‘କ୍ରିସ୍‌-୪’ରେ ଦେଖିବାକୁ ମିଳିବ ଆକ୍ସନ ସହ VFXର ହେବି ଡୋଜ୍‌

krish

ମୁମ୍ବାଇ: ରାକେଶ ରୋଶନ ‘କ୍ରିସ୍‌-୪’ର କାମ ଆରମ୍ଭ କରି ଦେଇଛନ୍ତି। ଆସନ୍ତାବର୍ଷ ଏପ୍ରିଲ କିମ୍ବା ମେ’ରୁ ଅଥବା ୨୦୧୮ରୁ ଏହାର ସୁଟିଂ ଆରମ୍ଭ ହେବ। କ୍ରିସ୍‌ ସିରିଜର ଏହି ଫିଲ୍ମରେ ଆକ୍ସନ ସହ VFX (ଭିଜୁଆଲ ଇଫେକ୍ଟ)ର ହେବି ଡୋଜ ଦେଖିବାକୁ ମିଳିବ ବୋଲି ରାକେଶ କହିଛନ୍ତି।

ଆକ୍ସନକୁ ଜୋରଦାର କରିବାକୁ ରାକେଶ ସମସ୍ତ ପ୍ରକାର ପ୍ଲାନ କରି ସାରିଛନ୍ତି। ଫିଲ୍ମ ପାଇଁ ଅନ୍ତର୍ଜାତୀୟ ସ୍ତରର ଆକ୍ସନ ଡାଇରେକ୍ଟରଙ୍କୁ ନିଯୁକ୍ତି ଦିଆଯିବ। ‘କ୍ରିସ୍‌-୪’ରେ ଆମେ ଅଲଗା ପ୍ରକାରର ଆକ୍ସନ ଦେଖାଇବାକୁ ଚାହୁଛୁ, ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନାହିଁ ବୋଲି ରାକେଶ କହିଛନ୍ତି।

Previous ArticleNext Article

Send this to a friend