ମୁକ୍ତିଲାଭ କଲା 'ଗବ୍ବର ଇଜ୍ ବ୍ୟାକ'

ଭୁବନେଶ୍ୱର: ଆଜି ମୁକ୍ତିଲାଭ କରିଛି ଅକ୍ଷୟ କୁମାର ଅଭିନୀତ ଆକ୍ସନ ପ୍ୟାକ୍ଡ ଥ୍ରୀଲର ‘ ଗବ୍ବର ଇଜ୍ ବ୍ୟାକ’।ଏଥିରେ ଖିଲାଡି କୁମାର ଏସିଏଫ୍ ବା ଆଣ୍ଟି କରପସନ୍ ଫୋର୍ସର ନେତୃତ୍ୱ ନେଉଛନ୍ତି । ତାମିଲ ଫିଲ୍ମ ରାମନ୍ନାର ଏହା ରିମେକ ବୋଲି କୁହାଯାଉଛି। ଏହି ଫିଲ୍ମ ପୂର୍ବରୁ କନ୍ନଡ ଓ ତେଲୁଗୁରେ ବି ନିର୍ମିତ ହୋଇସାରିଛି। ଫିଲ୍ମର ନିର୍ଦେଶନା ଦେଇଛନ୍ତି କ୍ରିସ। ଅକ୍ଷୟଙ୍କ ସହିତ ଶ୍ରୁତି ହାସନ ଓ ସୋନୁ ସୁଦ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି […]

gabbar is back

gabbar is back

Rakesh Mallick
  • Published: Friday, 01 May 2015
  • Updated: 01 May 2015, 06:55 AM IST

Sports

Latest News

ଭୁବନେଶ୍ୱର: ଆଜି ମୁକ୍ତିଲାଭ କରିଛି ଅକ୍ଷୟ କୁମାର ଅଭିନୀତ ଆକ୍ସନ ପ୍ୟାକ୍ଡ ଥ୍ରୀଲର ‘ ଗବ୍ବର ଇଜ୍ ବ୍ୟାକ’।ଏଥିରେ ଖିଲାଡି କୁମାର ଏସିଏଫ୍ ବା ଆଣ୍ଟି କରପସନ୍ ଫୋର୍ସର ନେତୃତ୍ୱ ନେଉଛନ୍ତି । ତାମିଲ ଫିଲ୍ମ ରାମନ୍ନାର ଏହା ରିମେକ ବୋଲି କୁହାଯାଉଛି। ଏହି ଫିଲ୍ମ ପୂର୍ବରୁ କନ୍ନଡ ଓ ତେଲୁଗୁରେ ବି ନିର୍ମିତ ହୋଇସାରିଛି। ଫିଲ୍ମର ନିର୍ଦେଶନା ଦେଇଛନ୍ତି କ୍ରିସ। ଅକ୍ଷୟଙ୍କ ସହିତ ଶ୍ରୁତି ହାସନ ଓ ସୋନୁ ସୁଦ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ୟୋ ୟୋ ହନି ସିଂ। ଫିଲ୍ମିରେ ଆକ୍ସନ ସାଙ୍ଗକୁ ରୋମାନ୍ସ ମଧ୍ୟ ରହିଛି। ଏହାର ଏକ ଗୀତରେ ‘ଶୋଲେ’ ଫିଲ୍ମର କିଛି ଚର୍ଚ୍ଚିତ ଡାଇଲଗକୁ ସ୍ଥାନ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos