ପୁଣି ଆସିବ ଓଡ଼ିଆ ଆଲବମ୍

ଭୁବନେଶ୍ୱର: କିଛି ବର୍ଷର ବ୍ୟବଧାନ ପରେ  ନୂଆ ଓଡ଼ିଆ ଆଲବମ୍ ପୁଣି ନିର୍ମାଣ ହୋଇଛି। ରିତେଶ୍ ଏଣ୍ଟରଟେନମେଣ୍ଟ୍ ମିଡିଆ ୬ଟି ଗୀତକୁ ନେଇ ଆଲବମ୍ ‘ପବିତ୍ର ପ୍ରେମ ବନ୍ଧନ’ର ସୁଟିଂ ଆରମ୍ଭ କରିଛି। ଆଇଟମ୍ ଗାର୍ଲ କ୍ରିଷ୍ଣା ଏହି ଆଲବମ୍‌ର ଏକ ଗୀତରେ ଅଭିନୟ କରିଛନ୍ତି। ସୁଶାନ୍ତ ପଣ୍ଡା ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ସଞ୍ଜୁ ଓ ବାବୁ ରାଜା ଗୀତ ଗୁଡ଼ିକ ଗାଇଛନ୍ତି। ଓଡ଼ିଶା ସଙ୍ଗୀତ ଦୁନିଆରେ ଦିନେ ବହୁ ନାଁ କମାଇଥିବା ଆଲବମ୍ […]

film

film

Rakesh Mallick
  • Published: Thursday, 14 April 2016
  • Updated: 14 April 2016, 08:36 AM IST

Sports

Latest News

ଭୁବନେଶ୍ୱର: କିଛି ବର୍ଷର ବ୍ୟବଧାନ ପରେ  ନୂଆ ଓଡ଼ିଆ ଆଲବମ୍ ପୁଣି ନିର୍ମାଣ ହୋଇଛି। ରିତେଶ୍ ଏଣ୍ଟରଟେନମେଣ୍ଟ୍ ମିଡିଆ ୬ଟି ଗୀତକୁ ନେଇ ଆଲବମ୍ ‘ପବିତ୍ର ପ୍ରେମ ବନ୍ଧନ’ର ସୁଟିଂ ଆରମ୍ଭ କରିଛି।

ଆଇଟମ୍ ଗାର୍ଲ କ୍ରିଷ୍ଣା ଏହି ଆଲବମ୍‌ର ଏକ ଗୀତରେ ଅଭିନୟ କରିଛନ୍ତି। ସୁଶାନ୍ତ ପଣ୍ଡା ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ସଞ୍ଜୁ ଓ ବାବୁ ରାଜା ଗୀତ ଗୁଡ଼ିକ ଗାଇଛନ୍ତି।

ଓଡ଼ିଶା ସଙ୍ଗୀତ ଦୁନିଆରେ ଦିନେ ବହୁ ନାଁ କମାଇଥିବା ଆଲବମ୍ ଇଣ୍ଡଷ୍ଟ୍ରି କୌଣସି କାରଣରୁ ହଠାତ୍ ବନ୍ଦ ହୋଇଯାଇଥିଲା, ଯାହା ଏବେ ପୁଣି ଆରମ୍ଭ ହେବାକୁ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story