ବଚ୍ଚନ ଫ୍ୟାମିଲିର ନଟ୍‌ଖଟି ନୟନ ପିତୁଳା : ଘରେ ଓ ବାହାରେ ଏମିତି କରନ୍ତି ଦୁଷ୍ଟାମି

ମୁମ୍ବାଇ: ବଲିଉଡ୍‌ରେ ଏବେ  ଷ୍ଟାର କିଡ୍ସକୁ ନେଇ କ୍ରେଜ୍‌ ଦେଖିବାକୁ ମିଳୁଛି।  ସେମାନଙ୍କ ଜନ୍ମଠୁ ନେଇ ସବୁ କାର୍ଯ୍ୟକଳାପ ବିଷୟରେ ଜାଣିବାକୁ ଲୋକଙ୍କ ଭିତରେ ଖୁବ୍‌ ଆଗ୍ରହ।  ଷ୍ଟାର କିଡ୍‌ଙ୍କ କ୍ରେଜ୍‌ ଆହୁରି ବଢିଯାଏ ଯେବେ ତାଙ୍କ ଜେଜେ ବାପା, ଜେଜେ ମାଙ୍କ ଠୁ ଆରମ୍ଭ କରି ବାପା, ମା’ ପର୍ଯ୍ୟନ୍ତ ସମସ୍ତେ ଷ୍ଟାର ହୋଇଥାଆନ୍ତି। ଏକଥା ଜାଣିବା ପରେ ଆପଣଙ୍କ ମନରେ ଅନେକ ଷ୍ଟାର କିଡ୍ସଙ୍କ ନାଁ ଆସୁଥିବ। କିନ୍ତୁ ସେହି ଅନେକଙ୍କ ମଧ୍ୟରୁ ଆଜି […]

Aradhya

Aradhya

Rakesh Mallick
  • Published: Wednesday, 06 December 2017
  • Updated: 06 December 2017, 06:26 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ରେ ଏବେ  ଷ୍ଟାର କିଡ୍ସକୁ ନେଇ କ୍ରେଜ୍‌ ଦେଖିବାକୁ ମିଳୁଛି।  ସେମାନଙ୍କ ଜନ୍ମଠୁ ନେଇ ସବୁ କାର୍ଯ୍ୟକଳାପ ବିଷୟରେ ଜାଣିବାକୁ ଲୋକଙ୍କ ଭିତରେ ଖୁବ୍‌ ଆଗ୍ରହ।  ଷ୍ଟାର କିଡ୍‌ଙ୍କ କ୍ରେଜ୍‌ ଆହୁରି ବଢିଯାଏ ଯେବେ ତାଙ୍କ ଜେଜେ ବାପା, ଜେଜେ ମାଙ୍କ ଠୁ ଆରମ୍ଭ କରି ବାପା, ମା’ ପର୍ଯ୍ୟନ୍ତ ସମସ୍ତେ ଷ୍ଟାର ହୋଇଥାଆନ୍ତି। ଏକଥା ଜାଣିବା ପରେ ଆପଣଙ୍କ ମନରେ ଅନେକ ଷ୍ଟାର କିଡ୍ସଙ୍କ ନାଁ ଆସୁଥିବ। କିନ୍ତୁ ସେହି ଅନେକଙ୍କ ମଧ୍ୟରୁ ଆଜି ଆମେ କହୁଛୁ ମହାନାୟକଙ୍କ ନାତୁଣୀ ଓ ବିଶ୍ୱସୁନ୍ଦରୀଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ବିଷୟରେ।

Aradhya

  • ଆରାଧ୍ୟା ୨୦୧୧ ନଭେମ୍ବର ୧୬ ତାରିଖରେ ଜନ୍ମ ହୋଇଥିଲେ।

aish

ସେ ମୁମ୍ବାଇର ଅନ୍ଧେରି ଇଷ୍ଟର ସେଭେନ୍‌ ହିଲ୍‌ ହସ୍‌ପିଟାଲ୍‌ରେ ଜନ୍ମ ହୋଇଥିଲେ।

Aaradhya

ଏବେ ତାଙ୍କୁ ୬ ବର୍ଷ।

ସେ କୋକାବୁରା ଲର୍ଣ୍ଣିଙ୍ଗ ସେଣ୍ଟରରୁ ପାଠପଢା ଆରମ୍ଭ କରିଛନ୍ତି।

ତାଙ୍କ ଆଖିର କଲର ବ୍ଲାକ।

aish3

ତାଙ୍କୁ ହିନ୍ଦୀ ଓ ଇଂରାଜୀ ଭାଷା ଜଣା।

ତାଙ୍କ ରାଶି ହେଉଛି ବିଛା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story