‘ଲୈଲା ମେ ଲୈଲା’ ପାଇଁ ସନିଙ୍କୁ ଚାରି କୋଟିର ଅଫର୍‌

lela-o-lela

ମୁମ୍ବାଇ: ‘ରଇସ୍‌’ର ‘ଲୈଲା ମେ ଲୈଲା’ ଗୀତ ପାଇଁ ଅଭିନେତ୍ରୀ ସନି ଲିଓନୀ ଏବେ ଖୁବ୍‌ ଚର୍ଚ୍ଚାରେ। କ୍ରିସମାସ ଓ ନୂଆବର୍ଷ ଉପଲକ୍ଷେ ଏହି ଗୀତରେ ଲାଇଭ ପରଫରମାନ୍ସ ପାଇଁ ସନିଙ୍କୁ ୪କୋଟି ଟଙ୍କାର ଅଫର ଦିଆଯାଇଛି। ତାଙ୍କୁ ଏହି ଅଫର ‘ରଇସ’ର ଟ୍ରେଲର ରିଲିଜ ପରେ ମିଳିଛି।

କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ କରାଯାଇଥିଲା। ଦର୍ଶକଙ୍କୁ ଟ୍ରେଲର କାଫି ପସନ୍ଦ ଆସିଥିବା ବେଳେ ଟ୍ରେଲରରେ ‘ଲୈଲା ମେ ଲୈଲା’ ଗୀତର ରିମେକ୍‌ ଭର୍ସନ୍‌ର କିଛି ଝଲକ ଦେଖିବାକୁ ମିଳିଛି। ଗୀତରେ ସନିଙ୍କ ଡ୍ୟାନ୍ସ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି।

Previous ArticleNext Article

Send this to a friend