କାଷ୍ଟିଂ କାଉଚ୍‌କୁ ନେଇ ଏମିତି କହିଲେ ମାହୀ ଗିଲ୍‌

ବଲିଉଡ୍‌ ହେଉ ବା ଓଲିଉଡ୍‌। ସବୁଠି ଲାଗିଛି କାଷ୍ଟିଂ କାଉଚ୍‌ର ଛିଟା। ଦେଖାଦେଇଛି ବିବାଦ। କିଛି ଦିନ ତଳେ ଏମିତି ଏକ ବିଦାଦ ଦେଖାଦେଇଥିଲା ସାଉଥ୍‌ ଇଣ୍ଡଷ୍ଟ୍ରି। କାଷ୍ଟିଂ କାଉଚ୍‌ରେ ଶିକାର ହୋଇଥିବା ଜଣେ ଅଭିନେତ୍ରୀ ଲଙ୍ଗଳା ହୋଇ ପ୍ରତିବାଦ କରିଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏବେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବଲିଉଡ୍‌ରେ ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ମାହୀ ଗିଲ୍‌। ସେ କହିଛନ୍ତି, ରୋଲ୍‌ ଦରକାର ତ ରାତିରେ ଆସିବାକୁ […]

mahi2_1525245888

mahi2_1525245888

Rakesh Mallick
  • Published: Sunday, 13 May 2018
  • Updated: 13 May 2018, 07:18 AM IST

Sports

Latest News

ବଲିଉଡ୍‌ ହେଉ ବା ଓଲିଉଡ୍‌। ସବୁଠି ଲାଗିଛି କାଷ୍ଟିଂ କାଉଚ୍‌ର ଛିଟା। ଦେଖାଦେଇଛି ବିବାଦ। କିଛି ଦିନ ତଳେ ଏମିତି ଏକ ବିଦାଦ ଦେଖାଦେଇଥିଲା ସାଉଥ୍‌ ଇଣ୍ଡଷ୍ଟ୍ରି। କାଷ୍ଟିଂ କାଉଚ୍‌ରେ ଶିକାର ହୋଇଥିବା ଜଣେ ଅଭିନେତ୍ରୀ ଲଙ୍ଗଳା ହୋଇ ପ୍ରତିବାଦ କରିଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏବେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବଲିଉଡ୍‌ରେ ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ମାହୀ ଗିଲ୍‌। ସେ କହିଛନ୍ତି, ରୋଲ୍‌ ଦରକାର ତ ରାତିରେ ଆସିବାକୁ ଡାକୁଛନ୍ତି ନିର୍ଦ୍ଦେଶକ।

ମାହୀ କହିଛନ୍ତି-“ବଲିଉଡ୍‌ରେ ଅଭିନୟ କରିବାର ମୋର ବହୁ ଆଗ୍ରହ ଥିଲା। ସେଥିପାଇଁ ମୁମ୍ୱାଇ ଆସିଥିଲି। ଥରେ ଜଣେ ନିର୍ଦ୍ଦେଶକଙ୍କୁ ଦେଖା କରିବାକୁ ଯାଇଥିଲି। ସେହି ସମୟରେ ସାଲୱାର୍‌ ଓ ସୁଟ୍‌ ପିନ୍ଧିଥିଲା। ମୋତେ ଦେଖି ନିର୍ଦ୍ଦେଶକ କହିଥିଲେ ଏମିତି ରୂପରେ ଆସିଲେ ଅଭିନୟ କରିବାକୁ କେହି ସୁଯୋଗ ଦେବେନି। ଏହାପରେ ମୁଁ ଆଉ ଜଣେ ନିର୍ଦ୍ଦେଶକଙ୍କୁ ଦେଖା କରିବାକୁ ଯାଇଥିଲି। ସେ ସଙ୍ଗେ ସଙ୍ଗେ କହିଥିଲେ ତୁମେ ରାତିରେ ଆସ ଦେଖିବା କେମିତି ଦେଖାଯାଉଛ? ଏହି ସମୟରେ ଆହୁରି ୩ରୁ ୪ ଜଣ ଲୋକ ତାଙ୍କ ପାଖରେ ବସିଥିଲେ। ଏପରି କଥା ଶୁଣି ଭାରି ଖରାପ ଲାଗିଥିଲା। ମୁମ୍ୱାଇ ପ୍ରଥମ ଥର ପାଇଁ ଆସିଥିବାରୁ ଭାରି ଡରି ଯାଇଥିଲି।”

ସେ କହିଛନ୍ତି-“ନିର୍ଦ୍ଦେଶକଙ୍କଠାରୁ ଏପରି କଥା ଶୁଣି ବିବ୍ରତ ହୋଇପଡ଼ିଥିଲି। ସତରେ କଣ ସୁଟ୍‌ ପିନ୍ଧିଲେ ଅଭିନୟ କରିବାକୁ ସୁଯୋଗ ମିଳେନି? ଏହି ପ୍ରସଙ୍ଗରେ ବହୁ ଲୋକ ମୋତେ ଭିନ୍ନ ଭିନ୍ନ ମତ ଦେଇଛନ୍ତି।”

ମହୀ ଗିଲ ୨୦୦୭ ମସିହାରେ ବଲିଉଡ୍‌ରେ ପ୍ରବେଶ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ହେଉଛି ‘ଖୋୟା ଖୋୟା ଚାନ୍ଦ’। କିନ୍ତୁ ୨୦୦୮ ମସିହାରେ ‘Dev D’ ଫିଲ୍ମ ପାଇଁ ଦର୍ଶକଙ୍କ ନଜରକୁ ଆସିଥିଲେ। ଏହାଛଡ଼ା ଅହୁରି ଅନେକ ହିନ୍ଦୀ ଫିଲ୍ମରେ ସେ ଅଭିନୟ କରିଛନ୍ତି। ୨୦୧୮ରେ ତାଙ୍କର ଆଉ ଏକ ଫିଲ୍ମ ଆସୁଛି। ଯାହାର ନାଁ ହେଉଛି ‘ସାହେବ ଗେଙ୍ଗଷ୍ଟର-୩’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story