫ୍ୟାନ୍‌। ନିର୍ଦ୍ଦେଶକ ମଣି କୌଲଙ୍କ ଏହି ଫିଲ୍ମ ଜରିଆରେ ବାଦ୍‌ଶାହା ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ହେଲେ କୌଣସି କାରଣରୁ ଏହି ଫିଲ୍ମ ରିଲିଜ ହୋଇ ପାରି ନ ଥିଲା। ପରେ ୧୯୯୧ରେ ଦୂରଦର୍ଶନ ମାଧ୍ୟମରେ ଫିଲ୍ମଟିକୁ ଛୋଟ ଛୋଟ ଅଧ୍ୟାୟରେ ଦେଖାଯାଇଥିଲା।

ତେବେ ଶାହାରୁଖଙ୍କ ପୁରୁଣା ସ୍ମୃତିକୁ ମୁମ୍ବାଇରେ ହେବାକୁ ଥିବା ୧୮ତମ ଫିଲ୍ମ ଫେଷ୍ଟିଭାଲରେ ଆଉ ଥରେ ତାଜା କରାଯିବ। ଫିଲ୍ମ ଫେଷ୍ଟିଭାଲରେ ଦର୍ଶକ ମଜା ନେଇ ପାରିବେ ଶାହାରୁଖ ପ୍ରଥମ ଫିଲ୍ମର ଅଭିନୟକୁ। ନିକଟରେ ଶାହାରୁଖ ଟ୍ୱିଟ୍ ମାଧ୍ୟମରେ ଏହି ଖବର ଜଣାଇବା ସହ ବହୁ ସଂଖ୍ୟାରେ ଦେଖିବା ପାଇଁ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story