ସୋନାକ୍ଷୀ ସିହ୍ନାଙ୍କ ସହ ମିଶି ଭଜନ ଶୁଣିବେ ବାବା ରାମଦେବ

ଯୋଗଗୁରୁ ବାବା ରାମଦେବ ଏବେ ବଲିଉଡ ନାୟିକା ସୋନାକ୍ଷୀ ସିହ୍ନାଙ୍କ ସହ ମିଶି ଭଜନ ଶୁଣିବେ। କଥାଟା ଟିକିଏ ଅଡୁଆ ଲାଗୁଥିଲେ ମଧ୍ୟ ସତ। ପୂର୍ବରୁ ଅନେକ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ର ଦର୍ଶକ ମଜା ଉଠାଇ ସାରିଛନ୍ତି। କିନ୍ତୁ ଏବେ ଲାଇଫ୍ ଓକେ ଚ୍ୟାନେଲରେ ପ୍ରଥମ ଥର ପାଇଁ କେବଳ ଭଜନକୁ ନେଇ ନୂଆ ଶୋ’ ଆରମ୍ଭ ହେବାକୁ ଯାଉଛି। ଏଥିରେ ରାମଦେବ ବାବାଙ୍କୁ ମହାଗୁରୁ ଭାବେ ଦେଖିବାକୁ ମିଳିବ। ଏହାସହ ସୋନାକ୍ଷୀ, ଶେଖର ରବିଜାନୀ […]

ramdev and sonakshi

ramdev and sonakshi

Rakesh Mallick
  • Published: Wednesday, 02 August 2017
  • Updated: 02 August 2017, 03:50 PM IST

Sports

Latest News

ଯୋଗଗୁରୁ ବାବା ରାମଦେବ ଏବେ ବଲିଉଡ ନାୟିକା ସୋନାକ୍ଷୀ ସିହ୍ନାଙ୍କ ସହ ମିଶି ଭଜନ ଶୁଣିବେ। କଥାଟା ଟିକିଏ ଅଡୁଆ ଲାଗୁଥିଲେ ମଧ୍ୟ ସତ। ପୂର୍ବରୁ ଅନେକ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ର ଦର୍ଶକ ମଜା ଉଠାଇ ସାରିଛନ୍ତି। କିନ୍ତୁ ଏବେ ଲାଇଫ୍ ଓକେ ଚ୍ୟାନେଲରେ ପ୍ରଥମ ଥର ପାଇଁ କେବଳ ଭଜନକୁ ନେଇ ନୂଆ ଶୋ’ ଆରମ୍ଭ ହେବାକୁ ଯାଉଛି। ଏଥିରେ ରାମଦେବ ବାବାଙ୍କୁ ମହାଗୁରୁ ଭାବେ ଦେଖିବାକୁ ମିଳିବ। ଏହାସହ ସୋନାକ୍ଷୀ, ଶେଖର ରବିଜାନୀ ଓ କନିକା କପୁରଙ୍କୁ ବିଚାରକ ଭାବେ ଦେଖିବାକୁ ମିଳିବ।

ଭଜନ ଭିତ୍ତିକ ଏହି ଶୋ’ର ନାଁ ରହିଛି ‘ଓମ୍ ଶାନ୍ତି ଓମ୍’। ଏହି ଶୋ’ର ଗ୍ରାଣ୍ଡ ପ୍ରିମିୟର ଖୁବଶୀଘ୍ର ଲାଇଫ ଓକେରେ ପ୍ରସାରଣ ହେବାକୁ ଯାଉଛି। ପୂର୍ବରୁ କମେଡି, ଡ୍ୟାନ୍ସ, ଷଣ୍ଟ୍ ଭଳି ରିଆଲିଟି ଶୋ’ର ମଜା ଉଠାଇ ସାରିଛନ୍ତି ଦର୍ଶକ। କିନ୍ତୁ ପ୍ରଥମ ଥର ପାଇଁ ଭଜନ ଭିତ୍ତିକ ସଙ୍ଗୀତ କାର୍ଯ୍ୟକ୍ରମକୁ ଦର୍ଶକ କେତେଦୂର ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Courtesy-Aaj tak

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story