ନୀତୁଙ୍କୁ ପସନ୍ଦ କ’ଣ ଆଲିଆ ?

ମୁମ୍ବାଇ: ବଲିଉଟ୍‌ର ରକ୍‌ଷ୍ଟାର ରଣବୀର। ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚାରେ ରୁହନ୍ତି, ବ୍ୟକ୍ତିଗତ ଜୀବନ ତଥା ପ୍ରେମ ମାମଲାକୁ ନେଇ ସେତିକି ଚର୍ଚ୍ଚିତ ଥାଆନ୍ତି। ବଲିଉଡ୍‌ର ଆଗଧାଡିର ନାୟିକାମାନଙ୍କ ସହ ପ୍ରଥମେ ପ୍ରେମରେ ପଡନ୍ତି ତାପରେ ବ୍ରେକଅପ୍‌ର ସାମ୍ନା କରନ୍ତି। ବାସ୍ତବ ଜୀବନରେ ଏମିତି କିଛି ଚର୍ଚ୍ଚା ହୁଏ ଏହି ନାୟକ ନାମରେ। ବାରମ୍ବାର ରଣବୀରଙ୍କୁ ଏମିତି ସ୍ଥିତିର ସାମ୍ନା କରିବାକୁ ପଡେ। ପ୍ରଥମେ ରଣବୀର ଦୀପିକାଙ୍କୁ ପ୍ରେମ କରୁଥିଲେ। ଦୁହେଁ ପରସ୍ପରକୁ ଖୁବ୍‌ ଭଲ ପାଉଥିଲେ। […]

alia cvr pic

alia cvr pic

Rakesh Mallick
  • Published: Friday, 27 April 2018
  • Updated: 27 April 2018, 01:13 PM IST

ମୁମ୍ବାଇ: ବଲିଉଟ୍‌ର ରକ୍‌ଷ୍ଟାର ରଣବୀର। ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚାରେ ରୁହନ୍ତି, ବ୍ୟକ୍ତିଗତ ଜୀବନ ତଥା ପ୍ରେମ ମାମଲାକୁ ନେଇ ସେତିକି ଚର୍ଚ୍ଚିତ ଥାଆନ୍ତି। ବଲିଉଡ୍‌ର ଆଗଧାଡିର ନାୟିକାମାନଙ୍କ ସହ ପ୍ରଥମେ ପ୍ରେମରେ ପଡନ୍ତି ତାପରେ ବ୍ରେକଅପ୍‌ର ସାମ୍ନା କରନ୍ତି। ବାସ୍ତବ ଜୀବନରେ ଏମିତି କିଛି ଚର୍ଚ୍ଚା ହୁଏ ଏହି ନାୟକ ନାମରେ। ବାରମ୍ବାର ରଣବୀରଙ୍କୁ ଏମିତି ସ୍ଥିତିର ସାମ୍ନା କରିବାକୁ ପଡେ।

ପ୍ରଥମେ ରଣବୀର ଦୀପିକାଙ୍କୁ ପ୍ରେମ କରୁଥିଲେ। ଦୁହେଁ ପରସ୍ପରକୁ ଖୁବ୍‌ ଭଲ ପାଉଥିଲେ। ଭଲ ପାଇବା ଏତେ ଗଭୀର ଥିଲା ଯେ ଦୀପିକା ରଣବୀରଙ୍କ ନାଁରେ ଟାଟୁ ବନେଇଥିଲେ। ହେଲେ କଥାରେ ଅଛିନା ଜୀବନରେ 'ଚୀରସ୍ଥାୟୀ' ଶବ୍ଦର କୌଣସି ସ୍ଥାନ ନାହିଁ। ସବୁ ପ୍ରେମକୁ ସଫଳତା ମିଳିବ ତାର କିଛି ଗ୍ୟାରେଣ୍ଟି ନାହିଁ। ସେଇଟା ହିଁ ହେଲା ଦୀପିକାଙ୍କ ସହ ରିଲେସନ୍‌ରେ ରହିଲେ। ଆଉ ତାପରେ ବ୍ରକଅପ୍‌।

ବ୍ରେକଅପ୍‌ ପରେ କ୍ୟାଟ୍ରିନା ଏବଂ ରଣବୀରଙ୍କ ପ୍ରେମ କାହାଣୀ ଆରମ୍ଭ ହେଲା। ବିବାହ ପର୍ଯ୍ୟନ୍ତ କଥା ଗଲା। କିନ୍ତୁ କ'ଣ ହେଲା କେଜାଣି। ରିଲେସନ୍‌ସିପ୍‌ରେ କିଛିଦିନ ରହିବା ପରେ ମିଡିଆ ସାମ୍ନାକୁ ଆସି ଉଭୟ ତାଙ୍କ ବ୍ରେକଅପ୍‌ ଖବର ଦେଲେ।

ବଲିଉଡ୍‌ରେ ଲଭ୍‌ ଆଉ ବ୍ରେକଅପ୍‌ କିଛି ବଡ କଥା ନୁହେଁ। କିନ୍ତୁ ସବୁ ବିଚ୍ଛେଦ ପଛରେ ଏକ ବଡ କାରଣ ନିଶ୍ଚିତ ଥାଏ। ଯଦିଓ ରଣବୀର ସେସବୁକୁ ଲୁଚାଉଛନ୍ତି ତଥାପି ବିଶେଷ ସୁତ୍ରରୁ ଯାହା ଜଣା ପଡୁଛି ରଣବୀରଙ୍କ ବିଚ୍ଛେଦ ପଛରେ ଜଣେ ମହିଳାଙ୍କ ହାତ ରହିଛି।

ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ମହିଳା ଜଣଙ୍କ ଆଉ କେହି ନୁହଁନ୍ତି। ସେ ହେଉଛନ୍ତି ରଣବୀରଙ୍କ ମାଆ ନୀତୁ କପୁର।ବାସ୍ତବ କଥାଟି ହେଉଛି ଦୀପିକାଙ୍କୁ ନୀତୁ ପସନ୍ଦ କରୁ ନଥିଲେ ତେଣୁ ରଣବୀର ଦୀପିକାଙ୍କ ସହ ଆଉ ସମ୍ପର୍କ ଆଗକୁ ବଢାଇଲେ ନାହିଁ। ସେମିତି କ୍ୟାଟ୍ରିନାଙ୍କୁ ମଧ୍ୟ ନୀତୁ କିଛି ଖାସ୍‌ ପସନ୍ଦ କରୁ ନଥିଲେ ତେଣୁ ରଣବୀର କ୍ୟାଟ୍ରିନାଙ୍କ ସହ ମଧ୍ୟ ସମ୍ପର୍କ ତୁଟାଇଦେଲେ। ଆଉ କଥାଟା ଏଇଠି ସରିନି। ପିକ୍ଚର ତୋ ଅଭି ବାକି ହୈ ମେରେ ଦୋସ୍ତ।

ଗତ କିଛି ଦିନ ହେବ ରଣବୀରଙ୍କ ନାଁ ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଆଲିଆ ଭଟ୍ଟଙ୍କ ସହ ଯୋଡା ଯାଉଛି। ଉଭୟ ତାଙ୍କ ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂ କରୁଛନ୍ତି। ସୁଟିଂ ସେଟ୍‌ ଛଡା ରଣବୀର ଓ ଆଲିଆ ଅନେକ ସମୟରେ ଏକାଠି ନଜର ଆସୁଛନ୍ତି। ଡିନରଠୁ ଆରମ୍ଭ କରି ଫିଲ୍ମ ହଲ ପର୍ଯ୍ୟନ୍ତ ସବୁଠିକୁ ସାଙ୍ଗ ହୋଇଯାଉଛନ୍ତି। ଯାହା ଅନୁମାନ ଲଗାଯାଉଛି ଦୁହେଁ ରିଲେସନ୍‌ସିପ୍‌ରେ ଅଛନ୍ତି। ହେଲେ କ'ଣ ହେବ। ଯଦିବି ରଣବୀରଙ୍କୁ ଆଲିଆ ପସନ୍ଦ ଆସିଯାଇଛନ୍ତି ମାଆ ନୀତୁଙ୍କୁ ସେ ପସନ୍ଦ ଆସିବା ଦରକାର। କାରଣ ପୂର୍ବରୁ ଯେତେ ସବୁ ସୁନ୍ଦରୀଙ୍କୁ ରଣବୀର ବାଛନ୍ତି ମାଆଙ୍କୁ କେହିବି ପସନ୍ଦ ଆସିନାହାଁନ୍ତି ତେଣୁ ସବୁ ପ୍ରେମ କାହାଣୀରେ ପୂର୍ଣ୍ଣଛେଦ ପଡିଯାଇଛି। ଏମିତି ନ ହେଉ ଆଲିଆଙ୍କୁ ସେଇ ରାସ୍ତା ଦେଇ ଯିବାକୁ ପଡୁ ଯେଉଁଥିରେ ଦୀପିକା ଓ କ୍ୟାଟ୍ରିନା ଚାଲିକି ଅସଫଳ ହୋଇପଡିଛନ୍ତି। ହେଲେ ଲାଗୁଚି ସେମିତି କିଛି ହେବନି। ଅର୍ଥାତ ଯାହା ଖବର ମିଳୁଛି ନୀତୁଙ୍କୁ ଆଲିଆ କୁଆଡେ ପସନ୍ଦ ଆସିଯାଇଛନ୍ତି। ହେଲେ କେମିତି ?

ଗତ ମାସ ମାର୍ଚ୍ଚ ୧୫ରରେ ଥିଲା ଆଲିଆଙ୍କ ଜନ୍ମଦିନ। ସେଦିନ ଆଲିଆ ଥିଲେ ବୁଲ୍ଗେରିୟାରେ। କେବଳ ଆଲିଆଙ୍କ ଜନ୍ମଦିନ ପାଳନ କରିବା ପାଇଁ ନୀତୁ ସବୁକାମ ଛାଡି ପହଞ୍ଚିଗଲେ ବୁଲ୍ଗେରିୟାରେ। ଏକଥା ଶୁଣି ଆମକୁତ ଲାଗୁଛି ନୀତୁଙ୍କ ବୋହୂ ହେବାକୁ ଆଲିଆ ବୋଧେ ପ୍ରସ୍ତୁତ ହେଉଛନ୍ତି। ଆପଣ କ'ଣ କହୁଛନ୍ତି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story