ବଲିଉଡ୍‌ ଅଭିନେତ୍ରୀଙ୍କ ଡ୍ରେସ୍‌ ଦାମ୍‌ କେତେ ଜାଣିଛନ୍ତି: ଶୁଣିଲେ ଉଡ଼ିଯିବ ହୋସ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀମାନେ ଦେଖିବାକୁ ଯେମିତି, ଷ୍ଟାଇଲ୍‌ ବି ସେମିତି। ସେମାନେ ନିଜ ଷ୍ଟାରଡମ୍‌କୁ ମେଣ୍ଟନ୍‌ କରିବାକୁ ଖୁବ୍‌ ଦାମୀ ଜିନିଷ ବ୍ୟବହାର କରନ୍ତି। ଖାଇବାଠୁ ଆରମ୍ଭ କରି ପିନ୍ଧିବା ପର୍ଯ୍ୟନ୍ତ ସବୁର ଦାମ୍‌ ଆକାଶ ଛୁଆଁ। ସାଧାରଣ ଲୋକ ସେହି ଦର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ସେମାନଙ୍କୁ ପ୍ରାୟ ପ୍ରତି ଫଙ୍କସନ, ଇଭେଣ୍ଟ କିମ୍ବା ଅନେକ ସ୍ଥାନରେ ଖୁବ୍‌ ଦାମୀ ଡ୍ରେସ୍‌ ପିନ୍ଧିଥିବାର ଦେଖିବାକୁ ମିଳିଥାଏ। ଆଜି ଆମେ ସେମାନଙ୍କ କିଛି ପୋଷାକର ଦର […]

photo

photo

Rakesh Mallick
  • Published: Tuesday, 27 March 2018
  • Updated: 27 March 2018, 01:08 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀମାନେ ଦେଖିବାକୁ ଯେମିତି, ଷ୍ଟାଇଲ୍‌ ବି ସେମିତି। ସେମାନେ ନିଜ ଷ୍ଟାରଡମ୍‌କୁ ମେଣ୍ଟନ୍‌ କରିବାକୁ ଖୁବ୍‌ ଦାମୀ ଜିନିଷ ବ୍ୟବହାର କରନ୍ତି। ଖାଇବାଠୁ ଆରମ୍ଭ କରି ପିନ୍ଧିବା ପର୍ଯ୍ୟନ୍ତ ସବୁର ଦାମ୍‌ ଆକାଶ ଛୁଆଁ। ସାଧାରଣ ଲୋକ ସେହି ଦର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ସେମାନଙ୍କୁ ପ୍ରାୟ ପ୍ରତି ଫଙ୍କସନ, ଇଭେଣ୍ଟ କିମ୍ବା ଅନେକ ସ୍ଥାନରେ ଖୁବ୍‌ ଦାମୀ ଡ୍ରେସ୍‌ ପିନ୍ଧିଥିବାର ଦେଖିବାକୁ ମିଳିଥାଏ। ଆଜି ଆମେ ସେମାନଙ୍କ କିଛି ପୋଷାକର ଦର ବିଷୟରେ କହିବୁ ଯାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ। ତେବେ ଚାଲନ୍ତୁ ଜାଣିବା କିଛି ସମୟରେ ଅଭିନେତ୍ରୀମାନେ ପିନ୍ଧିଥିବା ଡ୍ରେସ୍‌ର ଦାମ୍‌।

suhanaaaaସୁହାନା ଖାନ୍‌: ଶାହାରୁଖ୍‌ଙ୍କ ଝିଅ ସୁହାନା ଖାନ୍‌ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବେ। କିନ୍ତୁ ଏ କଥାକୁ ନେଇ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇ ନଥିଲେ ବି ତାଙ୍କୁ ଅନେକ ଥର ଖୁବ୍‌ ଷ୍ଟାଇଲିସ୍‌ ଲୁକ୍‌ରେ ଦେଖିବାକୁ ମିଳିଛି। ଥରେ ସେ ଏକ ରେସ୍ତୋରାଣ୍ଟର ଓପନିଂରେ ଏକ ନାରଙ୍ଗି ରଙ୍ଗର ଡ୍ରେସ୍‌ ପିନ୍ଧିକି ଯାଇଥିଲେ। ଯାହାର ମୂଲ୍ୟ ୬୦,୦୦୦ ଟଙ୍କା ଥିଲା। ଖାଲି ଏତିକି ନୁହେଁ ବାପା ଶାହାରୁଖ୍‌ଙ୍କ ଜନ୍ମଦିନରେ ସେ ଏକ ୫୦,୦୦୦ ଟଙ୍କାର ଟିସାର୍ଟ ପିନ୍ଧିଥିବାର ନଜର ଆସିଥିଲେ।

aiswariyaଐଶ୍ୱର୍ଯ୍ୟା ରାୟ ବଚ୍ଚନ- ଐଶ୍ୱର୍ଯ୍ୟା ଅମ୍ବାନୀଙ୍କ ଏକ ପାର୍ଟିକୁ ଯାଇଥିଲେ। ସେ ସମୟରେ ସେ ଏକ Tuxedo gown ପିନ୍ଧିଥିଲେ ଯାହାର ମୂଲ୍ୟ ୩,୫୦,୦୦୦ ଟଙ୍କା।

urvashiଉର୍ବସୀ ରୌତେଲା- କିଛିଦିନ ପୂର୍ବରୁ ଉର୍ବସୀ ନିଜ କଜିନ୍‌ର ବାହାଘରରେ ୪୦ କିଲୋର ସାଢୀ ପିନ୍ଧିଥିଲେ। ତା’ର ମୂଲ୍ୟ  ୫୫ ଲକ୍ଷ ଟଙ୍କା।

aliaଆଲିଆ ଭଟ୍ଟ- ଆଲିଆ ଆଇଫା ୨୦୧୭କୁ ଯେଉଁ ଗାଉନ୍‌ ପିନ୍ଧିକି ଯାଇଥିଲେ ତା’ର ମୂଲ୍ୟ ୨୩ ଲକ୍ଷ ଟଙ୍କା ଥିଲା।

priyankaପ୍ରିୟଙ୍କା ଚୋପ୍ରା- ପ୍ରିୟଙ୍କା ଡିସେମ୍ବର ୨୦୧୭ ଗ୍ଲୋବଲ ଗୋଲ୍ ଆୱାର୍ଡରେ ଯେଉଁ ଡ୍ରେସ୍‌ ପିନ୍ଧିଥିଲେ ତା’ର ମୂଲ୍ୟ ୨.୮୯ ଲକ୍ଷ ଟଙ୍କା।

karinaକରୀନା କପୁର- କରୀନା ନିଜ ନଣନ୍ଦ ସୋହା ଅଲ୍ଲୀ ଖାନ୍‌ଙ୍କ ବୁକ୍‌ ଲଞ୍ଚରେ ଯେଉଁ ଶାଢୀ ପିନ୍ଧିଥିଲେ ତା’ର ମୂଲ୍ୟ ୫.୪୧ ଲକ୍ଷ ଟଙ୍କା।

deepikaଦୀପିକା ପାଦୁକୋନ୍‌- ଦୀପିକା ୨୦୧୭ କାନ୍ସ ଫେଷ୍ଟିଭାଲରେ ଯେଉଁ ଭାଉଲେଟ୍‌ ରଙ୍ଗର ଡ୍ରେସ୍‌ ପିନ୍ଧିଥିଲେ ତା’ର ମୂଲ୍ୟ ୫ ଲକ୍ଷ ଟଙ୍କା।

raniରାଣୀ ମୁଖାର୍ଜୀ- କିଛିଦିନ ପୂର୍ବରୁ ରାଣୀଙ୍କୁ ଏୟାରପୋର୍ଟରେ ଏକ ଲେଦର ଜ୍ୟାକେଟ୍‌ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ଯାହାର ମୂଲ୍ୟ ୧.୩୦ ଲକ୍ଷ ଟଙ୍କା ଥିଲା।

katrinaକ୍ୟାଟ୍ରିନା କୈଫ୍‌- କ୍ୟାଟ୍ରିନା ‘ଟାଇଗର ଜିନ୍ଦା ହୈ’ର ପ୍ରମୋସନ୍‌ ସମୟରେ ଏକ କଳା ରଙ୍ଗର ଟି ସାର୍ଟ ଓ ସ୍କର୍ଟ ପିନ୍ଧିଥିଲେ। ଯାହାର ମୂଲ୍ୟ ୧.୪୦ ଲକ୍ଷ ଟଙ୍କା।

kanganaକଙ୍ଗନା ରଣାୱତ- କଙ୍ଗନା ମିଷ୍ଟର ଇଣ୍ଡିଆ ୨୦୧୭ର ଗ୍ରାଣ୍ଡ ଫିନାଲେରେ ଯେଉଁ ଡିଜାଇନ ଡ୍ରେସ୍‌ ପିନ୍ଧିଥିଲେ ତା’ର ମୂଲ୍ୟ ୨.୩୬ ଲକ୍ଷ ଟଙ୍କା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story