ଆଜି କିସ୍‌ ଡେ’: ଜାଣନ୍ତୁ କିଛି ଚର୍ଚ୍ଚିତ କିସ୍‌ ସଂପର୍କରେ

ଏବେ ଚାଲିଛି ଭେଲେଣ୍ଟାଇନ୍ସ ସପ୍ତାହ। ଆଜି ହେଉଛି ଏହି ସପ୍ତାହର କିସ୍‌ ଡେ’। ଏହି ଦିନରେ ଚାଲନ୍ତୁ ଜାଣିବା କିଛି ଚର୍ଚ୍ଚିତ କିସ୍‌ ସଂପର୍କରେ, ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ରିଚାର୍ଡ ଗେରେ ଓ ଶିଲ୍ପା ସେଟ୍ଟୀ: ଅଭିନେତା ରିଚାର୍ଡ ଗେରେ ଏକ ଏଡ୍‌ସ ଆୱାରନେସ୍‌ ପ୍ରୋଗ୍ରାମ ସମୟରେ ଶିଳ୍ପାଙ୍କୁ କିସ୍‌ କରିଥିଲେ। ଏହି କିସ୍‌କୁ ନେଇ ଚାରିଆଡେ ଖୁବ୍‌ ଚର୍ଚ୍ଚା ହେଇଥିଲା। ଏମିତି କୁହାଯାଉଥିଲା ଯେ, ରିଚାର୍ଡ ନିୟନ୍ତ୍ରଣ ହରାଇ ହଠାତ୍‌ ଶିଳ୍ପାଙ୍କୁ କିସ୍‌ […]

kiss

kiss

Rakesh Mallick
  • Published: Tuesday, 13 February 2018
  • Updated: 13 February 2018, 01:54 PM IST

ଏବେ ଚାଲିଛି ଭେଲେଣ୍ଟାଇନ୍ସ ସପ୍ତାହ। ଆଜି ହେଉଛି ଏହି ସପ୍ତାହର କିସ୍‌ ଡେ’। ଏହି ଦିନରେ ଚାଲନ୍ତୁ ଜାଣିବା କିଛି ଚର୍ଚ୍ଚିତ କିସ୍‌ ସଂପର୍କରେ, ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା।

ରିଚାର୍ଡ ଗେରେ ଓ ଶିଲ୍ପା ସେଟ୍ଟୀ: ଅଭିନେତା ରିଚାର୍ଡ ଗେରେ ଏକ ଏଡ୍‌ସ ଆୱାରନେସ୍‌ ପ୍ରୋଗ୍ରାମ ସମୟରେ ଶିଳ୍ପାଙ୍କୁ କିସ୍‌ କରିଥିଲେ। ଏହି କିସ୍‌କୁ ନେଇ ଚାରିଆଡେ ଖୁବ୍‌ ଚର୍ଚ୍ଚା ହେଇଥିଲା। ଏମିତି କୁହାଯାଉଥିଲା ଯେ, ରିଚାର୍ଡ ନିୟନ୍ତ୍ରଣ ହରାଇ ହଠାତ୍‌ ଶିଳ୍ପାଙ୍କୁ କିସ୍‌ କରିଥିଲେ। ଏହି ପ୍ରୋଗ୍ରାମ ଦିଲ୍ଲୀରେ ଟ୍ରକ୍‌ ଡ୍ରାଇଭରଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ଆୟୋଜନ କରା ଯାଇଥିଲା।

ଜ୍ୟାକି ଚାନ୍‌ ଓ ମଲ୍ଲିକା ସେରାୱତ: ହଙ୍ଗକଙ୍ଗର ଆକ୍ସନ ଷ୍ଟାର ଜ୍ୟାକି ଚାନ୍‌ ବଲିଉଡ୍‌ ଷ୍ଟାର ମଲ୍ଲିକା ସେରାୱତଙ୍କୁ ଏକ ଫିଲ୍ମର ପ୍ରମୋସନାଲ ଇଭେଣ୍ଟରେ ଭିନ୍ନ ଢଙ୍ଗରେ କିସ୍‌ କରି ଖୁବ୍‌ ଚର୍ଚ୍ଚାରେ ଥିଲେ।

କରଣ ସିଂହ ଗ୍ରୋଭର ଓ ବିପାସା ବାସୁ: କରଣ ଓ ବିପାସାଙ୍କ ବିବାହ ପରେ ବି ସେମାନଙ୍କ ରୋମାନ୍ସ ଭଟା ପଡ଼ିନାହିଁ। ଅନେକ ସମୟରେ ସେମାନଙ୍କ ରୋମାଣ୍ଟିକ୍‌ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିପାସାଙ୍କ ଜନ୍ମଦିନରେ ଆୟୋଜିତ ପାର୍ଟିରେ କରଣ ତାଙ୍କୁ କିସ୍‌ କରିଥିଲେ। ଏହି କିସ୍‌କୁ ନେଇ ଅନେକ ଦିନ ପର୍ଯ୍ୟନ୍ତ  ଚର୍ଚ୍ଚା ଲାଗି ରହିଥିଲା।

ଦୀପିକା ପାଦୁକୋନ୍‌ ଓ ଶାହାରୁଖ୍‌ ଖାନ୍‌: କିଙ୍ଗଖାନ୍‌ ଶାହାରୁଖ୍‌ ‘ହାପି ନ୍ୟୁ ଇୟର’ ପ୍ରୋମୋସନ ସମୟରେ ଦୀପିକାଙ୍କ ସହ ଏକ କିସ୍‌ ସିନ୍‌ କରିଥିଲେ। ଯାହା ବହୁଦିନ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥିଲା।

ମୋନିକା ବେଲୁସି ଓ ଏଲେକ୍ସ ଲୁଜ: ୭୦ତମ କାନ୍ସ ଫେଷ୍ଟିଭାଲ ଆୟୋଜନରେ ଇଟାଲିଅନ ଅଭିନେତା ମୋନିକା ବେଲୁସି ଓ ଫ୍ରାନ୍ସ ଅଭିନେତା ଏଲେକ୍ସ ଲୁଜ ନୂଆ ଅନ୍ଦାଜରେ କିସ୍‌ କରିଥିଲେ। ଏହି କିସ୍‌ ଫ୍ୟାସିନେଟ୍‌ କିସ୍‌ ଲିଷ୍ଟରେ ସବୁଠୁ ଉପରେ ରହିଥିଲା।

ଏଡ୍ରିଆନ ବ୍ରୋଡି ଓ ହାଲେ ବେରୀ: ଅଭିନେତା ଏଡ୍ରିଆନ ବ୍ରୋଡି ନିକଟରେ ଓସ୍କର ସେରିମନିରେ ହାଲେ ବେରୀଙ୍କୁ କିସ୍‌ କରିଥିଲେ। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା।

କାନ୍ୟୋ ୱେଷ୍ଟ ଓ କିମ୍‌ କାରଦର୍ଶିୟା: କାର୍ଲିଫର୍ଣ୍ଣିଆରେ ଆନୁଷ୍ଠିତ ୫୭ତମ ଗ୍ରାମୀ ଆୱାର୍ଡ ଫଙ୍କସନରେ ଦୁହେଁ ପରସ୍ପରକୁ କିସ୍‌ କରିଥିଲେ। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲେ।

ଶେରୋନ୍‌ ଷ୍ଟୋନ୍‌ ଓ ରିଚାର୍ଡ ଗେରେ: ଆମେରିକି ଅଭିନେତ୍ରୀ ଶେରୋନ୍ ଅଭିନେତା ରିଚାର୍ଡଙ୍କୁ କିସ୍‌ କରିବା ଦୀର୍ଘଦିନ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story