ଖରାପ ବ୍ୟବହାର ପାଇଁ ୬ଥର ବ୍ୟାନ ହୋଇଛନ୍ତି ପ୍ରକାଶ ରାଜ, ପ୍ରତି ଫିଲ୍ମ ପାଇଁ କେତେ ଟଙ୍କା ନିଅନ୍ତି ଜାଣନ୍ତୁ

ମୁମ୍ବାଇ: ପ୍ରଯୋଜକ, ନିର୍ଦ୍ଦେଶକ ତଥା ଅଭିନେତା ପ୍ରକାଶ ରାଜ କେବଳ ସାଉଥ୍‌ ଫିଲ୍ମ ଜଗତର ସୁପରଷ୍ଟାର ନୁହଁନ୍ତି, ବଲିଉଡ୍‌ରେ ମଧ୍ୟ ସେ ଦକ୍ଷ ଅଭିନୟ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ଏବେ ବିବାଦରେ। କର୍ଣ୍ଣାଟକ ନିର୍ବାଚନୀ ଅବସରରେ  ପ୍ରକାଶ ରାଜ୍‌ ମୋଦି ସରକାରଙ୍କ ହିନ୍ଦୁତ୍ୱ ଏଜେଣ୍ଡାକୁ ନେଇ ବିଭିନ୍ନ ପ୍ରକାର ବୟାନ ଦେଇଛନ୍ତି।  ସେ କହିଛନ୍ତି ଯେ, ମୁଁ ମୋଦିଙ୍କ ବିରୋଧରେ କହିବାରୁ ମତେ ବଲିଉଡରେ ଫିଲ୍ମ ଅଫର ମିଳୁ ନାହିଁ। ୨୬ମାର୍ଚ୍ଚ, ୧୯୬୫ରେ ତାଙ୍କର […]

prakash-raj2

prakash-raj2

Rakesh Mallick
  • Published: Monday, 07 May 2018
  • Updated: 07 May 2018, 09:36 AM IST

Sports

Latest News

ମୁମ୍ବାଇ: ପ୍ରଯୋଜକ, ନିର୍ଦ୍ଦେଶକ ତଥା ଅଭିନେତା ପ୍ରକାଶ ରାଜ କେବଳ ସାଉଥ୍‌ ଫିଲ୍ମ ଜଗତର ସୁପରଷ୍ଟାର ନୁହଁନ୍ତି, ବଲିଉଡ୍‌ରେ ମଧ୍ୟ ସେ ଦକ୍ଷ ଅଭିନୟ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ଏବେ ବିବାଦରେ। କର୍ଣ୍ଣାଟକ ନିର୍ବାଚନୀ ଅବସରରେ  ପ୍ରକାଶ ରାଜ୍‌ ମୋଦି ସରକାରଙ୍କ ହିନ୍ଦୁତ୍ୱ ଏଜେଣ୍ଡାକୁ ନେଇ ବିଭିନ୍ନ ପ୍ରକାର ବୟାନ ଦେଇଛନ୍ତି।  ସେ କହିଛନ୍ତି ଯେ, ମୁଁ ମୋଦିଙ୍କ ବିରୋଧରେ କହିବାରୁ ମତେ ବଲିଉଡରେ ଫିଲ୍ମ ଅଫର ମିଳୁ ନାହିଁ। ୨୬ମାର୍ଚ୍ଚ, ୧୯୬୫ରେ ତାଙ୍କର ଜନ୍ମ ହୋଇଥିଲା ବେଙ୍ଗାଲୋରରେ। ଫିଲ୍ମ ଜଗତକୁ ଆସିବା ପୂର୍ବରୁ ସେ ଜଣେ ମଞ୍ଚ କଳାକାର ଥିଲେ। ୧୯୯୪ରେ ଫିଲ୍ମ 'Duet' ମାଧ୍ୟମରେ ସେ ତାମିଲ୍‌ ଫିଲ୍ମରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମଟି ସୁପରହିଟ୍‌ ହୋଇଥିଲା ଏବଂ ପ୍ରକାଶ ରାଜକୁ ଏହି ଫିଲ୍ମରୁ ହିଁ ପରିଚୟ ମିଳିଥିଲା।

ପ୍ରକାଶ ରାଜ ଫିଲ୍ମ ଜଗତରେ ଯେତିକି ସୁନାମ ଅର୍ଜନ କରିଛନ୍ତି ସେତିକି ଦୁର୍ନାମ ସାଉଁଟିଛନ୍ତି। କୁହାଯାଏ ପ୍ରକାଶ ରାଜଙ୍କ ବ୍ୟବହାର ସେତେ ଭଲ ନୁହେଁ। ତେଣୁ ତେଲୁଗୁ ଫିଲ୍ମ ନିର୍ଦ୍ଦେଶକମାନେ ତାଙ୍କ ଦୁର୍ବ୍ୟବହାର ପାଇଁ ତାଙ୍କୁ ୬ଥର ବ୍ୟାନ କରିଛନ୍ତି।

ଏସମ୍ପର୍କରେ ପ୍ରକାଶ କୁହନ୍ତି, 'ମୁଁ ମୋ ନିଜ ନିୟମ କାନୁନ୍‌କୁ ଅନୁସରଣ କରେ ଏବଂ ସେଥିରୁ କେବେ ପଛକୁ ହଟେନି'। ଗୋଟିଏ ଫିଲ୍ମ ପାଇଁ ପ୍ରକାଶ ରାଜ ୨କୋଟି ଟଙ୍କା ଦାବି କରନ୍ତି।

ଜାଣନ୍ତୁ ପ୍ରକାଶ ରାଜଙ୍କ ବିଷୟରେ ୫ଟି ରୋଚକ କଥା

୧) ଟୁଲୁ, କାନ୍ନଡ, ତାମିଲ, ତେଲୁଗୁ, ମରାଠୀ, ହିନ୍ଦୀ ଏବଂ ମଲାୟାଲାମ୍‌ ଭାଷାରେ ସେ କଥା ହୋଇପାରନ୍ତି।

୨)୧୯୯୪ରେ ପ୍ରକାଶ ରାଜଙ୍କ ସରନେମ୍ ବଦଳାଯାଇଥିଲା। ନିର୍ଦ୍ଦେଶକ କେ.ବଳଚନ୍ଦର ତାଙ୍କର ସରନେମ୍‌ ରାଏରୁ ରାଜକୁ ବଦଳାଇଥିଲେ।

୩) କନ୍ନଡ ଫିଲ୍ମରେ ତାଙ୍କୁ ପ୍ରକାଶ ରାଏ ଡକାଯାଉଥିବା ବେଳେ ତାମିଲ୍‌ ଫିଲ୍ମରେ ପ୍ରକାଶ ରାଜ ନାଁରେ ସେ ପରିଚିତ।

୪) ୭ମ ଶ୍ରେଣୀରେ ପଢୁଥିବା ବେଳେ ସେ ପ୍ରଥର ଥର ପାଇଁ ମଞ୍ଚରେ ଅଭିନୟ କରିଥିଲେ।

୫) ପ୍ରକାଶ ରାଜଙ୍କୁ ବହି ପଢିବାକୁ ଭଲ ଲାଗେ। ଅବସର ସମୟରେ ତାଙ୍କ ହାତରେ ଆପଣ ବହି ଦେଖିବାକୁ ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story