ବାବା ହୋଇଗଲେ ପପୁ!

ଭୁବନେଶ୍ୱର(ଓଡିଶା ରିପୋର୍ଟର): ହାତରେ ଗାମୁଛା, ବେକରେ ରୁଦ୍ରାକ୍ଷ ମାଳୀ, ଓ ହଳଦିଆ ଧୋତିରେ ପପୁ ପମ୍‌ପମ୍‌। ଶୁଣାଯାଉଛି ସେ କୁଆଡେ ବାବା ହୋଇଗଲେ। ହେଲେ କ’ଣ ପାଇଁ? ଆପଣ ଭାବୁଥିବେ ମନରେ ବୈରାଗ୍ୟ ଆସିଗଲା। ସଂସାର ପ୍ରତି ମୋହ ତୁଟାଇ ସେ ସନ୍ୟାସ ନେଇଗଲେ। କାରଣ ଏମିତି ହେବା ନୂଆ ନୁହେଁ। ପର୍ବରୁ ଶ୍ରୀରାମ ପଣ୍ଡା ଏହି ଦିଗରେ ଗୋଡ ଦେଇସାରିଲେଣି। ଆଜିକାଲି ଯେମିତି ବାବାଙ୍କ କେଳେଙ୍କାରୀ ଖବର ମିଳୁଛି, ଜଣେ ପାକିସ୍ତାନ ବର୍ଡରରେ କାମ କରିବାକୁ […]

papu

papu

Rakesh Mallick
  • Published: Saturday, 24 March 2018
  • Updated: 24 March 2018, 05:37 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ହାତରେ ଗାମୁଛା, ବେକରେ ରୁଦ୍ରାକ୍ଷ ମାଳୀ, ଓ ହଳଦିଆ ଧୋତିରେ ପପୁ ପମ୍‌ପମ୍‌। ଶୁଣାଯାଉଛି ସେ କୁଆଡେ ବାବା ହୋଇଗଲେ। ହେଲେ କ’ଣ ପାଇଁ? ଆପଣ ଭାବୁଥିବେ ମନରେ ବୈରାଗ୍ୟ ଆସିଗଲା। ସଂସାର ପ୍ରତି ମୋହ ତୁଟାଇ ସେ ସନ୍ୟାସ ନେଇଗଲେ। କାରଣ ଏମିତି ହେବା ନୂଆ ନୁହେଁ। ପର୍ବରୁ ଶ୍ରୀରାମ ପଣ୍ଡା ଏହି ଦିଗରେ ଗୋଡ ଦେଇସାରିଲେଣି।

papuଆଜିକାଲି ଯେମିତି ବାବାଙ୍କ କେଳେଙ୍କାରୀ ଖବର ମିଳୁଛି, ଜଣେ ପାକିସ୍ତାନ ବର୍ଡରରେ କାମ କରିବାକୁ ଚାହିଁବ, ହେଲେ ବାବା ହେବନାହିଁ। ଏପରି ସ୍ଥିତିରେ ପପୁ ବାବା ହେବାର ନିଷ୍ପତ୍ତି ପଛରେ ନିଶ୍ଚିତ କିଛି ରହସ୍ୟ ଥିବ। ପପୁ ଏପରି ନିଷ୍ପତ୍ତି ନେବାର କର୍ଣ୍ଣଧାର ହେଉଛି ତରଙ୍ଗ ସିନେ ପ୍ରଡକ୍ସନ୍‌। କଥା ହେଉଛି ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେବାକୁ ଯାଉଛି ଏକ ନୂଆ ପିଲ୍ମ। ଯେଉଁଥିରେ ପପୁଙ୍କୁ ଦେଖିବାକୁ ମିଳିବ ବାବା ବେଶରେ।

papuଫିଲ୍ମର ନାଁ ରହିଛି ‘ସୁନ୍ଦରଗଡର ସଲମନ୍‌ ଖାନ୍‌’। ଯେଉଁଥିରେ ଲିଡ୍‌ ରୋଲ୍‌ରେ ନଜର ଆସିବେ ବାବୁସାନ୍‌ ଓ ନବାଗତା ଅଭିନେତ୍ରୀ ଦିବ୍ୟା। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ପତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍‌ ମଜୁମ୍‌ଦାର। ଫିଲ୍ମଟି ରଜରେ ରିଲିଜ୍‌ ହେବ।

papu

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story