ନୂଆ ବର୍ଷରେ ଆସିବ ‘କୌନ୍‌ ବନେଗା କରୋଡ୍‌ପତି’ର ନୂଆ ସିଜିନ୍‌ 

ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନ ୨୦୧୭ ନୂଆ ବର୍ଷରେ ବହୁ ଚର୍ଚ୍ଚିତ ଗେମ୍‌ ଶୋ’ ‘କୌନ୍‌ ବନେଗା କରୋଡ୍‌ପତିର ନୂଆ ସିଜିନ୍‌ରେ ନଜର ଆସିପାରନ୍ତି। ଏହି ଖବର ନିଜେ ବିଗ୍‌ ବି ସୋସିଆଲ ମିଡିଆର ଲାଇଫ୍‌ ଚାଟ୍‌ ମାଧ୍ୟମରେ ଜଣାଇଛନ୍ତି। ପୂର୍ବ ଖବର ଅନୁଯାୟୀ ଶୋ’ର ନୂଆ ସିଜିନ ଅମିତାଭଙ୍କ ଜନ୍ମଦିନରେ ଆସିବାର ଯୋଜନା ଥିଲା। ତେବେ ଆସନ୍ତା ବର୍ଷ ଆସିବାକୁ ଥିବା ଏହି ଶୋ’ର ଫର୍ମାଟ୍‌ରେ ବେଶୀ କିଛି ପରିବର୍ତ୍ତନ ଆସିବାକୁ ନଥିବା ବେଳେ […]

amitabh_bachchan

amitabh_bachchan

Rakesh Mallick
  • Published: Monday, 12 December 2016
  • Updated: 12 December 2016, 01:39 PM IST

Sports

Latest News

ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନ ୨୦୧୭ ନୂଆ ବର୍ଷରେ ବହୁ ଚର୍ଚ୍ଚିତ ଗେମ୍‌ ଶୋ’ ‘କୌନ୍‌ ବନେଗା କରୋଡ୍‌ପତିର ନୂଆ ସିଜିନ୍‌ରେ ନଜର ଆସିପାରନ୍ତି। ଏହି ଖବର ନିଜେ ବିଗ୍‌ ବି ସୋସିଆଲ ମିଡିଆର ଲାଇଫ୍‌ ଚାଟ୍‌ ମାଧ୍ୟମରେ ଜଣାଇଛନ୍ତି।

ପୂର୍ବ ଖବର ଅନୁଯାୟୀ ଶୋ’ର ନୂଆ ସିଜିନ ଅମିତାଭଙ୍କ ଜନ୍ମଦିନରେ ଆସିବାର ଯୋଜନା ଥିଲା। ତେବେ ଆସନ୍ତା ବର୍ଷ ଆସିବାକୁ ଥିବା ଏହି ଶୋ’ର ଫର୍ମାଟ୍‌ରେ ବେଶୀ କିଛି ପରିବର୍ତ୍ତନ ଆସିବାକୁ ନଥିବା ବେଳେ କେବଳ ସୁଟିଂ ସେଟ୍‌ ଏବଂ ପ୍ରସ୍ତୁତି ଉପରେ ସମାନ୍ୟ ନୂତନତା ଅଣାଯିବ। ଏହା ବ୍ୟତୀତ ଶୋ’ର ପୁରସ୍କାର ରାଶି ଅଧିକ ହେବାର ଖବର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos