ପପୁଙ୍କୁ ପାନିକ୍ରିୟାସ୍ : ଆଉ କେଉଁ ସେଲିବ୍ରେଟି ଏହି ରୋଗରେ ଶିକାର ହୋଇ କରିଛନ୍ତି ସଂଘର୍ଷ, ଜାଣନ୍ତୁ

ସାରା ଓଡ଼ିଶାରେ  କମେଡି କିଙ୍ଗ ଭାବେ ଜଣାଶୁଣା ପପ୍ପୁ ପମ୍‌ ପମ୍  ଓରଫ ତତ୍ତ୍ୱପ୍ରକାଶ ଶତପଥି ଗୁରୁତର ଭାବେ ଅସୁସ୍ଥ ହୋଇ ଏବେ ସେ ଚିକିତ୍ସାଧୀନ ଅଛନ୍ତି। ପପୁ ପାନିକ୍ରିୟାସ୍ ଜନିତ ରୋଗରେ ପୀଡ଼ିତ ହୋଇ ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ପାଇଁ ସାରା ଓଲିଉଡ୍ ଜଗତ ପ୍ରାର୍ଥନା କରୁଛି। କେବଳ ସିନେ କଳାକାର ନୁହନ୍ତି ତାଙ୍କର ଶହ ଶହ ଫ୍ୟାନ୍ ମଧ୍ୟ ପପୁ  ସୁସ୍ଥ ହୋଇ ଫେରି ଆସନ୍ତୁ ବୋଲି କାମନା କରୁଛନ୍ତି।  ତେବେ […]

papu-pom-pom copy

papu-pom-pom copy

Rakesh Mallick
  • Published: Friday, 18 May 2018
  • Updated: 18 May 2018, 06:03 AM IST

Sports

Latest News

ସାରା ଓଡ଼ିଶାରେ  କମେଡି କିଙ୍ଗ ଭାବେ ଜଣାଶୁଣା ପପ୍ପୁ ପମ୍‌ ପମ୍  ଓରଫ ତତ୍ତ୍ୱପ୍ରକାଶ ଶତପଥି ଗୁରୁତର ଭାବେ ଅସୁସ୍ଥ ହୋଇ ଏବେ ସେ ଚିକିତ୍ସାଧୀନ ଅଛନ୍ତି। ପପୁ ପାନିକ୍ରିୟାସ୍ ଜନିତ ରୋଗରେ ପୀଡ଼ିତ ହୋଇ ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ପାଇଁ ସାରା ଓଲିଉଡ୍ ଜଗତ ପ୍ରାର୍ଥନା କରୁଛି। କେବଳ ସିନେ କଳାକାର ନୁହନ୍ତି ତାଙ୍କର ଶହ ଶହ ଫ୍ୟାନ୍ ମଧ୍ୟ ପପୁ  ସୁସ୍ଥ ହୋଇ ଫେରି ଆସନ୍ତୁ ବୋଲି କାମନା କରୁଛନ୍ତି।  ତେବେ ଏହି ପାନିକ୍ରିୟାସ୍ ରୋଗରେ ଆଗରୁ କେଉଁ ସେଲିବ୍ରେଟିମାନେ ପୀଡ଼ତ ହୋଇ ଜୀବନ ସହ ସଂଘଷର୍ଷ କରିଛନ୍ତି ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା

ପାଟ୍ରିକ୍‌ ୱାନେ:

ଆମେରିକାର ଜଣାଶୁଣା ଅଭିନେତା ଏବଂ ସିଙ୍ଗର ହେଉଛନ୍ତି ପାଟ୍ରିକ୍‌ ୱାନେ(Patrick Wayne Swayze)। ପାଟ୍ରିକ୍‌ ୨୦୦୮ରେ ପାନ୍‌କ୍ରିୟା କ୍ୟାନ୍ସରରେ ପୀଡ଼ିତ ହୋଇଥିଲେ। ରୋଗ ସହ ଲଢେଇ କରି ଶେଷରେ ୨୦୦୯ରେ ୫୭ ବର୍ଷରେ ପ୍ରାଣ ହରାଇଥିଲେ  ପାଟ୍ରିକ୍‌। ସେ ସମୟରେ ଏହି ରୋଗକୁ କିପରିପରି ନାଶ କରାଯାଇପାରି ସେଇ ଅଧିକ ଅର୍ଥ ଫଣ୍ଡି କରିବାକୁ ୟୁଏସ କଂଗ୍ରେସକୁ ଅନୁରୋଧ କରିଥିଲେ। ଏବେ ତାଙ୍କ ପତ୍ନୀ ପାନ୍‌କ୍ରିୟା କ୍ୟାନ୍ସର ଦମନ ନେଇ ତଥା ଏହି ରୋଗରେ ପୀଡ଼ିତ ଥିବା ରୋଗୀଙ୍କ ପାଇଁ କାମ କରି ଆସୁଛନ୍ତି।

ରେଣ୍ଡି ପାଉସ୍‌କୋ:

ଆମେରିକାର ଜଣେ ସୁପ୍ରସିଦ୍ଧ କମ୍ପ୍ୟୁଟର ସାଇନ୍ସ ପ୍ରଫେସର ହେଉଛନ୍ତି ରେଣ୍ଡି ପାଉସ୍‌କୋ। ସେ କାର୍‌ନେଜି ମିଲନ୍ ବିଶ୍ୱବିଦ୍ୟାଳୟର(Carnegie Mellon University) ପ୍ରଫେସର ଥିଲେ। ଜଣେ ଲେଖକ ହିସାବରେ ତାଙ୍କ ବହି ସବୁଠୁ ବେଷ୍ଟ ସେଲର ଭାବେ ଖ୍ୟାତି ଲାଭ କରିଥିଲା। ସେ ମଧ୍ୟ ପାନ୍‌କ୍ରିୟା କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିଲେ। ଏହି ରୋଗ ସହ ଲଢି ସେ ୨୦୦୮ରେ ପ୍ରାଣ ହରାଇଥିଲେ। ୨୦୦୭ରେ ଶେଷ ଥର ପାଇଁ ସେ କ୍ଲାସରେ ଲେକ୍ଚର ଦେଇଥିଲେ।

ରୁଥ୍‌ ବାଡ଼ର ଗିନ୍ସବର୍ଗ :

ଆମେରିକା ସୁପ୍ରିମକୋର୍ଟର ବିଚାରପତି ଥିଲେ ରୁଥ୍‌ ବାଡ଼ର ଗିନ୍ସବର୍ଗ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନଙ୍କ କାର୍ଯ୍ୟକାଳରେ ବିଚାରପତି ଥିବା ଗିନ୍ସବର୍ଗ କୋଲୋନ କ୍ୟାନ୍ସରରେ( colon cancer) ପୀଡ଼ିତ ଥିଲେ । ସେ ପ୍ରତି ବର୍ଷ ନିୟମିତଭାବେ ସିଟି ସ୍କାନ୍‌ କରୁଥିଲେ।  ତେଣୁ ସେ ଆଗୁଆ ତାଙ୍କ ପାନ୍‌କ୍ରିୟାରେ ଟ୍ୟୁମର ଥିବା ଜାଣିପାରିବା ସହ ଏହାର ୨୦୦୯ରେ ଚିକିତ୍ସା କରାଇ ସଫଳ ହୋଇଥିଲେ। ସେ ଏହି ରୋଗରୁ ରକ୍ଷା ପାଇବା ସହ ଏବେ ଜୀବିତ ଅଛନ୍ତି।

ଲୁସିଆନୋ ପାଭାରୋଟି:

ଇଟାଲିର ଜଣେ ପ୍ରତିଷ୍ଟିତ ମ୍ୟୁଜିସିଆନ୍ ହେଉଛନ୍ତି ଲୁସିଆନୋ ପାଭାରୋଟି। ବିଶଂଶତାବ୍ଦୀର ଜଣେ ସ୍ୱର ସମ୍ରାଟଭାବେ ଲୁସିଆନୋ ପାଭାରୋଟି ଇଟାଲୀରେ ଜଣାଶୁଣା। ୨୦୦୬ରେରେ ପାନ୍‌କ୍ରିୟା ସମ୍ପର୍କିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାରେ ଉନ୍ନତି ଆସିଥିଲେ ମଧ୍ୟ ୨୦୦୭ରେ ତାଙ୍କର ମୃତ୍ୟୁ ଘଟିଥିଲା।

ଡୋନା ରିଡ୍‌:

ଟେଲିଭିଜନ ଜଗତରେ ତଥା ଜଣେ ସୁନାମଧନ୍ୟ ପ୍ରଡ୍ୟୁସର ହିସାବରେ ଡୋନା ଆମେରିକାରେ ଜଣେ ପରିଚିତ ଚେହେରା। ଖାଲି ଆମେରିକା ନୁହଁ ସାରା ବିଶ୍ୱରେ ସେ ପ୍ରସିଦ୍ଧ।  ସେ ମଧ୍ୟ ପାନ୍‌କ୍ରିୟା କ୍ୟାନ୍ସରରେ ପୀଡ଼ିତ ହୋଇ ୧୯୮୬ ଜାନୁଆରୀ ୧୪ରେ ପ୍ରାଣ ହରାଇଥିଲେ। ଏହି ରୋଗର ଆକ୍ରାନ୍ତର ମାତ୍ର ୬ ସପ୍ତାହ ମଧ୍ୟରେ ସେ ପ୍ରାଣ ହରାଇଥିଲେ।

ଇର୍‌ଫାନ୍‌ ଖାନ୍‌:

ବଲିଉଡ୍ ଅଭିନେତା ଇର୍‌ଫାନ ଖାନ୍ ଏକ ବିରଳ ରୋଗରେ ପୀଡିତ ହୋଇଛନ୍ତି । ନ୍ୟୁରୋ ଏଣ୍ଡୋକ୍ରାଇନ୍ ଟ୍ୟୁମର ରୋଗରେ ପୀଡିତ ଅଛନ୍ତି ଅଭିନେତା ଇର୍‌ଫାନ ।  ସେ ଏବେ ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି।  ଏହି ନ୍ୟୁରୋ ଏଣ୍ଡୋକ୍ରାଇନ୍ ଟ୍ୟୁମର ଏକ୍‌ ପାନ୍‌କ୍ରିୟା ସମ୍ପର୍କିତ ରୋଗ ବୋଲି ବିଷେଶଜ୍ଞ ମତ ଦିଅନ୍ତି।

ମନୋହର ପାରିକର:

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଗତ କିଛିଦିନ ତଳେ ପାନ୍‌କ୍ରିୟା ରୋଗରେ ଆକ୍ରାନ୍ତ ହୋଇ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ।  କିନ୍ତୁ ପୁଣି ଅସୁସ୍ଥ ଅନଭୁବ କରିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଆମେରିକା ନିଆଯାଇଛି। ସେଠାରେ ଏବେ ତାଙ୍କର ଚିକିତ୍ସା ଚାଲିଛି।  ତେବେ ସେ ଖୁବ୍‌ଶୀଘ୍ର ଭଲ ହୋଇ ଭାରତ ଫେରିଆସିବେ ବୋଲି ଏକ ଭିଡିଓ ମାଧ୍ୟମରେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story