ପ୍ରିୟା ପ୍ରକାଶଙ୍କ କପି କଲେ ଧୋନୀ, ମାରିଲେ ଆଖି

ଆଇପିଏଲ୍ ୨୦୧୮ ଯୁଦ୍ଧ ଚାଲିଛି। ଚ୍ୟାମ୍ପିୟନ୍‌ ଅପେକ୍ଷାରେ ଏବେ ସବୁ ଖେଳାଳି। ଗୋଟେ ପଟେ ମ୍ୟାଚ୍‌ ଚିନ୍ତା ଆଉ ଗୋଟେ ପଡେ ମଜାମସ୍ତି। ଅର୍ଥାତ ମ୍ୟାଚ୍‌କୁ ନେଇ ଯେତେ ଚିନ୍ତା ରହୁଥିଲେ ମଧ୍ୟ ମଜାମସ୍ତି କରିବାକୁ ଭୁଲୁ ନାହାଁନ୍ତି ଆମ ଖେଳାଳି। ଏଇ ଯେମିତି ମହେନ୍ଦ୍ର ସିଂ ଧୋନୀ। କେତେବେଳେ ନିଜର ଦମ୍‌ଦାର ପ୍ରଦର୍ଶନ ପାଇଁ ତ କେତବେଳେ ଝିଅ ଜିଭା ସହ କରୁଥିବା ମଜାମସ୍ତି ପାଇଁ ଚର୍ଚ୍ଚାରେ ରହୁଛନ୍ତି। ଜାଣିଛନ୍ତ, ଧୋନୀ ଏବେ ପୁଣି ଚର୍ଚ୍ଚା […]

Priya-dhoni

Priya-dhoni

Rakesh Mallick
  • Published: Friday, 27 April 2018
  • Updated: 27 April 2018, 10:51 AM IST

ଆଇପିଏଲ୍ ୨୦୧୮ ଯୁଦ୍ଧ ଚାଲିଛି। ଚ୍ୟାମ୍ପିୟନ୍‌ ଅପେକ୍ଷାରେ ଏବେ ସବୁ ଖେଳାଳି। ଗୋଟେ ପଟେ ମ୍ୟାଚ୍‌ ଚିନ୍ତା ଆଉ ଗୋଟେ ପଡେ ମଜାମସ୍ତି। ଅର୍ଥାତ ମ୍ୟାଚ୍‌କୁ ନେଇ ଯେତେ ଚିନ୍ତା ରହୁଥିଲେ ମଧ୍ୟ ମଜାମସ୍ତି କରିବାକୁ ଭୁଲୁ ନାହାଁନ୍ତି ଆମ ଖେଳାଳି। ଏଇ ଯେମିତି ମହେନ୍ଦ୍ର ସିଂ ଧୋନୀ। କେତେବେଳେ ନିଜର ଦମ୍‌ଦାର ପ୍ରଦର୍ଶନ ପାଇଁ ତ କେତବେଳେ ଝିଅ ଜିଭା ସହ କରୁଥିବା ମଜାମସ୍ତି ପାଇଁ ଚର୍ଚ୍ଚାରେ ରହୁଛନ୍ତି। ଜାଣିଛନ୍ତ, ଧୋନୀ ଏବେ ପୁଣି ଚର୍ଚ୍ଚା ଘେରକୁ ଚାଲିଆସିଛନ୍ତି। କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଧୋନୀ ଏବେ ଆଖି ମାରୁଛନ୍ତି। ଝିଅଙ୍କ ଭଳି 'ନୟନ ମଟକ୍କା' କରୁଛନ୍ତି।

ବାସ୍ତବରେ ସେ ପ୍ରିୟା ପ୍ରକାଶଙ୍କ ଷ୍ଟାଇଲ୍‌କୁ କପି କରିଛନ୍ତି। ଅର୍ଥାତ ଆଖି ମାରି ହିଟ୍‌ ହୋଇଥିବା ଅଭିନେତ୍ରୀ ଯେଭଳି ଢଙ୍ଗରେ ଆଖି ମାରୁଥିଲେ ଧୋନୀ ମଧ୍ୟ ସେମିତି ଆଖି ମାରିଛନ୍ତି।  ତାଙ୍କର ଏହି ଆଖିମରା ଫଟୋ ଏବେ ଭାଇରାଲ ହେଉଛି। ଏହି ଫଟୋକୁ ଧୋନୀଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ସପନା ଭାୱନାନୀ ସୋସିଆଲ୍‌ ମିଡିଆରେ ସେୟାର କରିଥିଲେ। ଏଥିରେ ଧୋନୀ ଚେନ୍ନାଇ ସୁପର କିଙ୍ଗ ଡ୍ରେସରେ ଠିଆ ହୋଇ ଆଖି ମାରୁଥିବା ଦେଖାଯାଇଛି।

ନିକଟରେ ଚେନ୍ନାଇ ସୁପର କିଙ୍ଗ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗଲୋର ମଧ୍ୟରେ ଏକ ରୋମାଞ୍ଚକର ସିରିଜ୍‌ ଖେଳାଯାଇଥିଲା। ଯେଉଁଥିରେ ସେ ୭୦ରନ୍‌ କରି ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲେ। ସେଦିନ ସେ କେବଳ ମ୍ୟାଚ ଜିତାଇ ନଥିଲେ ନିଜ ଭିତରେ କେତେ ସାମର୍ଥ୍ୟ ଅଛି ତାହା ମଧ୍ୟ ଦେଖାଇ ଦେଇଥିଲେ। ସେଦିନ ମ୍ୟାଚରେ ସବୁଠୁ ରୋମାଞ୍ଚକର ଥିଲା ଶେଷ ଓଭର। ଯେତେବେଳେ ଜିତିବା ପାଇଁ ୬ବଲରେ ୧୬ରନ୍‌ ଆବଶ୍ୟକ ଥିଲା। ଶେଷ ବଲରେ ଛକା ମାରି ଧୋନି ମ୍ୟାଚକୁ ଜିତାଇବାରେ ସଫଳ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story