ସେଲିବ୍ରିଟିଙ୍କ ବିବାହରେ ନିରାଶ ହେଲେ ଫିମେଲ୍‌ ଫ୍ୟାନ୍: କହିଲେ ୬୫୮ବର୍ଷ କାନ୍ଦିବି

ମୁମ୍ବାଇ: ଶେଷରେ ସମସ୍ତ ଆଲୋଚନା ଓ ସମାଲୋଚନାର ଅନ୍ତ ଘଟିଛି। ବିବାହ କରିଛନ୍ତି ଫିଲ୍ମ ନିର୍ଦ୍ଦେଶକ ତଥା ମଡେଲ୍‌ ମିଲିନ୍ଦ ସୋମନ। ଗତ କିଛି ଦିନ ହେବ ସେ ନିଜଠାରୁ ୨୫ବର୍ଷ ସାନ ଅଙ୍କିତା କୋନୱରଙ୍କୁ ଡେଟ୍‌ କରୁଥିବା ନେଇ  ସମାଲୋଚନାର ଶିକାର ହେଉଥିଲେ ମିଲିନ୍ଦ। ଗତକାଲି ବୈଦିକ ରୀତି ନୀତିରେ ଉଭୟ ବିବାହ କରି ସମସ୍ତଙ୍କୁ ଏକ ପ୍ରକାର ଆଶ୍ଚର୍ଯ୍ୟ କରିଦେଇଛନ୍ତି। ମୁମ୍ୱାଇର ଅଲିବାଗରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିବାହ ସମୟରେ ମିଲିନ୍ଦ […]

article-l-201841118543332073000

article-l-201841118543332073000

Rakesh Mallick
  • Published: Monday, 23 April 2018
  • Updated: 23 April 2018, 01:11 PM IST

Sports

Latest News

ମୁମ୍ବାଇ: ଶେଷରେ ସମସ୍ତ ଆଲୋଚନା ଓ ସମାଲୋଚନାର ଅନ୍ତ ଘଟିଛି। ବିବାହ କରିଛନ୍ତି ଫିଲ୍ମ ନିର୍ଦ୍ଦେଶକ ତଥା ମଡେଲ୍‌ ମିଲିନ୍ଦ ସୋମନ। ଗତ କିଛି ଦିନ ହେବ ସେ ନିଜଠାରୁ ୨୫ବର୍ଷ ସାନ ଅଙ୍କିତା କୋନୱରଙ୍କୁ ଡେଟ୍‌ କରୁଥିବା ନେଇ  ସମାଲୋଚନାର ଶିକାର ହେଉଥିଲେ ମିଲିନ୍ଦ।

ଗତକାଲି ବୈଦିକ ରୀତି ନୀତିରେ ଉଭୟ ବିବାହ କରି ସମସ୍ତଙ୍କୁ ଏକ ପ୍ରକାର ଆଶ୍ଚର୍ଯ୍ୟ କରିଦେଇଛନ୍ତି।

ମୁମ୍ୱାଇର ଅଲିବାଗରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିବାହ ସମୟରେ ମିଲିନ୍ଦ ସୁନେଲୀ ରଙ୍ଗର କୁର୍ତ୍ତା ପାଇଜାମା ପିନ୍ଧିଥିବା ବେଳେ ଅଙ୍କିତା ମଧ୍ୟ ସୁନେଲୀ ରଙ୍ଗର ଶାଢୀ ପିନ୍ଧିଥିଲେ।

ଏହା ପୂର୍ବରୁ ମିଲିନ୍ଦ ଓ ଅଙ୍କିତାଙ୍କର ମେହେନ୍ଦି ଓ ହଲଦୀ ସେରିମୋନିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ତେବେ କଥା ଏଇଠି ସରିନି। ମିଲିନ୍ଦଙ୍କ ବିବାହ ପରେ ଉଠିଛି ଝଡ। କାରଣ ବିବାହକୁ ନେଇ ଖୁସି ନାହାଁନ୍ତି ମିଲିନ୍ଦଙ୍କ ମହିଳା ପ୍ରଶଂସକ। ବିବାହ ପରେ ମିଲିନ୍ଦଙ୍କର କିଛି ମହିଳା ପ୍ରଶଂସକ ତାଙ୍କୁ ଟ୍ୱିଟ୍‌ କରିଛନ୍ତି।

କିଛି ଫିମେଲ୍‌ ଫ୍ୟାନ ଏହା ଏକ ଦୁଃଖଦ ଘଟଣା ଘଟିଲା ବୋଲି କହିଥିବା ବେଳେ କିଛି ଫ୍ୟାନ୍‌ ତାଙ୍କର ଦ୍ୱିତୀୟ ବିବାହ ଅଙ୍କିତାଙ୍କ ସହ କାହିଁକି ହେଲା ବୋଲି ପ୍ରଶ୍ନ କରିଛନ୍ତି। ସେଥିରେ ଏମିତି ଜଣେ ପ୍ରଶଂସକ ଅଛନ୍ତି ଯେ ମିଲିନ୍ଦଙ୍କ ବିବାହରେ ୬୫୮ବର୍ଷ କାନ୍ଦିବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story