ରାଗିଗଲେ ପ୍ରିୟଙ୍କା: କିହିଲେ ମହିଳାମାନେ ସମାଲୋଚିତ ହେବା ପଛରେ ସେମାନେ ନିଜେ ଦାୟୀ

ମୁମ୍ବାଇ: ବିଲିଉଡ୍‌ ଅଭିନେତ୍ରୀ ପ୍ରୟଙ୍କା ଚୋପ୍ରା ଗତ କିଛିଦିନ ହେବ ଆମେରିକୀୟ ବୟଫ୍ରେଣ୍ଡ ନିକ୍ ଜୋନ୍‌ସଙ୍କୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ ଏକ ସାକ୍ଷାତକାର ପାଇଁ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଏକ ମ୍ୟାଗାଜିନ୍‌ଙ୍କୁ ଦେଇଥିବା ସାକ୍ଷାତକାରରେ ସେ ମହିଳାମାନଙ୍କ ସ୍ୱାଧୀନତା ସମ୍ପର୍କିତ କିଛି ମତ ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ମହିଳାମାନଙ୍କ ସହ ଏକ ଭିନ୍ନ ଢଙ୍ଗରେ ବ୍ୟବହାର କରାଯାଉଛି। ତାଙ୍କୁ ସୁନ୍ଦରତାକୁ ନେଇ ସବୁବେଳେ ସମାଲୋଚନା କରାଯାଉଛି ଏବଂ ଏଥିପାଇଁ କେବଳ ମହିଳାମାନେ ଦାୟୀ।ଏକ […]

5-choses-que-vous-ne-saviez-pas-sur-Priyanka-Chopra

Rakesh Mallick
  • Published: Monday, 02 July 2018
  • Updated: 02 July 2018, 11:50 AM IST

Sports

Latest News

ମୁମ୍ବାଇ: ବିଲିଉଡ୍‌ ଅଭିନେତ୍ରୀ ପ୍ରୟଙ୍କା ଚୋପ୍ରା ଗତ କିଛିଦିନ ହେବ ଆମେରିକୀୟ ବୟଫ୍ରେଣ୍ଡ ନିକ୍ ଜୋନ୍‌ସଙ୍କୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ ଏକ ସାକ୍ଷାତକାର ପାଇଁ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଏକ ମ୍ୟାଗାଜିନ୍‌ଙ୍କୁ ଦେଇଥିବା ସାକ୍ଷାତକାରରେ ସେ ମହିଳାମାନଙ୍କ ସ୍ୱାଧୀନତା ସମ୍ପର୍କିତ କିଛି ମତ ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ମହିଳାମାନଙ୍କ ସହ ଏକ ଭିନ୍ନ ଢଙ୍ଗରେ ବ୍ୟବହାର କରାଯାଉଛି। ତାଙ୍କୁ ସୁନ୍ଦରତାକୁ ନେଇ ସବୁବେଳେ ସମାଲୋଚନା କରାଯାଉଛି ଏବଂ ଏଥିପାଇଁ କେବଳ ମହିଳାମାନେ ଦାୟୀ।ଏକ ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, "ମହିଳାମାନେ ପ୍ରଥମେ ନିଜକୁ ଭଲ ପାଇବା ଦରକାର, ନିଜ ଉପରେ ବିଶ୍ୱାସ କରିବା ଦରକାର।  ଆମକୁ ସବୁବେଳେ ଏଇଟା କୁହାଯାଏ ଯେ, କେବଳ ଜଣେ ଜିତି ପାରିବ। ସର୍ବଶ୍ରେଷ୍ଠଙ୍କୁ ହିଁ ଭଲ ଜୀବନସାଥୀଟେ ମିଳିବ। କେବଳ ସର୍ବଶ୍ରେଷ୍ଠକୁ ଭଲ ଚାକିରି ମିଳିବ। ତେଣୁ ଆମେ ସବୁବେଳେ ଅନ୍ୟମାନଙ୍କୁ ଆମ ରାସ୍ତାରୁ ହଟେଇଦେବାକୁ ଚେଷ୍ଟାକରୁ।"ସେ କହିଛନ୍ତି , "କ'ଣ ଆମେ ସବୁବେଳେ ନିଜକୁ ଭଲ ପାଇପାରିବା ନାହିଁ, ଆମକୁ କେହି କହିବା ଦରକାର ନାହିଁ ଯେ, ଆମେ କେମିତି ଓଜନ କମ କରିବା ଦରକାର କିମ୍ବା ପୁରୁଷ ମାନକୁ ପାଇବା ପାଇଁ କ'ଣ କରିବା ଦରକାର।"ଲୋକମାନେ କେବଳ ମହିଳାମାନଙ୍କ ପ୍ରତିଭା ଉପରେ ପ୍ରଶ୍ନ ଉଠାନ୍ତି, ତେଣୁ ନିଜ ବିଷୟରେ ଅନ୍ୟମାନଙ୍କ ସହ ଆଲୋଚନା କରିବା ବନ୍ଦ କରିଦେବା ଉଚିତ ବୋଲି କହିଛନ୍ତି ପ୍ରିୟଙ୍କା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story