ଚାଇଲ୍ଡ ଆର୍ଟିଷ୍ଟ ଭାବେ ସମସ୍ତଙ୍କ ମନ ଜିଣିଥିଲେ, ଜାଣନ୍ତୁ ସେମିତି କିଛି କଳାକାରଙ୍କୁ  

ବଲିଉଡ୍‌ରୁ ନେଇ ଟିଭି ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଅନେକ ସେଲିବ୍ରିଟି ଅଛନ୍ତି ଯେଉଁମାନେ ଚାଇଲ୍ଡ ଆର୍ଟିଷ୍ଟ ଭାବେ କାର୍ଯ୍ୟ କରିଥିଲେ। ଏବେ ଏମାନଙ୍କ ଲୁକ୍‌ରେ ଅନେକ ପରିବର୍ତ୍ତନ ଆସିଛି। ଚାଲନ୍ତୁ ମନେ ପକାଇବା ଏମିତି କିଛି କଳାକାରଙ୍କ ପିଲା ଦିନର ଚେହେରାକୁ। ଜିବ୍‌ରାନ୍ ଖାନ୍‌– ‘କଭି ଖୁସି କଭି ଗମ୍‌’ (୨୦୦୦୧)ରେ ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଭୂମିକାରେ ଅଭିନୟ କରିଥିଲେ ଜିବ୍‌ରାନ୍। ପରେ ସେ ଫିଲ୍ମ ‘ରିସ୍ତେ’ (୨୦୦୨)ରେ ଅଭିନୟ କରିଥିଲେ। ରିପୋର୍ଟ ମୁତାବକ ଜିବ୍‌ରାନ୍‌ ଖୁବ୍ ଜଲ୍‌ଦି […]

childartist

childartist

Rakesh Mallick
  • Published: Thursday, 16 November 2017
  • Updated: 16 November 2017, 12:04 PM IST

ବଲିଉଡ୍‌ରୁ ନେଇ ଟିଭି ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଅନେକ ସେଲିବ୍ରିଟି ଅଛନ୍ତି ଯେଉଁମାନେ ଚାଇଲ୍ଡ ଆର୍ଟିଷ୍ଟ ଭାବେ କାର୍ଯ୍ୟ କରିଥିଲେ। ଏବେ ଏମାନଙ୍କ ଲୁକ୍‌ରେ ଅନେକ ପରିବର୍ତ୍ତନ ଆସିଛି। ଚାଲନ୍ତୁ ମନେ ପକାଇବା ଏମିତି କିଛି କଳାକାରଙ୍କ ପିଲା ଦିନର ଚେହେରାକୁ।

jibranଜିବ୍‌ରାନ୍ ଖାନ୍‌- ‘କଭି ଖୁସି କଭି ଗମ୍‌’ (୨୦୦୦୧)ରେ ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଭୂମିକାରେ ଅଭିନୟ କରିଥିଲେ ଜିବ୍‌ରାନ୍। ପରେ ସେ ଫିଲ୍ମ ‘ରିସ୍ତେ’ (୨୦୦୨)ରେ ଅଭିନୟ କରିଥିଲେ। ରିପୋର୍ଟ ମୁତାବକ ଜିବ୍‌ରାନ୍‌ ଖୁବ୍ ଜଲ୍‌ଦି ଧର୍ମା ପ୍ରଡକ୍ସନର ଏକ ଫିଲ୍ମରେ ନଜର ଆସିବେ।

swetaଶ୍ୱେତା ବାସୁ ପ୍ରସାଦ- ଶ୍ୱେତା ଫିଲ୍ମ ସହ ଟେଲିଭିଜନ ସିରିଏଲ୍‌ରେ ବି କାମ କରିଛନ୍ତି। ସେ ଟିଭି ଶୋ’ ‘କୁଟୁମ୍ବ’, ‘କାହାନୀ ଘର୍‌ ଘର୍‌ କୀ’ ଓ ‘ଚନ୍ଦ୍ର ନନ୍ଦିନୀ’ରେ ଅଭିନୟ କରିଛନ୍ତି। ଏହାଛଡ଼ା ସେ ‘ମକ୍‌ଡୀ’(୨୦୦୨), ‘ଇକ୍‌ବାଲ୍’(୨୦୦୫), ‘ଡର୍‌ନା ଜରୁରୀ ହୈ’(୨୦୦୬), ‘ବଦ୍ରିନାଥ୍‌ କି ଦୁଲହନିଆଁ’ (୨୦୧୭)ରେ ଅଭିନୟ କରିଛନ୍ତି। କିଛି ଦକ୍ଷିଣ ଭାରତୀୟ ଫିଲ୍ମରେ ସେ ଲିଡ୍ ରୋଲ୍‌ରେ କାମ କରିଛନ୍ତି।

tanviତନଭୀ ହେଗଡେ- ତନଭୀ ଟିଭି ସିରିଏଲ୍‌ ସହ ଅନେକ ଫିଲ୍ମରେ କାମ କରିଛନ୍ତି। ସେ ଟିଭିଶୋ’ ‘ସୋନପୁରୀ’, ‘ସାକା ଲାକା ବୁମ୍‌ବୁମ୍‌’,ରେ କାମ କରିଛନ୍ତି। ସେ ‘ଚମ୍ପିଆନ୍‌’(୨୦୦୨), 'ରାହୁଲ୍'(୨୦୦୧), 'ପିତା'(୨୦୦୨), 'ୱାଡ୍ ଲାଇଫ୍‌ ହୋ ତୋ ଐସି'(୨୦୦୫)ରେ ସହ ଅନ୍ୟ ଫିଲ୍ମରେ କାମ କରିଛନ୍ତି।

kinsuk2କିଂଶୁକ ବୈଦ୍ୟ- କିଂଶୁକ ‘ସାକା ଲାକ ବୁମ୍‌ ବୁମ୍‌’ରେ କାମ କରି ଖୁବ୍‌ ସଫଳ ହୋଇଛନ୍ତି। ଏହା ଛଡ଼ା ସେ ‘ଏକ ରିସ୍ତା ସାଝୋଦାରୀ’ରେ ଲିଡ୍‌ ରୋଲରେ ନଜର ଆସିଛନ୍ତି। ସେ ଫିଲ୍ମ ‘ରାଜୁ ଚାଚା’ରେ ଚାଇଲ୍ଡ ଅର୍ଟିଷ୍ଟ ଭାବେ ନଜର ଆସିଥିଲେ।

alihajiଅଲ୍ଲୀ ହାଜି- ଅଲ୍ଲୀ ହାଜି ଅନେକ ଫିଲ୍ମରେ ଚାଇଲ୍ଡ ଆର୍ଟିଷ୍ଟ ଅଭିନୟ କରିଥିଲେ। ସେ ‘ଫ୍ୟାମିଲି’(୨୦୦୬), ‘ଫନା’(୨୦୦୬), ‘ପାର୍ଟନର’(୨୦୦୭), ‘ଦ୍ରୋଣ’ (୨୦୦୮) ଓ ‘ଲାଇଫ୍‌ ପାର୍ଟନର’(୨୦୦୯)ରେ କାମ କରିଛନ୍ତି।  ଅଲ୍ଲିଙ୍କର ନିଜର ଥିଏଟର ପ୍ରଡକ୍ସନ ଷ୍ଟୁଡିଓ ଅଛି।

sanaସନା ସଇଦ୍‌- ସନା ଚାଇଲ୍ଡ୍‌ ଆର୍ଟିଷ୍ଟ ଭାବେ ଫିଲ୍ମ ‘କୁଛକୁଛ୍ ହୋତା ହୈ’ରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ସେ ‘ହର ଦିଲ୍‌ଜୋ ପ୍ୟାର କରେଗା’(୨୦୦୦), ‘ବାଦଲ’ (୨୦୦୦),ରେ ନଜର ଆସିଥିକଲେ। ସେ ଟିଭି ରିଆଲିଟି ଶୋ’ ‘ଝଲକ ଦିଖ୍‌ଲା ଜା’ (୨୦୧୩), ‘ନଚ୍‌ବଲିଏ’(୨୦୧୫) ଓ ‘ଖତରୋକି ଖିଲାଡ଼ି’ (୨୦୧୬)ରେ ପ୍ରତିଯୋଗୀ ଥିଲେ।

jhhanakଝନକ ଶୁକ୍ଳା- ଝନକ୍‌ ଫିଲ୍ମ ସହ ଅନେକ ସିରିଏଲ୍‌ରେ କାମ କରିଛନ୍ତି। ସେ ସିରିଏଲ୍‌ ‘କରସ୍ମା କା କରିସ୍ମା’, ‘ସୋନପରୀ’ ଓ ‘ଗୁମ୍‌ରାହ’ରେ କାମ କରିଛନ୍ତି। ଫିଲ୍ମ ‘କଲ୍ ହୋ ନ ହୋ’ରେ ସେ ପ୍ରୀତି ଜିଣ୍ଟାଙ୍କ ଭଉଣୀ ଭୂମିକାରେ ନଜର ଆସିଥିଲେ।

jugalଯୁଗଲ ହଂସରାଜ- ଯୁଗଲ ହଂସରାଜ୍‌ ଚାଇଲ୍ଡ ଆର୍ଟିଷ୍ଟ ଭାବେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିରଲେ। ସେ ୧୯୮୩ ରେ ଫିଲ୍ମ ‘ମାସୁମ୍‌’ରୁ ଡେବ୍ୟୁ କରିଥିଲେ। ‘ପାପା କହତେ ହୈଁ’(୧୯୯୫) ଓ ‘ମହୋବତେଁ’(୨୦୦୦) ସହ ଆଉ କିଛି ଫିଲ୍ମରେ ସେ କାମ କରିଛନ୍ତି । ସେ ସିରିଏଲ୍‌ ‘ୟେ ହୈ ଆଶିକୀ’ (୨୦୧୩)ରେ ଅଭିନୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story