‘ଓକେ ଜାନୁ’ର ଫାଷ୍ଟ‌୍ ଲୁକରେ ଆଦିତ୍ୟଙ୍କୁ ଆଲିଙ୍ଗନ କରିଛନ୍ତି ଶ୍ରଦ୍ଧା

ମୁମ୍ୱାଇ: ଶ୍ରଦ୍ଧା କପୁର ଓ ଆଦିତ୍ୟ ରୟ କପୁରଙ୍କ ଅପକମିଂ ଫିଲ୍ମ ‘ଓକେ ଜାନୁ’ର ଫାଷ୍ଟ‌୍ ଲୁକ‌୍ ରିଭିଲ‌୍ ହୋଇଛି। ଫିଲ୍ମଟିର ନିର୍ମାତା କରଣ ଜୋହର ନିଜେ ଏହାକୁ ଲୋକଲୋଚନକୁ ଆଣିଛନ୍ତି। ଏଥିରେ ଶ୍ରଦ୍ଧା ଆଦିତ୍ୟଙ୍କୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଛି। ଫିଲ୍ମଟିର କାହାଣୀ ଦୁଇ ଜଣ ଯୁବ ପ୍ରେମୀଙ୍କ ଜୀବନ ଓ ଲିଭ‌୍-ଇନ‌୍-ରିଲେସନସିପ‌୍ ଉପରେ ପର୍ଯ୍ୟବସିତ। ଫିଲ୍ମଟିର ସୁଟିଂ ଚଳିତ ମାସରୁ ଆରମ୍ଭ ହେବ। ଏହାର ନିର୍ଦ୍ଦେଶନା ଦେବେ ଶାଦ‌୍ ଅଲ୍ଲୀ। ’ଓକେ ଜାନୁ’ ହେଉଛି ମଣି ରତ୍ନଙ୍କ […]

adtya

adtya

Rakesh Mallick
  • Published: Tuesday, 01 March 2016
  • Updated: 01 March 2016, 09:58 AM IST

Sports

Latest News

ମୁମ୍ୱାଇ: ଶ୍ରଦ୍ଧା କପୁର ଓ ଆଦିତ୍ୟ ରୟ କପୁରଙ୍କ ଅପକମିଂ ଫିଲ୍ମ ‘ଓକେ ଜାନୁ’ର ଫାଷ୍ଟ‌୍ ଲୁକ‌୍ ରିଭିଲ‌୍ ହୋଇଛି। ଫିଲ୍ମଟିର ନିର୍ମାତା କରଣ ଜୋହର ନିଜେ ଏହାକୁ ଲୋକଲୋଚନକୁ ଆଣିଛନ୍ତି। ଏଥିରେ ଶ୍ରଦ୍ଧା ଆଦିତ୍ୟଙ୍କୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଛି। ଫିଲ୍ମଟିର କାହାଣୀ ଦୁଇ ଜଣ ଯୁବ ପ୍ରେମୀଙ୍କ ଜୀବନ ଓ ଲିଭ‌୍-ଇନ‌୍-ରିଲେସନସିପ‌୍ ଉପରେ ପର୍ଯ୍ୟବସିତ। ଫିଲ୍ମଟିର ସୁଟିଂ ଚଳିତ ମାସରୁ ଆରମ୍ଭ ହେବ। ଏହାର ନିର୍ଦ୍ଦେଶନା ଦେବେ ଶାଦ‌୍ ଅଲ୍ଲୀ। ’ଓକେ ଜାନୁ’ ହେଉଛି ମଣି ରତ୍ନଙ୍କ ତାମିଲ ଫିଲ୍ମ ‘ଓକେ କାନମନି’ର ରିମେକ‌୍। ଏଆର‌୍ ରହମାନ ଏହାର ସଂଗୀତ ନିର୍ଦ୍ଦେଶନା ଦେବେ। ସେ ‘ଓକେ କାନମନି’ର ବି ସଂଗୀତ ନିର୍ଦ୍ଦେଶନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story