ଭିଡିଓ ଭାଇରାଲ ହେବାପରେ ଘରୁ ବିଦାହେଲେ ପ୍ରିୟା

କିଛି ଦିନ ହେବ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି ପ୍ରିୟା ପ୍ରକାଶଙ୍କର ସେଇ ୨୬ସେକେଣ୍ଡର ଭିଡିଓ। ଯାହକୁ ଦେଖି ଏବେ ପୁଅମାନେ ତାଙ୍କ ପ୍ରେମରେ ପଡିଗଳେଣି। ଚାରିଆଡେ ଏବେ ଖାଲି ତାଙ୍କର ସେଇ ଭିନ୍ନ ଅନ୍ଦାଜର ଆଖିଠାରର ଆଲୋଚନା। ତାଙ୍କର ସେଇ ଇସାରା ଏବେ ତାଙ୍କୁ ରାତାରାତି ଷ୍ଟାର କରିଦେଇଛି। ଇନ୍‌ଷ୍ଟାଗ୍ରାମରେ ତାଙ୍କ ଫଲୋଅର୍ସ ସଂଖ୍ୟା ୬ଲକ୍ଷରୁ ମଧ୍ୟ ଅଧିକ ହେଲେଣି। କିନ୍ତୁ ଏତେ ସଫଳତା ପାଇବା ପରେ ମଧ୍ୟ ପ୍ରିୟାଙ୍କ ଘର ଲୋକେ ଖୁସି ନାହାଁନ୍ତି। […]

pri

pri

Rakesh Mallick
  • Published: Thursday, 15 February 2018
  • Updated: 15 February 2018, 05:23 PM IST

Sports

Latest News

କିଛି ଦିନ ହେବ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି ପ୍ରିୟା ପ୍ରକାଶଙ୍କର ସେଇ ୨୬ସେକେଣ୍ଡର ଭିଡିଓ। ଯାହକୁ ଦେଖି ଏବେ ପୁଅମାନେ ତାଙ୍କ ପ୍ରେମରେ ପଡିଗଳେଣି। ଚାରିଆଡେ ଏବେ ଖାଲି ତାଙ୍କର ସେଇ ଭିନ୍ନ ଅନ୍ଦାଜର ଆଖିଠାରର ଆଲୋଚନା। ତାଙ୍କର ସେଇ ଇସାରା ଏବେ ତାଙ୍କୁ ରାତାରାତି ଷ୍ଟାର କରିଦେଇଛି। ଇନ୍‌ଷ୍ଟାଗ୍ରାମରେ ତାଙ୍କ ଫଲୋଅର୍ସ ସଂଖ୍ୟା ୬ଲକ୍ଷରୁ ମଧ୍ୟ ଅଧିକ ହେଲେଣି। କିନ୍ତୁ ଏତେ ସଫଳତା ପାଇବା ପରେ ମଧ୍ୟ ପ୍ରିୟାଙ୍କ ଘର ଲୋକେ ଖୁସି ନାହାଁନ୍ତି। ସେ ରାତାରାତି ଚର୍ଚ୍ଚିତ ହେବା କଥାକୁ ସେମାନେ ବୋଧେ ସହଜରେ ଗ୍ରହଣ କରିପାରୁନାହାଁନ୍ତି। ତେଣୁ ପ୍ରିୟାଙ୍କୁ ତାଙ୍କ ମା’ ହଷ୍ଟୋଲ୍‌ ପଠାଇଦେଇଛନ୍ତି। ତାଙ୍କ ମା’ଙ୍କ କହିବାକଥା ସେ କେବେବି ଭାବି ନଥିଲେ ଯେ ଏମିତି କିଛି ହେବ। ସେ ସବୁବେଳେ ତାଙ୍କ ଝିଅକୁ ଅଭିନୟ କରିବାର ଦେଖିବାକୁ ଚାହାଁନ୍ତି। ଭାଇରାଲ ଭିଡିଓ ପାଇଁ ତାଙ୍କ ଝିଅ ଏବେ ଲୋକପ୍ରିୟ ହୋଇଗଲାଣି। ଏବେ ତାର ସୁରକ୍ଷା କଥା ସେ ଭାବୁଛନ୍ତି।

ଏଥିସହ ତାଙ୍କ ମା’ଙ୍କ କହିବା କଥା ପ୍ରିୟାଙ୍କର କୌଣସି ଅଫିସିଆଲ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ନାହିଁ। ତାଙ୍କ ନାଁରେ ସେସବୁ ଫେକ୍‌ ଆକାଉଣ୍ଟ ଖୋଲାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos