ଏହି କାରଣରୁ ଦ୍ୱିତୀୟ ଥର କରଣଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ପ୍ରଭାସ

ମୁମ୍ୱାଇ:  ବାହୁବଳୀ ସିରିଜ୍‌ର ସଫଳତା ପରେ ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଥିବା ପ୍ରଭାସ ଦ୍ୱିତୀୟ ଥର ପାଇଁ କରଣ ଜୋହରଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ‘ବାହୁବଳୀ-୨’ ବ୍ଲକ୍‌ବଷ୍ଟର  ହିଟ୍‌ ହେବା ପରେ ପ୍ରଭାସଙ୍କ ଚାହିଦା ବଢ଼ିଯାଇଛି। ଅନେକ ଫିଲ୍ମ ନିର୍ମାତା ପ୍ରଭାସଙ୍କ ସହ ଫିଲ୍ମ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ତାଲିକାରେ କରଣ ଜୋହର ମଧ୍ୟ ଅଛନ୍ତି । କରଣ ଜୋହର ପ୍ରଭାସଙ୍କୁ ବଲିଉଡରେ ଲଞ୍ଚ୍‌ କରିବା ପାଇଁ ଦୁଇ ଥର […]

Prabhas-teaming-up-with-Karan-Johar

Prabhas-teaming-up-with-Karan-Johar

Rakesh Mallick
  • Published: Friday, 18 May 2018
  • Updated: 18 May 2018, 11:19 AM IST

Sports

Latest News

ମୁମ୍ୱାଇ:  ବାହୁବଳୀ ସିରିଜ୍‌ର ସଫଳତା ପରେ ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଥିବା ପ୍ରଭାସ ଦ୍ୱିତୀୟ ଥର ପାଇଁ କରଣ ଜୋହରଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ‘ବାହୁବଳୀ-୨’ ବ୍ଲକ୍‌ବଷ୍ଟର  ହିଟ୍‌ ହେବା ପରେ ପ୍ରଭାସଙ୍କ ଚାହିଦା ବଢ଼ିଯାଇଛି। ଅନେକ ଫିଲ୍ମ ନିର୍ମାତା ପ୍ରଭାସଙ୍କ ସହ ଫିଲ୍ମ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ତାଲିକାରେ କରଣ ଜୋହର ମଧ୍ୟ ଅଛନ୍ତି ।

କରଣ ଜୋହର ପ୍ରଭାସଙ୍କୁ ବଲିଉଡରେ ଲଞ୍ଚ୍‌ କରିବା ପାଇଁ ଦୁଇ ଥର ଚେଷ୍ଟା କରି ବିଫଳ ହୋଇଛନ୍ତି। ପ୍ରଥମ ଥର ଯେତେବେଳେ କରଣ ତାଙ୍କୁ ନେଇ ଏକ ହିନ୍ଦୀ ଫିଲ୍ମ କରିବାକୁ ଚାହୁଁଥିଲେ ସେତେବେଳେ ପ୍ରଭାସ ୨୦ କୋଟି ଟଙ୍କା ମାଗିଥିଲେ।

ଖବର ମୁତାବକ ନିକଟରେ କରଣ ଆଉ ଏକ ବଡ଼ ପ୍ରୋଜେକ୍ଟ ଫିଲ୍ମ ପାଇଁ  ପ୍ରଭାସଙ୍କୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ପ୍ରଭାସ ପ୍ରସ୍ତାବକୁ ଗ୍ରହଣ କରିନଥିଲେ। ପ୍ରଭାସ ତାଙ୍କ ଆଗାମୀ ଫିଲ୍ମ‘ ସାହୋ’ ପାଇଁ ବ୍ୟସ୍ତ ଥିବାରୁ ତାଙ୍କ ପାଖରେ ସମୟର ଘୋର ଅଭାବ କହି କରଣଙ୍କ ଅଫରକୁ ଅଗ୍ରାହ୍ୟ କରି ଦେଇଥିଲେ।

ବର୍ତ୍ତମାନ ‘ସାହୋ’ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି ପ୍ରଭାସ। ଏହା ଏକ ଥ୍ରୀଲର ଡ୍ରାମା ଫିଲ୍ମ। ୩୦୦ କୋଟି ଟଙ୍କାରେ ଏହି ଫିଲ୍ମ ତିଆରି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story