ୟୁଏନରେ କରାଯିବ ପିଙ୍କ୍‌ର ସ୍ୱତନ୍ତ୍ର ସ୍କ୍ରିନିଂ

pink-poster

ମୁମ୍ବାଇ: ମହିଳାଙ୍କ ବିପକ୍ଷରେ ଅପରାଧକୁ ନେଇ ଆଧାରିତ ମହାନାୟକ ଅମିତାଭଙ୍କ ‘ପିଙ୍କ୍’ର ନ୍ୟୁୟର୍କ ସ୍ଥିତ ସଂଯୁକ୍ତ ରାଷ୍ଟ୍ର ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ପାଇଁ ଆମନ୍ତ୍ରଣ କରାଯାଇଛି। ଏହି ଖବର ବିଗ୍‌ ବି ଅମିତାଭ ବଚ୍ଚନ ଟ୍ୱିଟର ମାଧ୍ୟମରେ ଜଣାଇଛନ୍ତି।

ଫିଲ୍ମରେ ଅମିତାଭ ଓକିଲ ଭୂମିକାରେ ନଜର ଆସିଥିଲେ।

Previous ArticleNext Article

Send this to a friend