ଚାଲିଗଲେ ଓଡ଼ିଆ ଫିଲ୍ମର ମାଆ: ଆରପାରିରେ ଅଭିନେତ୍ରୀ ଅନିତା ଦାସ
କଟକ(ଓଡ଼ିଶା ରିପୋର୍ଟର): ଆରପାରିରେ ବିଶିଷ୍ଟ ସିନେ ଅଭିନେତ୍ରୀ ଅନିତା ଦାସ। ହୃଦଘାତରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ସେଲଟର ଛକ ବାସଭବନରେ ସେ  ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ପ୍ରାୟ ଶହେରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ଅନିତା। ଏବେ ତାଙ୍କର ଶେଷ ଦର୍ଶନ ପାଇଁ କଟକସ୍ଥିତ ତାଙ୍କ ବାସଭବନରେ ଓଡ଼ିଆ ସିନେ ଜଗତର ବହୁ ବ୍ୟକ୍ତି ପହଞ୍ଚିବା ଆରମ୍ଭ କରିଛନ୍ତି। ସେଠି ତାଙ୍କ ମୃତ୍ୟଶଯ୍ୟା ନିକଟରେ ଅନିତାଙ୍କ ପୁତୁରା ତଥା ଓଲିଉଡ୍ ହିରୋ ଆକାଶ ଦାସନାୟକ ମଧ୍ୟ ଉପସ୍ଥିତ ଅଛନ୍ତି।
ବହୁ ଲୋକପ୍ରିୟ ଓଡ଼ିଆ ଫିଲ୍ମରେ ଅନିତା ଅଭିନୟ କରି ଓଡ଼ିଆ ଦର୍ଶକଙ୍କ ପାଖରେ ପରିଚୟ ସୃଷ୍ଟି କରିଥିଲେ। ବିଶେଷକରି ସେ ମାଆ ଭୂମିକାରେ ଅଭିନୟ କରି ସମସ୍ତଙ୍କ ମନ ମୋହି ପାରିଥିଲେ। ସେଥିପାଇଁ ତାଙ୍କୁ କେତେକ ଓଡ଼ିଆ ଫିଲ୍ମର ମାଆ ବୋଲି ମଧ୍ୟ କହିଥାନ୍ତି। ପୁଅ ମୋର କଳା ଠାକୁର, ସ୍ୱପ୍ନ ସାଗର ଓ କି ହେବ ଶୁଆ ପୋଷିଲେ ଭଳି ଫିଲ୍ମରେ ଅନିତାଙ୍କ ଚମତ୍କାର  ଅଭିନୟ ଦେଖିବାକୁ ମିଳିଛି।
https://youtu.be/ojjNfH_cid8
Ordigital Desk
• Published: Friday, 11 May 2018
• Updated: 11 May 2018, 01:18 PM IST
Sports
Latest News
କଟକ(ଓଡ଼ିଶା ରିପୋର୍ଟର): ଆରପାରିରେ ବିଶିଷ୍ଟ ସିନେ ଅଭିନେତ୍ରୀ ଅନିତା ଦାସ। ହୃଦଘାତରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ସେଲଟର ଛକ ବାସଭବନରେ ସେ  ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ପ୍ରାୟ ଶହେରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ଅନିତା। ଏବେ ତାଙ୍କର ଶେଷ ଦର୍ଶନ ପାଇଁ କଟକସ୍ଥିତ ତାଙ୍କ ବାସଭବନରେ ଓଡ଼ିଆ ସିନେ ଜଗତର ବହୁ ବ୍ୟକ୍ତି ପହଞ୍ଚିବା ଆରମ୍ଭ କରିଛନ୍ତି। ସେଠି ତାଙ୍କ ମୃତ୍ୟଶଯ୍ୟା ନିକଟରେ ଅନିତାଙ୍କ ପୁତୁରା ତଥା ଓଲିଉଡ୍ ହିରୋ ଆକାଶ ଦାସନାୟକ ମଧ୍ୟ ଉପସ୍ଥିତ ଅଛନ୍ତି।
ବହୁ ଲୋକପ୍ରିୟ ଓଡ଼ିଆ ଫିଲ୍ମରେ ଅନିତା ଅଭିନୟ କରି ଓଡ଼ିଆ ଦର୍ଶକଙ୍କ ପାଖରେ ପରିଚୟ ସୃଷ୍ଟି କରିଥିଲେ। ବିଶେଷକରି ସେ ମାଆ ଭୂମିକାରେ ଅଭିନୟ କରି ସମସ୍ତଙ୍କ ମନ ମୋହି ପାରିଥିଲେ। ସେଥିପାଇଁ ତାଙ୍କୁ କେତେକ ଓଡ଼ିଆ ଫିଲ୍ମର ମାଆ ବୋଲି ମଧ୍ୟ କହିଥାନ୍ତି। ପୁଅ ମୋର କଳା ଠାକୁର, ସ୍ୱପ୍ନ ସାଗର ଓ କି ହେବ ଶୁଆ ପୋଷିଲେ ଭଳି ଫିଲ୍ମରେ ଅନିତାଙ୍କ ଚମତ୍କାର  ଅଭିନୟ ଦେଖିବାକୁ ମିଳିଛି।
https://youtu.be/ojjNfH_cid8
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos