ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଇଶା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମା ମାଳିନୀଙ୍କ ଝିଅ ଇଶା ଦିୱଲ ଗଭବର୍ତୀ ଅଛନ୍ତି। ଅଧିକାଂଶ ସମୟରେ ସେ ସୋସିଆଲ ମିଡ଼ିଆରେ ନିଜର ବେବି ପମ୍ପର ଫଟୋ ପୋଷ୍ଟ କରୁଛନ୍ତି। ବିବାହର ୫ ବର୍ଷ ପରେ ତାଙ୍କ ପରିବାରକୁ ଏହି ଖୁସି ଆସିଛି। କିନ୍ତୁ ଇଶାଙ୍କ ପ୍ରଶଂସକଙ୍କ ପାଇଁ ତାଜୁବ ହେବା ଭଳି  ଏକ ଖବର ରହିଛି। ଯାହା ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ଶୁଣିବାକୁ ମିଳୁଛି ଇଶା ପୁଣି ଥରେ ବିବାହ କରିବାକୁ […]

esha-deol-amrita-rao_1500272047

esha-deol-amrita-rao_1500272047

Rakesh Mallick
  • Published: Tuesday, 22 August 2017
  • Updated: 22 August 2017, 12:26 PM IST

Sports

Latest News

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମା ମାଳିନୀଙ୍କ ଝିଅ ଇଶା ଦିୱଲ ଗଭବର୍ତୀ ଅଛନ୍ତି। ଅଧିକାଂଶ ସମୟରେ ସେ ସୋସିଆଲ ମିଡ଼ିଆରେ ନିଜର ବେବି ପମ୍ପର ଫଟୋ ପୋଷ୍ଟ କରୁଛନ୍ତି। ବିବାହର ୫ ବର୍ଷ ପରେ ତାଙ୍କ ପରିବାରକୁ ଏହି ଖୁସି ଆସିଛି। କିନ୍ତୁ ଇଶାଙ୍କ ପ୍ରଶଂସକଙ୍କ ପାଇଁ ତାଜୁବ ହେବା ଭଳି  ଏକ ଖବର ରହିଛି। ଯାହା ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ।

ଶୁଣିବାକୁ ମିଳୁଛି ଇଶା ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। ଗଭବର୍ତ୍ତୀ ଥାଇ ବି ସେ ଆଉ ଥରେ ବିବାହ କରିବା କଥା ଯିଏ ବି ଶୁଣିବେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ। ତେବେ ଏହି ବିବାହ ପଛରେ ରହିଛି ଏକ ମଜାଦାର କଥା।

ଏକ ସାକ୍ଷାତକାରରେ ଇଶା କହିଥିଲେ, ମୁଁ ପୁଣି ଥରେ ବିବାହ କରିବାକୁ ଯାଉଛି। ତେବେ ସେ ଏହି ବିବାହ ଆଉ କାହାସହ ନୁହେଁ, ନିଜ ସ୍ୱାମୀଙ୍କ ସହ ଦ୍ୱିତୀୟ ଥର ପାଇଁ କରିବେ। ସିନ୍ଧ ପରିବାରରେ ଏହା ଏକ ରୀତି। ବିବାହ ବେଳେ ମୁଁ ପ୍ରଥମେ ବାପାଙ୍କ କୋଳରେ ବସିବି। ଏହାପରେ ସ୍ୱାମୀଙ୍କ କୋଳରେ ବସିବାର ରୀତି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos