ଦେଶକୁ ମୁଁ ଭଲ ପାଏ କିନ୍ତୁ ଲକ୍ଷ୍ୟରେ ସବୁ ବେଳେ କଳାକାର କାହିଁକି: ପ୍ରିୟଙ୍କା

ମୁମ୍ବାଇ: ଭାରତରେ ପାକ୍‌ କଳାକାରଙ୍କ ଉପରେ ଅଙ୍କୁଶ ଲଗାଯିବାକୁ ନେଇ ଲାଗି ରହିଥିବା ବାକ୍‌ ଯୁଦ୍ଧରେ ସାମିଲ ହୋଇଛନ୍ତି ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା। ନ୍ୟୁୟର୍କରେ ଏନ୍‌ଡିଟିଭିକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି,“ମୁଁ ଦେଶକୁ ଭଲ ପାଏ। ଉରୀ ଆକ୍ରମଣ ଘଟଣା ପାଇଁ ମୁଁ ଦୁଃଖିତ। କଳାକାର ଧର୍ମ ନିଜର କଳା ପ୍ରଦର୍ଶନ କରିବା। ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦରେ କଳାକାରଙ୍କୁ ଟାଣିବା ଠିକ୍ଦୋ‌ ନୁହେଁ। ଭାରତରେ ପାକ୍‌ କଳାକାରଙ୍କ କାମ କରିବା ଉପରେ ପ୍ରତିବନ୍ଧକ […]

actress-priyanka

actress-priyanka

Rakesh Mallick
  • Published: Sunday, 16 October 2016
  • Updated: 16 October 2016, 04:17 PM IST

Sports

Latest News

ମୁମ୍ବାଇ: ଭାରତରେ ପାକ୍‌ କଳାକାରଙ୍କ ଉପରେ ଅଙ୍କୁଶ ଲଗାଯିବାକୁ ନେଇ ଲାଗି ରହିଥିବା ବାକ୍‌ ଯୁଦ୍ଧରେ ସାମିଲ ହୋଇଛନ୍ତି ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା। ନ୍ୟୁୟର୍କରେ ଏନ୍‌ଡିଟିଭିକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି,“ମୁଁ ଦେଶକୁ ଭଲ ପାଏ। ଉରୀ ଆକ୍ରମଣ ଘଟଣା ପାଇଁ ମୁଁ ଦୁଃଖିତ। କଳାକାର ଧର୍ମ ନିଜର କଳା ପ୍ରଦର୍ଶନ କରିବା। ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦରେ କଳାକାରଙ୍କୁ ଟାଣିବା ଠିକ୍ଦୋ‌ ନୁହେଁ। ଭାରତରେ ପାକ୍‌ କଳାକାରଙ୍କ କାମ କରିବା ଉପରେ ପ୍ରତିବନ୍ଧକ ଲଗାଯିବା ମୁଁ ଭାବୁଛି ଠିକ୍ ନୁହେଁ।”

ସେ କହିଛନ୍ତି,‘‘ଦେଶର ସୁରକ୍ଷା ପାଇଁ ସରକାରଙ୍କର ଯାହା ନିଷ୍ପତ୍ତି ରହିବ ସେଥିରେ ମୁଁ ସହମତ। ଏହାର ଅର୍ଥ ନୁହେଁ ଆତଙ୍କବାଦୀ ସମସ୍ୟା ପାଇଁ କଳାକାରଙ୍କୁ ଦୋଷ ଦେବା। ଦେଶର ସୁରକ୍ଷା ପାଇଁ ସୀମାରେ ମୁତୟନ ଆମ  ଯବାନମାନେ ଚିନ୍ତିତ ଅଛନ୍ତି। କେଉଁ ଦେଶର କଳାକାର ଭାରତକୁ ଆସୁଛନ୍ତି ଓ କେଉଁ ଦେଶର ଆସୁନାହାନ୍ତି ଏହା ସେମାନଙ୍କ ପାଇଁ କୌଣସି ମହତ୍ୱ ରଖେନାହିଁ। ପାକିସ୍ତାନୀ କଳାକାରଙ୍କୁ ଦେଶ ଛାଡିବାକୁ କହି ଆମେ ପ୍ରକୃତ ପ୍ରସଙ୍ଗରୁ ହଟି ଯାଉଛନ୍ତି। ଅତୀତରେ କୌଣସି କଳାକାରଙ୍କୁ ନେଇ ଦେଶରେ ଅସନ୍ତୋଷ କିମ୍ବା ଯୁଦ୍ଧ ହେବା ପରି ସମସ୍ୟା ସୃଷ୍ଟି ହୋଇ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story