ବଲିଉଡ୍‌ରେ ଏଣ୍ଟ୍ରି କରିବେ ପ୍ରିୟା, ହାତରେ ଗଦା ଗଦା ଅଫର!

ମୁମ୍ବାଇ: ରାତାରାତି କେମିତି ଷ୍ଟାର ହୁଅନ୍ତି, ତା’ର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ପ୍ରିୟାପ୍ରକାଶ। ଗତ କିଛିଦିନ ହେବ ଏହି ୟଙ୍ଗ୍ ଅଭିନେତ୍ରୀଙ୍କ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ତାଙ୍କ ଭିଡିଓ କ୍ଲିପ୍ ଇଣ୍ଟରନେଟ୍‌ରେ ଏତେ ଭାଇରାଲ୍ ହୋଇଛି ଯେ ସେ ରାତାରାତି ଷ୍ଟାର୍ ପାଲଟି ଯାଇଛନ୍ତି। ଚାରିଆଡେ ଖାଲି ତାଙ୍କର ଚର୍ଚ୍ଚା। ଭିଡିଓ କ୍ଲିପ୍‌ରେ ପ୍ରିୟାଙ୍କର ସ୍ମାଇଲ୍,ଏକ୍ସପ୍ରେସନ ଓ ଭିନ୍ନ ଅନ୍ଦାଜର ଆଖିମରା କୋଟି କୋଟି ଲୋକଙ୍କୁ ପାଗଳ କରିଛି। ଅନେକ […]

Priya

Priya

Rakesh Mallick
  • Published: Sunday, 18 February 2018
  • Updated: 18 February 2018, 07:48 PM IST

Sports

Latest News

ମୁମ୍ବାଇ: ରାତାରାତି କେମିତି ଷ୍ଟାର ହୁଅନ୍ତି, ତା’ର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ପ୍ରିୟାପ୍ରକାଶ। ଗତ କିଛିଦିନ ହେବ ଏହି ୟଙ୍ଗ୍ ଅଭିନେତ୍ରୀଙ୍କ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ତାଙ୍କ ଭିଡିଓ କ୍ଲିପ୍ ଇଣ୍ଟରନେଟ୍‌ରେ ଏତେ ଭାଇରାଲ୍ ହୋଇଛି ଯେ ସେ ରାତାରାତି ଷ୍ଟାର୍ ପାଲଟି ଯାଇଛନ୍ତି। ଚାରିଆଡେ ଖାଲି ତାଙ୍କର ଚର୍ଚ୍ଚା। ଭିଡିଓ କ୍ଲିପ୍‌ରେ ପ୍ରିୟାଙ୍କର ସ୍ମାଇଲ୍,ଏକ୍ସପ୍ରେସନ ଓ ଭିନ୍ନ ଅନ୍ଦାଜର ଆଖିମରା କୋଟି କୋଟି ଲୋକଙ୍କୁ ପାଗଳ କରିଛି। ଅନେକ ଲୋକ ପ୍ରିୟାଙ୍କର ଅଭିନୟ ଦକ୍ଷତାକୁ ତାରିଫ୍ କରୁଛନ୍ତି।

ପ୍ରିୟା ଏବେ ଜଣେ ଇଣ୍ଟରନେଟ୍‌ ସେନ୍‌ସେସନ୍‌। ସମସ୍ତେ ଏବେ ତାଙ୍କୁ ଫିଲ୍ମରେ ନେବାକୁ ଚାହୁଁଛନ୍ତି। ସବୁଠୁ ବଡ଼ କଥା ହେଉଛି ସେ ଭଲ ହିନ୍ଦୀ କହିପାରୁଛନ୍ତି। ସେଥିପାଇଁ ବଲିଉଡ୍‌ର ଅନେକ ନିର୍ମାତା ତାଙ୍କ ସହ ଯୋଗାଯୋଗ କରିଛନ୍ତି। ଶୁଣିବାକୁ ମିଳିଛି ଇତି ମଧ୍ୟରେ ସେ ବଲିଉଡ୍‌ରୁ କିଛି ଅଫର ପାଇସାରିଛନ୍ତି।

ମାଲୟାଲମ୍  ଫିଲ୍ମ ‘ଓରୁ ଅଦାର୍ ଲଭ୍ର ଏକ ଗୀତ ଭାଇରାଲ୍ ହେବା ପୂର୍ବରୁ କେହି ତାଙ୍କୁ ଜାଣିନଥିଲେ। ଏବେ ଛୋଟ ଠାରୁ ବଡ଼ ସବୁରି ମୁହଁରେ ତାଙ୍କରି ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story