ମାଗାଜିନ ଏଡିଟରଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା, କହିଲେ ‘Get Out’

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ଏବେ ଆମେରିକାର ଟିଭି ଶୋ’ କ୍ୱାଣ୍ଟିକୋର ନୂଆ ସିଜିନର ପ୍ରମୋସନରେ ନ୍ୟୁୟର୍କରେ ବ୍ୟସ୍ତ ଅଛନ୍ତି। ଏହି ଅବସରରେ ସେ ଏକ ଇଣ୍ଟର ନ୍ୟାସନାଲ ମାଗାଜିନ ଅଫିସ୍‌କୁ ଯାଇଥିଲେ। ସେଠାରେ ଏମିତି କିଛି ହୋଇଥିଲା ଯେ, ପ୍ରିୟଙ୍କା ଖୁବ ରାଗି ଯାଇଥିଲେ ଓ ମାଗାଜିନର ଏଡିଟରଙ୍କୁ ତାଙ୍କ ଅଫିସରୁ ବାହାରି ଯିବାକୁ କହି ଦେଇଥିଲେ। ଏବେ ଭାବୁଥିବେ କ’ଣ ଘଟିଥିବ ଏମିତି ? ପ୍ରିୟଙ୍କା ମାଗାଜିନ ଅଫିସ୍‌କୁ ଯାଇ ତାଙ୍କ ଏଡିଟରଙ୍କୁ ‘Get Out’ […]

priyanka

priyanka

Rakesh Mallick
  • Published: Wednesday, 25 April 2018
  • Updated: 25 April 2018, 05:16 PM IST

Sports

Latest News

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ଏବେ ଆମେରିକାର ଟିଭି ଶୋ’ କ୍ୱାଣ୍ଟିକୋର ନୂଆ ସିଜିନର ପ୍ରମୋସନରେ ନ୍ୟୁୟର୍କରେ ବ୍ୟସ୍ତ ଅଛନ୍ତି। ଏହି ଅବସରରେ ସେ ଏକ ଇଣ୍ଟର ନ୍ୟାସନାଲ ମାଗାଜିନ ଅଫିସ୍‌କୁ ଯାଇଥିଲେ। ସେଠାରେ ଏମିତି କିଛି ହୋଇଥିଲା ଯେ, ପ୍ରିୟଙ୍କା ଖୁବ ରାଗି ଯାଇଥିଲେ ଓ ମାଗାଜିନର ଏଡିଟରଙ୍କୁ ତାଙ୍କ ଅଫିସରୁ ବାହାରି ଯିବାକୁ କହି ଦେଇଥିଲେ। ଏବେ ଭାବୁଥିବେ କ’ଣ ଘଟିଥିବ ଏମିତି ? ପ୍ରିୟଙ୍କା ମାଗାଜିନ ଅଫିସ୍‌କୁ ଯାଇ ତାଙ୍କ ଏଡିଟରଙ୍କୁ ‘Get Out’ କହିଛନ୍ତି ମାନେ କିଛି ବଡ଼ ଗୁରୁତର କଥା ହୋଇଥିବ ନିଶ୍ଚିତ। ହେଲେ ପ୍ରକୃତରେ ସେଠାରେ ସେମିତି କିଛି ବିବାଦ ହୋଇ ନଥିଲା। ଏହା କ୍ୱାଣ୍ଟିକୋ ପ୍ରମୋସନ୍‌ର ଏକ ସିନ୍‌ ଥିଲା। ଯାହାର ଭିଡିଓ ପ୍ରିୟଙ୍କା ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଭାଇରାଲ ହେବାରେ ଲାଗିଛି। ଆସନ୍ତୁ ଜାଣିବା ଘଟଣାଟି କ’ଣ ଥିଲା।

କ୍ୱାଣ୍ଟିକୋର ପ୍ରମୋସନ୍‌ ପାଇଁ ପ୍ରିୟଙ୍କା ମାଗାଜିନ ଅଫିସ୍‌ରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ମାଗାଜିନର ବୋସ୍‌ ଭୂମିକାର ଅଭିନୟ କରିବାର ଥିଲା। ପ୍ରିୟଙ୍କା ମଧ୍ୟ ବୋସ୍‌ ଅନ୍ଦାଜରେ ଅଭିନୟ ଆରମ୍ଭ କରିଦେଥିଲେ। ଏହି ଅବସରରେ ସେ ବହୁତ ଶକ୍ତ ଓ ମଜାଳିଆ ଅନ୍ଦାଜ ଦେଖାଇ ଥିଲେ।

ପ୍ରିୟଙ୍କା ଯେଉଁ ଭିଡିଓ ପୋଷ୍ଟ କରିଛନ୍ତି ଏଥିରେ ସେ ମାଗାଜିନ ଏଡିଟରଙ୍କ ସହ ବସିଥିବା ଦେଖିବାକୁ ମିଳୁଛି। ସେ ମାଗାଜିନରେ ହୋଇଥିବା ଭୁଲ ବାହାର କରିବା ସହ ଏଡିଟରଙ୍କୁ ବହୁତ ଗାଳି କରୁଛନ୍ତି। ଏପରିକି ତାଙ୍କୁ ଅଫିସରୁ ବାହାରି ଯିବାକୁ ମଧ୍ୟ କହୁଛନ୍ତି। ଏହି ଭିଡିଓଟି ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏଥିରେ ସେ କ୍ୟାପସନ ଦେଇଛନ୍ତି ‘Get out of my office @laurabrown99’।

ସୂଚନାଯୋଗ୍ୟ, ହଲିଡଡ଼ରେ ବ୍ୟସ୍ତ ଥିବା କାରଣରୁ ପ୍ରିୟଙ୍କା ବହୁତ ଦିନ ହେବ ବଲିଉଡଠାରୁ ଦୂରେଇ ରହିଛନ୍ତି। ପ୍ରିୟଙ୍କା କେବେ ବି-ଟାଉନକୁ ଫେରିବେ ତାକୁ ତାଙ୍କ ପ୍ରଶଂସକ ଚାତକ ପରି ଅନାଇ ବସିଛନ୍ତି। ତେବେ ଏହି ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। କାରଣ ସଲମାନ ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ଭାରତ’ରେ ସେ ବି-ଟାଉନକୁ ରିଏଣ୍ଟି କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story