‘ଓକେ ଜାନୁ’ର ‘ଇନା ସୋଢ଼ା’ ଗୀତ ରିଲିଜ୍‌

okjaanu_

ମୁମ୍ବାଇ: ବିଲିଉଡ୍‌ ଅଭିନେତା ଆଦିତ୍ୟ କପୁର ଓ ଶ୍ରଦ୍ଧା କପୁରଙ୍କ ଅପ୍‌କମିଂ ଫିଲ୍ମ ‘ଓକେ ଜାନୁ’ର ‘ଇନା ସୋଢ଼ା’ ଗୀତ ଆଜି ରିଲିଜ୍‌ ହୋଇଛି। ଏହି ରୋମାଣ୍ଟିକ୍‌ ଗୀତକୁ ଏ.ଆର. ରହମାନ କମ୍ପୋଜ କରିଛନ୍ତି। ଏହାକୁ ଗୁଲଜାର ଲେଖିଥିବା ବେଳେ ଅରଜିତ୍ ସିଂହ ଗାଇଛନ୍ତି। ଗୀତ ରିଲିଜ୍‌ ସମ୍ପର୍କରେ ନିର୍ଦ୍ଦେଶକ କରଣ ଜୋହର ଟ୍ୱିଟ୍‌ କରି ଜଣାଇଛନ୍ତି।

 ଏହି  ଫିଲ୍ମ ୧୩ ଜାନୁୟାରୀରେ ରିଲିଜ୍‌ ହେବ।

Previous ArticleNext Article

Send this to a friend