ବଲିଉଡରେ ରାଜକୁମାରୀ

ମୁମ୍ବାଇ: ବଲିଉଡ ହିରୋଇନଙ୍କ କ୍ରେଜ୍‌ କାହିଁରେ କେତେ। ଆମ ଦେଶରେ ବଲିଉଡ ପରି ରଙ୍ଗିନ ଦୁନିଆକୁ ପ୍ରାୟ ସବୁ ବର୍ଗରୁ ଝିଅମାନେ ଆସିଥାନ୍ତି। ଏଠାରେ ବଡ଼, ସାନ ଦେଖାଯାଇ ନଥାଏ। ଦେଖା ଯାଇଥାଏ ତ କେବଳ ସୌନ୍ଦର୍ଯ୍ୟ ଆଉ ଅଭିନୟ। ସାଧାରଣ ପରିବାରର ଝିଅଙ୍କୁ ଯେ ଏହି ରଙ୍ଗିନ ଦୁନିଆ ଆକର୍ଷିତ କରିଥାଏ ତାହା ନୁହେଁ। ଆମ ଦେଶର ଏକାଧିକ ରାଜ ପରିବାରର ଲାଡଲୀ ମଧ୍ୟ ଏହି ମୋହରେ ପଡିଛନ୍ତି। ଖାଲି ପଡି ନାହାନ୍ତି ଏଠାରେ ନିଜ […]

star1

star1

Rakesh Mallick
  • Published: Thursday, 17 August 2017
  • Updated: 18 August 2017, 03:05 PM IST

Sports

Latest News

ମୁମ୍ବାଇ: ବଲିଉଡ ହିରୋଇନଙ୍କ କ୍ରେଜ୍‌ କାହିଁରେ କେତେ। ଆମ ଦେଶରେ ବଲିଉଡ ପରି ରଙ୍ଗିନ ଦୁନିଆକୁ ପ୍ରାୟ ସବୁ ବର୍ଗରୁ ଝିଅମାନେ ଆସିଥାନ୍ତି। ଏଠାରେ ବଡ଼, ସାନ ଦେଖାଯାଇ ନଥାଏ। ଦେଖା ଯାଇଥାଏ ତ କେବଳ ସୌନ୍ଦର୍ଯ୍ୟ ଆଉ ଅଭିନୟ। ସାଧାରଣ ପରିବାରର ଝିଅଙ୍କୁ ଯେ ଏହି ରଙ୍ଗିନ ଦୁନିଆ ଆକର୍ଷିତ କରିଥାଏ ତାହା ନୁହେଁ। ଆମ ଦେଶର ଏକାଧିକ ରାଜ ପରିବାରର ଲାଡଲୀ ମଧ୍ୟ ଏହି ମୋହରେ ପଡିଛନ୍ତି। ଖାଲି ପଡି ନାହାନ୍ତି ଏଠାରେ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି। ଆସନ୍ତୁ ଜାଣିବା ବି-ଟାଉନର ଏମିତି କିଛି ରାଜକୁମାରୀଙ୍କ ସମ୍ପର୍କରେ।

Soha-Ali-Khanସେ।ହା ଅଲ୍ଲୀ ଖାନ: ବଲିଉଡରେ ଏକ ସମୟରେ ନିଜ ଅଭିନୟ କଳା ଦେଖାଇ ସାରିଥିବା ସେ।ହା ଅଲ୍ଲୀ ଖାନ କୌଣସି ମାମୁଲି ପରିବାରର ଝିଅ ନୁହଁନ୍ତି। ସେ ପଟୌଦିର ନୱାବ ସୈଫଅଲ୍ଲୀ ଖାନଙ୍କ ଭଉଣୀ। ସାହି ପରିବାରରୁ ଆସିଥିବା ସୋହା କୌଣସି ରାଜକୁମାରୀଙ୍କ ଠାରୁ କମ୍ ସୁନ୍ଦରୀ ନୁହନ୍ତି।

ଅଦିତି ରାଓ ହୈଦ୍ରୀ: ଆମିର ଖାନଙ୍କ ପତ୍ନୀ କିରଣ ରାଓଙ୍କ ଭଉଣୀ ହେଉଛନ୍ତି ଅଦିତି ରାଓ ହୈଦ୍ରୀ। ସେ ମଧ୍ୟ ରାଜ ପରିବାର ସହ ଜଡିତ। ଗୋଟିଏ ରାଜ ପରିବାର ନୁହେଁ ଦୁଇ ଦୁଇଟି ରାଜ ପରିବାର ସହ ତାଙ୍କର ରହିଛି ସମ୍ପର୍କ। ଅଦିତିଙ୍କ ଅଜା ତେଲଙ୍ଗାନା ଅଞ୍ଚଳରେ ରାଜ କରିଥିବା ବେଳେ ଜେଜେ ଓ ଦାଦାଙ୍କୁ ହୈଦ୍ରୀର ବଡ ନୱାବ କୁହାଯାଇଥାଏ।

ସେ।ନଲ ଚୌହାନ: ‘ଜନ୍ନତ’ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ସୋନଲ ରାଜପୁତ ଘରର ଝିଅ। ତାଙ୍କ ପରିବାର ମୋନପୁରୀ ଅଞ୍ଚଳରେ ରାଜ କରୁଥିଲେ। ଏହି ଅଞ୍ଚଳ ଏବେ ଉତ୍ତରପ୍ରଦେଶରେ ଅବସ୍ଥିତ।

kiran-raoକିରଣ ରାଓ: କିରଣ ରାଓଙ୍କ ଜେଜେବାପା ଅର୍ଥାତ ଅଦିତି ରାଓ ହୈଦ୍ରୀଙ୍କ ଅଜା ତେଲେଙ୍ଗାନା ଅଞ୍ଚଳରେ ରାଜ କରୁଥିଲେ। ଯେଉଁଠାରେ ଆଜି ମଧ୍ୟ ତାଙ୍କ ପରିବାକୁ ବହୁତ ସମ୍ମାନ ଦିଆଯାଇଥାଏ। କିରଣ ଆଗଧାଡିର ଡାଇରେକ୍ଟରଙ୍କ ମଧ୍ୟରୁ ଜଣେ। ସେ ମିଷ୍ଟର ପରଫେକ୍ଟ ଆମୀର ଖାନ୍‌ଙ୍କ ଦ୍ୱିତୀୟ ପତ୍ନୀ।

ଭାଗ୍ୟଶ୍ରୀ: ‘ମେନେ ପ୍ୟାର କିୟା’ରୁ ବଲିଉଡରେ ଧୁମ ମଚାଇଥିଲେ ଭାଗ୍ୟଶ୍ରୀ। ନିଜ ଅଭିନୟ ଓ ସୌନ୍ଦର୍ଯ୍ୟର ଯାଦୁରେ ସେ କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ କରୁଥିଲେ। ଭାଗ୍ୟଶ୍ରୀଙ୍କ ପିତା ବିଜୟ ସିଂ ରାଓ ସାଙ୍ଗଲୀର ସମ୍ରାଟ ଥିଲେ। ଆଜି ମଧ୍ୟ ତାଙ୍କ ପରିବାରର ଖୁବ ସମ୍ମାନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story