ସଞ୍ଜୟଙ୍କ ପାଇଁ ଅଧାରୁ ଗୀତ ଗାଇବା ବନ୍ଦ କରିଦେଲେ ଲତାଜୀ

ମୁମ୍ବାଇ: ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ତିଆରି ହେଉଥିବା ଫିଲ୍ମ ‘ସଞ୍ଜୁ’ ଜୁନ୍‌ ୨୯ ତାରିଖରେ ରିଲିଜ୍‌ ହେବ। ଫିଲ୍ମରେ ଖାସ୍‌ କରି ତାଙ୍କ ଡ୍ରଗ୍ସ ଆଡିକ୍ସନ ଓ ମୁମ୍ବାଇ ବମ୍‌ ବ୍ଲାଷ୍ଟକୁ କଭର କରାଯାଇଛି। କିନ୍ତୁ ତାଙ୍କ ଜୀବନ ସହିତ ଜଡ଼ିତ ଏମିତି ଅନେକ କଥା ଅଛି ଯାହା ହୁଏତ ଆପଣ ଜାଣି ନଥିବେ। ତେବେ ଚାଲନ୍ତୁ ଜାଣିବା ତାଙ୍କ ଜୀବନ ସହ ଜଡ଼ିତ କିଛି ଅଜଣା କଥା। ଥରେ ସଞ୍ଜୟଙ୍କ ପାଇଁ ଲତା ମଙ୍ଗେସ୍‌କରଙ୍କୁ  […]

lata

lata

Rakesh Mallick
  • Published: Tuesday, 26 June 2018
  • Updated: 26 June 2018, 09:53 AM IST

ମୁମ୍ବାଇ: ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ତିଆରି ହେଉଥିବା ଫିଲ୍ମ ‘ସଞ୍ଜୁ’ ଜୁନ୍‌ ୨୯ ତାରିଖରେ ରିଲିଜ୍‌ ହେବ। ଫିଲ୍ମରେ ଖାସ୍‌ କରି ତାଙ୍କ ଡ୍ରଗ୍ସ ଆଡିକ୍ସନ ଓ ମୁମ୍ବାଇ ବମ୍‌ ବ୍ଲାଷ୍ଟକୁ କଭର କରାଯାଇଛି। କିନ୍ତୁ ତାଙ୍କ ଜୀବନ ସହିତ ଜଡ଼ିତ ଏମିତି ଅନେକ କଥା ଅଛି ଯାହା ହୁଏତ ଆପଣ ଜାଣି ନଥିବେ। ତେବେ ଚାଲନ୍ତୁ ଜାଣିବା ତାଙ୍କ ଜୀବନ ସହ ଜଡ଼ିତ କିଛି ଅଜଣା କଥା।
ଥରେ ସଞ୍ଜୟଙ୍କ ପାଇଁ ଲତା ମଙ୍ଗେସ୍‌କରଙ୍କୁ  ଗୀତ ଗାଉଥିବା ସମୟରେ ଅଧାରେ ବନ୍ଦ କରିବାକୁ ପଡ଼ିଥିଲା। ସଞ୍ଜୟଙ୍କ ଜୀବନର ଏହି ଘଟଣା ବିଷୟରେ ତାଙ୍କ ବାପା ସୁନୀଲ ଦତ୍ତ ଫାରୁଖ୍‌ ସେଖ୍‌ଙ୍କ ଟକ୍‌ ଶୋ’ ‘ଜୀନା ଇସି କା ନାମ୍‌ ହୈ’ରେ କହିଥିଲେ।

ଘଟଣା ହେଉଛି ୧୯୭୧ ମସିହାର। ସୁନୀଲ ଦତ୍ତ ସେ ସମୟରେ ଲତା ମଙ୍ଗେସ୍‌କର ଓ ଇଣ୍ଡଷ୍ଟ୍ରିର ଆଉ କିଛି ଲୋକଙ୍କ ସହ ଏକ କନ୍‌ସର୍ଟରେ ଯୋଗ ଦେବା ପାଇଁ ବାଙ୍ଗଲାଦେଶ ଯାଇଥିଲେ। ସେତେବେଳେ ସଞ୍ଜୁ ୧୨ ବର୍ଷର ହୋଇଥିଲେ। ସ୍କୁଲ ଛୁଟି ଥିବାରୁ ସେ ଘରକୁ ଆସିଥିଲେ। ଆଉ ସେ ମଧ୍ୟ ତାଙ୍କ ବାପାଙ୍କ ସହ ଯିବାକୁ ଜିଦି କରିଥିଲେ। ସୁନୀଲ କିନ୍ତୁ ତାଙ୍କୁ ମନା କରିଥିଲେ। ସେ ନ ମାନିବାରୁ ସୁନୀଲ କହିଥିଲେ, ‘‘ଦେଖ ସବୁ କଳାକାର ଯାଉଛନ୍ତି। ତୁମେ ଯାଅନି। ଯଦି ତୁମେ ସାଙ୍ଗରେ ଯିବ ତେବେ ତୁମକୁ କିଛିନା କିଛି ବାଦ୍ୟଯନ୍ତ୍ର ବଜାଇବାକୁ  ପଡ଼ିବ।’’ ଏକଥା ଶୁଣି ସଞ୍ଜୁ କହିଥିଲେ ସେ ବାଙ୍ଗୋ ବଜାଇବେ। ତା’ପରେ ସମସ୍ତେ ବାଙ୍ଗଲାଦେଶ ପହଞ୍ଚିଥିଲେ। ନିର୍ଦ୍ଧାରିତ କର୍ଯ୍ୟକ୍ରମ ଅନୁସାରେ ଲତାଜୀ ଗୀତ ଗାଇବା ଆରମ୍ଭ କଲେ। କିନ୍ତୁ ବାଙ୍ଗୋ ଭୁଲ୍‌ ବାଜୁଥିବାରୁ ଲତାଜୀ ହଠାତ ମଝିରେ ରହିଗଲେ। ସେ ବହୁତ ରାଗି ଯାଇଥିଲେ। ସେ ବୁଲିକି ଚାହିଁଲେ,  ସଞ୍ଜୁ ବାଙ୍ଗୋ ବଜାଉଥିଲେ।  ତା’ପରେ ତାଙ୍କ ରାଗ ଶାନ୍ତ ହୋଇ ଯାଇଥିଲା। ସେ ସଞ୍ଜୁଙ୍କୁ କହିଥିଲେ ବଜାଉ ଥାଅ।”
ସଞ୍ଜୁ ଗୋଟିଏ ଧୁନ୍‌ ହିଁ ବଜାଉ ଥିଲେ
ସଞ୍ଜୟ ଦତ୍ତ ସ୍କୁଲ୍‌ରେ ବ୍ୟାଣ୍ଡ୍‌ ବଜାଉଥିଲେ। ଏକ ସାକ୍ଷତକାରରେ ସଞ୍ଜୟ ଦତ୍ତଙ୍କ ଛୋଟ ଭଉଣୀ  ଫ୍ରିୟା ଫାରୁଖ୍‌ ସେଖ୍‌ଙ୍କୁ ପଚରା ଯାଇଥିଲା ଯେ, ସଞ୍ଜୁ କ’ଣ କେବେ ଘରେ ବ୍ୟାଣ୍ଡ୍‌ ବଜାନ୍ତି? ଉତ୍ତରରେ ସେ କହିଥିଲେ, ଘରେ ଡ୍ରମ ସେଟ୍‌ ଥିଲା। ତେଣୁ ସେ ବ୍ୟାଣ୍ଡ ବଜାନ୍ତି। କିନ୍ତୁ ସେ ଆଲାରାମ୍‌ ପରି ବଜାଉଥିଲେ। କାହିଁକି ନା ସେ ସେଥିରେ ଗୋଟିଏ ହିଁ ଧୁନ୍‌ ସବୁବେଳେ ବଜାଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story